Sign in
Sign in
Recover your password.
A password will be e-mailed to you.
ସରକାରୀ ଯୋଜନାର ସୁଫଳ ପାଇଁ ସମସ୍ତଙ୍କ ସହଯୋଗ ଜରୁରୀ : ମନ୍ତ୍ରୀ ଶ୍ରୀ ପାତ୍ର
ଜିଲ୍ଲା ସ୍ତରୀୟ ୭୦ତମ ସାଧାରଣତନ୍ତ୍ର ଦିବସ ସମାରୋହ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ୭୦ତମ ସାଧାରଣ ତନ୍ତ୍ର ଦିବସ ୨୦୧୯ ବହୁ ଆଡମ୍ୱର ସହକାରେ ପାଳିତ ହୋଇଯାଇଛି । ଏହି ସମାରୋହରେ…
ସମ୍ବିଧାନର ନୀତି ଆଦର୍ଶକୁ ବଜାୟ ରଖିବା ପାଇଁ ଆହ୍ୱାନ ଦେଲେ ଉପଜିଲ୍ଲାପାଳ
ଚମ୍ପୁଆ ଉପଖଣ୍ଡରେ ୭୦ତମ ସାଧାରଣତନ୍ତ୍ର ଦିବସ ପାଳିତ
ଚମ୍ପୁଆ(ଚିତ୍ତ ରଞ୍ଜନ କର)
ଆମ ଜାତୀୟ ଜୀବନରେ ସାଧାରଣତନ୍ତ୍ର ଦିବସ ଏକ ଗୁରୁତ୍ୱପୂର୍ଣ୍ଣ ଦିବସ । ଭାରତୀୟମାନଙ୍କ ଉଦ୍ଦେଶ୍ୟରେ ଯେଉଁ ମହାପୁରୁଷମାନେ ସମ୍ବିଧାନ ଉତ୍ସର୍ଗ କରିଥିଲେ ତାହା ଆମ ପାଇଁ ପଥପ୍ରଦର୍ଶକ ଭଳି…
ଜିଲ୍ଲା ସ୍ତରୀୟ ମୋ ସ୍କୁଲ ସଚେତନତା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି(ବାଳକୃଷ୍ଣ ପାଣିଗ୍ରାହୀ)ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ମୋ ସ୍କୁଲ ସଚେତନତା ସଭା ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଅନୁପମ ସାହା ଉଦ୍ଘାଟନ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗଙ୍କ…
ସୁୁନ୍ଦରୀକୁ ଜଗିବେ ମହେନ୍ଦ୍ର ଆଉ ରାଜକୁମାର
ବାରିପଦା(ଦିଲ୍ଲୀପ ମହାନ୍ତି )- ସାତକୋଶିଆ ଅଭୟାରଣ୍ୟର ରାଇଗୁଡ଼ାଠାରେ ସ୍ୱତନ୍ତ୍ର ଏନକ୍ଲୋଜର ମଧ୍ୟରେ ଗତ ନଭେମ୍ବର ୬ରୁ ରହିଥିବା ବାଘୁଣୀ ସୁନ୍ଦରୀକୁ ଜଗିବା ତଥା ତାର ଗତିବିଧି ଉପରେ ନଜର ରଖିବା ପାଇଁ ଶିମିିଳିପାଳ ଅଭୟାରଣ୍ୟରୁ ୨ଟି ପୋଷାହାତୀ ମହେନ୍ଦ୍ର(୬୦) ଓ ରାଜକୁମାର(୧୪)ଙ୍କୁ…
ବିଂଝାରପୁର ବିଜେପିରେ ନୂଆ-ପୁରୁଣା କଳିର ପ୍ରତିଫଳନ ନବୀନ ନିବାସରେ
ବିଜେଡିରେ ଯୋଗ ଦେଲେ ଦୁଇ ବିଜେପି ଜିଲ୍ଲା ପରିଷଦ ସଭ୍ୟ ଓ ଅନେକ ନିର୍ବାଚିତ ପ୍ରତିନିଧି
ଭୁବନେଶ୍ୱର/ ମାନସୀ ମିଶ୍ର : ଯାଜପୁର ଜିଲ୍ଲା ବିଂଝାରପୁରରେ ନୂଆ-ପୁରୁଣା ବିଜେପି କଳିର ପ୍ରତିଫଳନ ଦେଖିବାକୁ ନବୀନ ନିବାସରେ | ବିଜେପିର ଦୁଇଜଣ ଜିଲ୍ଲା ପରିଷଦ ସଭ୍ୟ ଦଳ ଛାଡି ଯୋଗ ଦେଇଛନ୍ତି…
କାର ପୋଡ଼ି ଅଭିଯୋଗରେ ୨ ଅଭିଯୁକ୍ତ ଜେଲ ଗଲେ
ରେଢ଼ାଖୋଲ/ଯଶୋବନ୍ତ ନାରାୟଣ ସାହୁ :ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା କଦଳୀଗଡ଼ ପଞ୍ଚାୟତ ଅନ୍ତର୍ଗତ ପଣ୍ଡକିମାଲ ଗ୍ରମରେ ଶୁକ୍ରବାର ରାତିରେ ଏକ ଫୋର୍ଡ଼ କାରକୁ ନିଆଁ ଲଗାଇ ପୋଡ଼ିବା ଅଭିଯୋଗରେ ରେଢ଼ାଖୋଲ ଥାନା ପୋଲିସ ୨ ଜଣ ଙ୍କୁ ଗିରଫ କରିଛି l ଅଭିଯୁକ୍ତ ମାନେ ହେଲେ…
ଯୁବତୀଙ୍କୁ ପ୍ରତାରଣା ଅଭିଯୋଗରେ ଯୁବକ ଗିରଫ୍
ରେଢ଼ାଖୋଲ/ଯଶୋବନ୍ତ ନାରାୟଣ ସାହୁ : ଦିର୍ଘ ୨ବର୍ଷ କାଳ ଯୁବତୀଙ୍କ ସହ ଶାରାରିକ ସମ୍ପର୍କ ରଖିଲେ l ବିବାହ କରି ଘରକୁ ବୋହୂ କରି ନେବେ ବୋଲି କଥା ବି ଦେଇଥିଲେ lହେଲେ ଦିନ ଗଡ଼ିଲା ସିନା , ଯୁବତୀଙ୍କୁ ବିବାହ କଲେନି l ବରଂ ଆଉ ଜଣେ ଯୁବତୀଙ୍କୁ ବିବାହ କରିବାକୁ ବାହାରି ଥିଲେ l…
ତରଜଙ୍ଗା ପଞ୍ଚାୟତ ପୂର୍ବତନ ସରପଞ୍ଚଙ୍କ ବାଇକ୍ ଧକ୍କାରେ ମୃତ୍ୟୁ, କଟକ-ପାରାଦ୍ଵୀପ ରାସ୍ତା ଅବରୋଧ
ତିର୍ତ୍ତୋଲ/ରମେଶ ମହାନ୍ତି :ତିର୍ତ୍ତୋଲ ବ୍ଲକ ଅଧିନସ୍ଥ ତରଜଙ୍ଗା ପଞ୍ଚାୟତର ପୂର୍ବତନ ସରପଞ୍ଚ ରମାକାନ୍ତ ରାଉତରାୟ(ଟୁକୁନି)ଙ୍କର ଆଜି ଏକ ବାଇକ୍ ଧକ୍କାରେ ମୃତ୍ୟୁ ଘଟିଛି।ସୂଚନାନୁଯାୟୀ ରବିବାର ସକାଳ ପ୍ରାୟ ସାଢ଼େ ୮ଟା ସୁଦ୍ଧା କଟକ-ପାରାଦ୍ବୀପ ରାସ୍ତାର ତରଜଙ୍ଗା ସ୍କୁଲ୍ ସମ୍ମୁଖରେ ଦୃତ…
ସ୍ବାଳାଖ ବିନ୍ଧ୍ୟଗିରିବାସୀ ବିଂଝାଲ ସମାଜ ଦ୍ବାରା କ୍ଲିନ୍ ସର୍ଗିବାହାଲ ଗ୍ରୀନ ସର୍ଗିବାହାଲ ଅଭିଯାନ
ପଦ୍ମପୁର /ନୀଳ ଦୀପ : ସର୍ଗିବାହାଲ ସ୍ବାଳାଖ ବିନ୍ଧ୍ୟଗିରିବାସୀ ବିଂଝାଲ ସମାଜ ଦ୍ବାରା ର୍ସ୍ବଗତ ନୀଲକଣ୍ଠ ଗୌନ୍ତିଆଙ୍କ ସୃତିରେ କ୍ଲିନ୍ ସର୍ଗିବାହାଲ ଗ୍ରୀନ ସର୍ଗିବାହାଲ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ସଂଗଠନର ମୁଖ୍ୟ ଶ୍ରୀଯୁକ୍ତ କ୍ଷୀରୋଦ୍ର ସିଂ ବରିହା, ଶ୍ରୀଯୁକ୍ତ ମାଧବ…
ଗୋଁଡ଼ ସମାଜର ବୁଢ଼ାଦେଓ ମଣ୍ଡପର ପ୍ରତିଷ୍ଠା ଓ ବୁଢ଼ାଦେଓ ମନ୍ଦିରର ଶୁଭ ସ୍ତମ୍ଭ ସ୍ଥାପନ।
ମାଣ୍ଡୋସିଲ /ପାଇକମାଲ ( ରାଜେନ୍ଦ୍ର କୁମାର ପ୍ରଧାନ) :- ଅଖିଳ ଭାରତୀୟ ଷଢ଼ବଂଶୀ ଗୋଁଡ ସମାଜ ୧୮ଗଡ଼ ରାଜ୍ୟ ରାଜବୋଡ଼ାସମ୍ୱର ଦ୍ୱରା ପବିତ୍ର ପିଠ ନୃସିଂହନାଥ ଠାରେ ଗୋଁଡ ସମାଜ ର ବୁଢ଼ାଦେଓ ମଣ୍ଡପର ପ୍ରତିଷ୍ଠା ଉସବ ଓ ମନ୍ଦିରର ଶୁଭ ସ୍ତମ୍ଭ ସ୍ଥାପନ କରାଯାଇଛି। ଅଞ୍ଚଳର ୫ହଜାରରୁ ଉର୍ଦ୍ଧ୍ୱ ଗୋଁଡ଼…