ନବୀନ ଗଢିଲେ ୨୯ ଜଣିଆ ମେଡିଆ ଟିମ୍ :ଡ ସସ୍ମିତ ପାତ୍ରଙ୍କୁ  ସଂଯୋଜକ ସହ ଜାତୀୟ ମୁଖପାତ୍ର  ଦାୟିତ୍ୱ

0 1

ଭୁୂବନେଶ୍ୱର : ପୂର୍ବର ସମସ୍ତ ଆଦେଶକୁ ବାତିଲ କରି ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ଦଳର ୨୯ ଜଣିଆ ନୂଆ ମିଡିଆ ଟିମକୁ ଅନୁମୋଦନ ଦେଇଛନ୍ତି  ।

ମେଡିଆ କୋର୍ଡିନେଟର ଭାବେ ସାଂସଦ ଡ ସସ୍ମିତ ପାତ୍ରଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଜାତୀୟ ମୁଖପାତ୍ର ଭାବେ ସାଂସଦ ପିନାକୀ ମିଶ୍ର, ଅନୁଭବ ମହାନ୍ତି, ଡ ଅମର ପଟ୍ଟନାୟକ, ଡ ସସ୍ମିତ ପାତ୍ରଙ୍କ ସହିତ ସତ୍ୟନାରାୟଣ ସାହୁଙ୍କୁ ନିଯୁକ୍ତି ଦିଆଯାଇଛି ।  

ସେହିପରି ମୁଖପାତ୍ର ଭାବେ ପ୍ରତାପ କେଶରୀ ଦେବ, ଦେବୀ ପ୍ରସାଦ ମିଶ୍ର, ପ୍ରଶାନ୍ତ ନନ୍ଦ, ରମେଶ ଚନ୍ଦ୍ର ମାଝୀ, ବ୍ୟୋମକେଶ ରାୟ, ସୁଭାଷ ଚୌହାନ, ସୁଭାସ ସିଂହ, ଆକାଶ ଦାସ ନାୟକ, ଅନୁଭବ ପଟ୍ଟନାୟକ, ଡ. ଲେନିନ ମହାନ୍ତି, ସୁଲତା ଦେଓ, ଲୋପାମୁଦ୍ରା ବକ୍ସିପାତ୍ର, ଶ୍ରୀମୟୀ ମିଶ୍ର ଏବଂ ଭରଦ୍ୱାଜ ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଛି  ।

ସେହିପରି ପ୍ୟାନେଲିଷ୍ଟ ଭାବେ ମିହିର ମହାନ୍ତି, ଡ. ସନ୍ତୋଷ ଲେଙ୍କା, ବିଶ୍ୱଜିତ ମହାନ୍ତି, ସଞ୍ଜୟ ବାବୁ, ଡ ହରିଶ ଚୌଧୁରୀ, ତପନ ଦାସ, ଦୁର୍ଗା ସାମନ୍ତରାୟ, ପ୍ରୀୟବ୍ରତ ମାଝି, ଚକ୍ରଧର ଦାଶ, ଆଉ ଓମପ୍ରକାଶ ସାହୁଙ୍କୁ ନିଯୁକ୍ତି ମଳିଥିବା ଦଳୀୟ ସୂତ୍ରରୁ ଜଣାପଡିଛି  ।

  

 

Leave A Reply

Your email address will not be published.