Sign in
Sign in
Recover your password.
A password will be e-mailed to you.
ରାମ୍ପିଦେଲା, ଅଳ୍ପକେ ବଞ୍ଚିଲା ଜୀବନ
ମେଲଛାମୁଣ୍ଡା ଅଂଚଳରେ ବଣୁଆ ଭାଲୁ ଆତଙ୍କ: ଠାବ କରିବାରେ ବନ ବିଭାଗ ବିଫଳ
ମେଲଛାମୁଣ୍ଡା( ମନୋଜ ଭୋଇ) କିଛି ଦିନ ହେବ ମେଲଛାମୁଣ୍ଡା ଅଂଚଳରେ ଏକ ବଣୁଆ ଭାଲୁ ଅଂଚଳବାସୀଙ୍କୁ ଆତଙ୍କିତ କରି ରଖିଛି । ଅଦ୍ୟାବଧି ୪ଜଣ ବ୍ୟକ୍ତି ବଣୁଆ ଭାଳୁର ଆକ୍ରମଣର ଶିକାର ହେବା ସହ ମରଣ ମୁହଁରୁ ଅଲ୍ପକେ…
ଅସହାୟ ପାଇଁ ସରକାରୀ ଯୋଜନା ସାତସପନ, ଚାରିକାନ୍ଥ ପାଲଟିଛି ଜରିପାଲ
ବାଙ୍କୀ, (ଆଶିଷ କୁମାର ମହାପାତ୍ର) - ଅସହାୟଙ୍କୁ ସହାୟ ହେବାପାଇଁ ସରକାରୀ ସ୍ତରରେ ଯୋଜନା ପରେ ଯୋଜନା କରାଯାଉଛି । କିନ୍ତୁ ତାହା ବାସ୍ତବ ହିତାଧିକାରୀଙ୍କ ପାଖରେ ନ ପହଁଞ୍ଚô ବାଟମାରଣା ହେଉଚିତ କେଉଁଠି ହାତଗୁଞ୍ଜା ନଦେଲେ ଲିଷ୍ଟ୍ ରୁ ନା କାଟି ଦିଆଯାଉଥିବା ଦେଖିବାକୁ ମିଳୁଛି । ସରକାରୀ…
ମୟୂରଭଞ୍ଜ : ସାଧାରଣ ନିର୍ବାଚନ-୨୦୧୯, ଭୋଟ୍ ଗଣତି ପର୍ଯ୍ୟବେକ୍ଷଣ ପାଇଁ ୯ ପର୍ଯ୍ୟବେକ୍ଷକ
ଗଣତି ପର୍ଯ୍ୟବେକ୍ଷକ ଭାବେ ୨୭-ସାରସକଣା (ସଂ) ବିଧାନସଭା କ୍ଷେତ୍ର ପାଇଁ ଗୋପାଳ ଶର୍ମା ମୋବାଇଲ ନଂ-୬୩୭୨୯୯୦୬୨୯, ୨୯-ବାଙ୍ଗିରିପୋଷି (ସଂ) ବିଧାନସଭା କ୍ଷେତ୍ର ପାଇଁ ଶ୍ରୀମତୀ ବିଜୟା କିଷ୍ଣାନ୍ ମୋ/ଫୋନ ନଂ-୬୩୭୨୯୯୩୦୪୨, ୨୬-ଯଶିପୁର (ସଂ) ବିଧାନସଭା କ୍ଷେତ୍ର ପ୍ରବୀଣ କୁମାର, ମୋ.…
ମୟୂରଭଞ୍ଜ : ସାଧାରଣ ନିର୍ବାଚନ – ୨୦୧୯ ର ଭୋଟ୍ ଗଣନା ପାଇଁ ପ୍ରଶାସନିକ ପ୍ରସ୍ତୁତି
ଗଣନା କାର୍ଯରେ କାଉଁଟିଂ ସୁପରଭାଇଜର, କାଉଁଟିଂ ଆସିଷ୍ଟାଣ୍ଟା ଓ ମାଇକ୍ରୋ ଅବଜରଭର ନିୟୋଜିତ ହେବେ ।
ବାରିପଦା(dillip mahanty) :ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଲୋକସଭା ଓ ୯ ଟି ବିଧାନସଭା ଆସନ ପାଇଁ ହୋଇଯାଇଥିବା ସାଧାରଣ ନିର୍ବାଚନ ୨୦୧୯ ର ଭୋଟ୍ ଗଣନା ଚଳିତ ମଇ ମାସ ୨୩ ତାରିଖ ସକାଳ ୮ଘ.…
ଅଲ୍ପକେ ବର୍ତିଲେ କନକ ବର୍ଦ୍ଧନ
ବଲାଙ୍ଗିର ରୁ ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର : ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ ଟ୍ୟାଙ୍କରକୁ ସିଂହଦେଓଙ୍କ କାର ପଛପଟୁ ଧକ୍କା ଦେଇଛି। ଫଳରେ ଗାଡ଼ିର ଆଗ ଭାଙ୍ଗି ଯାଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି କନକ…
ସୌମ୍ୟଙ୍କ ଚାନେଲରେ କିଏ ସେ ଜୟଙ୍କ ଚାର
ଗତ ଦୁଇଦିନ ହେଲା ଗୋଟେ ଏକଜିଟ ପୋଲ କଣ ଗୋଟେ ହେଲା ଯେ ତାକୁ ନେଇ ଏବେ ରାଜ୍ୟ ଉଠୁଛି ପଡୁଛି | ଚୁପ ବସିଥିବା ନେତା ମାନଙ୍କୁ କହିବାକୁ ପଡୁଛି | ସେ ଜୁଏଲ ହୁଅନ୍ତୁ ବା ଦାମ, ସେମାନେ ନିଜ ନିଜ ସ୍ପେକୁଲେସନରେ ଏକଜିଟ ପୋଲକୁ ଅଗ୍ରାହ୍ୟ କରୁଛନ୍ତି | ଅବଶ୍ୟ ଏକଜିଟ ପୋଲ କେତେ ଆଧାର ଯୁକ୍ତ ବା…
ଫନିବାତ୍ୟା ପରେ ତାଳବସ୍ତ ଗ୍ରା.ପରେ ଘୋର ପାନୀୟ ଜଳ ସଂକଟ
ବାଙ୍କୀ, (ଆଶିଷ କୁମାର ମହାପାତ୍ର) ଫନି ବାତ୍ୟା ପରେ ବାଙ୍କୀ ଉପଖଣ୍ଡ ଡମପଡ଼ା ବ୍ଲକ ତାଳବସ୍ତ ଗ୍ରା.ପରେ ଘୋର ପାନୀୟ ଜଳ ସଂକଟ ଦେଖା ଦେଇଛି । ବାତ୍ୟାପରେ ବତ୍ତମାନ ସୁଦ୍ଧା ଗ୍ରା.ପରେ ଥିବା ପାନୀୟ ଜଳ ପ୍ରକଳ୍ପକୁ ଏ ପର୍ଯ୍ୟନ୍ତ ବିଦୁ୍ୟତ୍ ଯୋଗାଣ କରାଯାଇ ନଥିବାରୁ ଏବଂ ବର୍ଷସାରା…
ଫନିବାତ୍ୟାରେ ଜଙ୍ଗଲରେ ଶହଶହ ବୃକ୍ଷ ଭାଙ୍ଗିପଡିଛି
କିପରି ଜଙ୍ଗଲରେ ନିଆଁ ନ ଲାଗିବ ସେଥିପାଇଁ ସଚେତନତା କାର୍ଯ୍ୟକ୍ରମ
ବାଙ୍କୀ(ଆଶିଷ କୁମାର ମହାପାତ୍ର) ସାମୁଦ୍ରିକ ଝଡବାତ୍ୟା ଫନିରେ ବଡବଡ ଗଛମାନ ସହିତ ଅନେକ ଗଛର ଡାଳଭାଙ୍ଗି ଜଙ୍ଗଲମଧ୍ୟରେ ଏବେବି ପଡିରହିଛି । ବାତ୍ୟାର ୧୩ଦିନ ପରେ ମଧ୍ୟ ବାଙ୍କୀ ଅଂଚଳରେ ଅବସ୍ଥିତ ଚନ୍ଦକା - ଡମପଡ଼ା…
ମ୍ୟାଟ୍ରିକ ପରୀକ୍ଷା ଫଳ : ମୟୂରଭଞ୍ଜ ଜିଲ୍ଲାରେ ପାଶ ହାର ୬୮.୭୯ ପ୍ରତିଶତ ।
ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା-୨୦୧୯ର ଫଳ ମେ ୨୧ ମଙ୍ଗଳବାର ପ୍ରକାଶ ପାଇଛି । ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଓ ଗଣଶିକ୍ଷା ସଚିବ ଭାବରେ ପରୀକ୍ଷାଫଳ ପୁସ୍ତିକାକୁ ଉନ୍ମୋଚନ କରିଥିଲେ ।…
ମେଲଛାମୁଣ୍ଡା ଉଚ୍ଚ ବିଦ୍ୟାଳୟର ପିଳାଙ୍କ ବାଜିମାତ:୯୦ ପ୍ରତିଶତ ଉପରେ ସୌମ୍ୟ ଓ ଅଂଶୁମନ
ମେଲଛାମୁଣ୍ଡା (ମନୋଜ ଭୋଇ) - ବରଗଡ ଜିଲ୍ଳା ମେଲଛାମୁଣ୍ଡାସ୍ଥିତ ମେଲଛାମୁଣ୍ଡା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ଚଳିତ ବର୍ଷ ମାଟ୍ରିକ ବୋଡ ପରୀକ୍ଷାରେ ବାଜିମାତ କରିବା ସହ ବିଦ୍ୟାଳୟ ତଥା ଅଂଚଳ ପାଇଁ ଗୌରବ ଆଣିଛନ୍ତି । ପିଳାଙ୍କ ସଫଳତାରେ ଅଭିବାବକ, ଶିକ୍ଷକ, ଶିକ୍ଷୟତ୍ରୀ…