Sign in
Sign in
Recover your password.
A password will be e-mailed to you.
ଜବାବ ମାଗୁଛି ଓଡିଶା ବିଶାଳ ଜନସମାବେଶରେ ଯୋଗଦେଲେ ଧର୍ମେନ୍ଦ୍ର ପ୍ରଧାନ ।
ଗୁଣପୁର ରୁ ସିଦ୍ଧାର୍ଥ ଦାଶ : ମୁନିଗୁଡା ଠାରେ “ଜବାବ ମାଗୁଛି ଓଡିଶା” ବିଶାଳ ଜନ ସମାବେଶରେ ଯୋଗଦେଇ ଜୟ ମାଁ ମାଝୀଘୋରିଆଣି କହି ସଭାକାର୍ଯ୍ୟ ଆରମ୍ଭ କରିଥିଲେ ପେଟ୍ରୋଲିଅମ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟରେ ଋଣଭାର ବଡୁଥିବା ବେଳେ ଏହାର ପ୍ରଭାବ ରାଜ୍ୟର…
କେଉଁଠି ଜଳାଭାବ, କେଉଁଠି ଦିନସାରା ଭାସୁଛି ପାଣି : ହେଲେ ପ୍ରଶାସନ ପାରୁନି ଜାଣି
ଗୁଣପୁରରୁ ସିଦ୍ଧାର୍ଥ ଦାଶ : ରାୟଗଡ଼ା ଜିଲ୍ଲା ଗୁଣପୁର ସହରାଞ୍ଚଳ ର ସାହି ଓ ବସ୍ତି ବାସିନ୍ଦା ଙ୍କ ଜଳ କଷ୍ଟ ଦୂର କରିବା ନିମନ୍ତେ ଜନ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଟାଙ୍କର ମାଧ୍ୟମରେ ଜଳ ଯୋଗାଣ କରାଯାଉଥିବା ବେଳେ ଖୋଦ୍ ଗୁଣପୁର ମୁନିସିପାଲିଟି କାର୍ଯ୍ୟାଳୟ ନିକଟସ୍ଥ ପାଣି ଟ୍ୟାପ ରୁ…
ଲାଞ୍ଚ ମାମଲାରେ ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହେଲେ ଅବକାରୀ ସବ ଇନସପେକ୍ଟର
ବାରିପଦା(ଦିଲ୍ଲୀପ ମହାନ୍ତି) ଏକ ଲାଞ୍ଚ ମାମଲାର ବିଚାରକରି ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟ ଜଜ୍ ସେକ ଜାହିର ଅହମଦ ଅବକାରୀ ବିଭାଗର ସବ ଇନସପେକ୍ଟର ନିରଞନ ରାଉତ ଙ୍କୁ ଧାରା ୭ ପିସି ଆକ୍ଟ ଅନୁଯାୟୀ ଛଅ ମାସ କାରାଦଣ୍ଡ ଏବଂ ଧାରା ୧୩(୨) ଅନୁଯାୟୀ ଏକ ବର୍ଷ କାରାଦଣ୍ଡ ସମେତ ୫୦୦୦ ଟଙ୍କା…
ମୁଖ୍ୟମନ୍ତ୍ରୀ ନବୀନଙ୍କ ବାରିପଦା ଗସ୍ତ ଜାନୁଆରୀ ୩୦ରେ
ବାରିପଦା(ଦିଲ୍ଲୀପ ମହାନ୍ତି )- ଜାନୁଆରୀ ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ବାରିପଦା ଗସ୍ତରେ ଆସୁଛନ୍ତି । ବାରିପଦା ଛଉପଡ଼ିଆରେ ପ୍ରାୟ ୫୦ ହଜାରରୁ ଅଧିକ ମହିଳାମାନଙ୍କୁ ନେଇ ଆୟୋଜିତ ହେବାକୁ ଥିବା ଏକ ସରକାରୀ କାର୍ଯ୍ୟକ୍ରମ(ମିଶନ ଶକ୍ତି ସମାରୋହ)ରେ ଯୋଗ ଦେବାର କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଛି…
ଜମୁଛି ଯତରା, ଦର୍ଶକ ବିଭୋର କଳାକାରଙ୍କ କଳାଚାତୁରୀରେ
ସୁନ୍ଦରଗଡରୁ ଜିଲ୍ଲା ପ୍ରତିନିଧି ହୋରାଚାନ୍ଦ ଦେହୁରିଆ: ଭବାନୀ ଭବନ ପଡିଆର ସଦୃଶ୍ୟ ମଞ୍ଚର ଆଖିଝଲସା ଆଲୋକ ସମ୍ପାତ ସାଙ୍ଗକୁ ଜିଲ୍ଲା, ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ସାଂସ୍କୃତିକ ଦଳର ଏକୁ ଆରେକ ବଳି ନୃତ୍ୟ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ସୁନ୍ଦରଗଡ ଜିଲ୍ଲା ସାଂସ୍କୃତିକ ମହୋତ୍ସବ…
କ୍ରିୟାନୁଷ୍ଠାନ କମିଟି ତରଫରୁ ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସକୁ ବର୍ଜନ:ଭିନ୍ନଧରଣରେ ପାଳିତ ସାଧାରଣତନ୍ତ୍ର ଦିବସ…
ଟିଟିଲାଗଡ଼,(ସୁନୀଲ ବେହେରା) ଟିଲାଗଡ଼ ଜିଲ୍ଲା ଦାବି ନେଇ ଗତ ବର୍ଷ ନଭେମ୍ବର ୧ତାରଖ ଠାରୁ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟାଳୟରେ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦରହିଥିବା ବେଳେ ଗଣଧାରଣା ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ସରକାରୀ ଭାବରେ ଅନୁଷ୍ଠିତ …
ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମାଣ୍ଡୋସିଲର ବାର୍ଷିକୋତ୍ସବ
ମାଣ୍ଡୋସିଲ/ରାଜେନ୍ଦ୍ର କୁମାର ପ୍ରଧାନ :-ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ମାଣ୍ଡୋସିଲ ଠାରେ ଶ୍ରୀଅରବିନ୍ଦ ପୂଣ୍ଣା'ଙ୍ଗ ଶିକ୍ଷାକେନ୍ଦ୍ର ମାଣ୍ଡୋସିଲ ର ବାର୍ଷିକୋତ୍ସବ ପାଳିତ ହୋଇଯାଇଛି। ଶ୍ରୀମା ଅରବିନ୍ଦ ଙ୍କ ଫୋଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ ଓ ପୁଷ୍ପ ମାଲ୍ୟ ଅର୍ପଣ ପରେ ଛାତ୍ରୀମାନଙ୍କ…
ତିତିଲି କ୍ଷତିଗ୍ରସ୍ତ ଧାନ, କପା ଓ କାଜୁ ବଗିଚା ଚାଷୀଙ୍କୁ ମିଳିନି କ୍ଷତି ପୂରଣ
ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସିଲେ କ୍ଷତିଗ୍ରସ୍ତ ପ୍ରଜା
ଗୁଣପୁରରୁ ସିଦ୍ଧାର୍ଥ ଦାଶ : ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ତିତିଲି କ୍ଷତିଗ୍ରସ୍ତ ଧାନ, କପା ଓ କାଜୁ ବଗିଚା ଚାଷୀ ଙ୍କୁ କ୍ଷତି ପୂରଣ ପୈଠ କରିନଥିବା ବିରୋଧ କରି ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଅଧିନସ୍ଥ ୧୯…
ସରକାରୀ ବସରେ ମାଓ ପୋଷ୍ଟର ଓ ବ୍ୟାନର
ନୂଆପଡା/ପ୍ରିୟବ୍ରତ ପଣ୍ଡା : ଭଇଁସାଦାନୀରୁ ନୂଆପଡା ଆସୁଥିବା ସରକାରୀ ବସରେ ମାଓ ପୋଷ୍ଟର ଓ ବ୍ୟାନର ଲାଗି ଥିବା ଦେଖିବାକୁ ମିଳିଛି । କାଲି ରାତିରେ ଅନେକ ଦିନର ନୀରବ ରହିଲା ପରେ ମାଓ ପ୍ରବଣ ନୂଆପଡା ଜିଲ୍ଲାର ବୋଡେ଼ନ ଥାନା ରୁ ୧୧ କିଲୋମିଟର ଦୂର ରେ ନିଜର ଉପସ୍ଥିତି ଜାହିର କରିଛନ୍ତି ।…
ସାମ୍ବାଦିକତାର ଆଳରେ ବିଭିନ୍ନ କୁକର୍ମ !
ସତ୍ୟ ଯଦି ସାଙ୍ଘାତିକ ଆଉ ଦଣ୍ଡ ଯୋଗ୍ୟ
ବରଗଡ/ଗୌରାଙ୍ଗ ଚରଣ ଦାଶ :- ସାମ୍ବାଦିକତା ପେସାରେ ଗତ କିଛି ବର୍ଷ ଧରି ହେଉଥିବା ଅନୁପ୍ରବେଶ କାରଣରୁ ସାମ୍ବାଦିକତା କେତେକ ଅନୁ ପ୍ରବେଶକାରୀଙ୍କ ଅପକର୍ମ ଯୋଗୁ ବଦନାମ ହେଉଛି । ସାମ୍ବାଦିକତା ଯାଞ୍ଚ କରିବା ପାଇଁ ନିର୍ଦିଷ୍ଟ ବ୍ୟବସ୍ଥା ନଥିବା…