ଓଲଟିଲା ଗଙ୍ଗା

0 2

ପଦ୍ମପୁର/ଶାସକପ୍ରଶାସକ-ପାଇକମାଲ ପଦ୍ମପୁର ରାସ୍ତା ଗୋଇବାହାଳି ଛକ ଠାରେ ବସ ଦୁର୍ଘଟଣା। ସନ୍ଧ୍ୟା ୫ଟା ସମୟରେ ପାଇକମାଲ ରୁ ପଦ୍ମପୁର କୁ ଆସୁଥିବା ବେଳେ ଗୋଇବାହାଳି ଗ୍ରାମ ଛକ ପାଖରେ ପଦ୍ମପୁର ର ଗଙ୍ଗା ନାମକ ଏକ ଘରୋଇ ବସ ରାସ୍ତା ରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ହେଲେ ଅଳ୍ପକେ ଯାତ୍ରୀ ମନେ ବଂଚି ଯାଇଛନ୍ତି। କାହାରି କିଛି କ୍ଷୟ କ୍ଷତି ହୋଇ ନଥିବାର ସୂଚନା ମିଳିଛି। ଘଟଣା ସ୍ଥଳ ରେ ପାଇକମାଲ ପୋଲିସ ପହଂଚି ଘଟଣା ର ତଦନ୍ତ କରୁଛି।

Leave A Reply

Your email address will not be published.