ମନ୍ତ୍ରୀ ହେଲେ ରଘୁନନ୍ଦନ, ମିଳିଲା ଜଳସମ୍ପଦ ଓ ସୂଚନା ଓ ଲୋକସମ୍ପର୍କ ବିଭାଗ

ଖୁସିରେ ଉଛୁଳିଲା ବାଲିକୁଦା-ଏରସମା, ଛୁଟିଛି ଅଭିନନ୍ଦନର ସୁଅ  ଜଗତସିଂହପୁର /Ramesh Mohanty- ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଜଗତସିଂହପୁର ଜିଲ୍ଲାରୁ କିଏ ମନ୍ତ୍ରୀ ହେବେ ଏନେଇ ବହୁ କଳ୍ପନାଜଳ୍ପନା ଦେଖାଦେଇଥିଲା।ଏପରିକି ୬ଥର ବିଧାୟକ ହୋଇଥିବା ବରିଷ୍ଠ ନେତା ବିଷ୍ଣୁ ଦାସ ଏବଂ ୩ଥର…

ବର୍ଷକ ପରେ ସରକାର ଲୋକଙ୍କୁ ଦେବେ ବିଜେଡ଼ିର ପ୍ରତିଶ୍ରୁତି ରୂପାୟନର ହିସାବ 

ଥ୍ରୀ-ଟି ବଦଳରେ ନବୀନ ସହଯୋଗୀଙ୍କୁ ଦେଲେ  ଫୋର-ଟି  ମନ୍ତ୍ର ଭୁୁବନେଶ୍ୱର:  ନିର୍ବାଚନ ବେଳେ ବିଜେଡ଼ି ଦେଇଥିବା ପ୍ରତିଶ୍ରୁତିକୁ ଅକ୍ଷରେ ଅକ୍ଷରେ ପାଳନ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ | ପଞ୍ଚମ ପାଳି ସରକାର ଗଠନପରେ ଆଜି ଅନୁଷ୍ଠିତ ମନ୍ତ୍ରୀ ପରିଷଦ …

ସୁଶାନ୍ତ ସିଂହ : ମାଟିର ଚାହେତା, ପାର୍ଟିର ଆସେଟ

ଦ୍ଵିତୀୟ ଥର ପାଇଁ କ୍ୟାବିନେଟ ମନ୍ତ୍ରୀ,  ହାତରେ ଗ୍ରାମ୍ୟ ଉନ୍ନୟନ ଭଳି ଗୁରୁତ୍ୱପୂର୍ଣ ବିଭାଗ    ସୋହେଲା (ଶାସକ ପ୍ରଶାସକ): ଜଣେ ଡ୍ରାଇଭରଙ୍କ ପୁଅ, ପରିବାରର ଆର୍ଥିକ ସ୍ଥିତି ବି ସେତେ ସ୍ୱଚ୍ଛଳ ନୁହେଁ | ସାଧାରଣ ମଣିଷ ଭଳି ସଂସାର ବୋଝ | ହେଲେ ତା ଭିତରେ ଲୋକଙ୍କ ସେବା କରିବାର ପ୍ରବଳ…

ଟିମ ନବୀନ : ନିରଂଜନଙ୍କୁ ଅର୍ଥ, ସୁଦାମଙ୍କୁ ରାଜସ୍ବ 

ପ୍ରତାପଙ୍କୁ ପଂଚାୟତିରାଜ- ନଗର ଉନ୍ନୟନ, ଅରୁଣଙ୍କୁ କୃଷି  ସୁଶାନ୍ତଙ୍କୁ ଗ୍ରାମ୍ୟ ଉନ୍ନୟନ ରଘୁନନ୍ଦନଙ୍କୁ ଜଳସମ୍ପଦ ସହ ସୂଚନା ଲୋକ ସମ୍ପର୍କ  ଭୁବନେଶ୍ୱର: ପଞ୍ଚମ ପାଳି ସରକାରରେ ଆଜି ଶପଥ ଗ୍ରହଣ କରିଥିବା ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ  ନବୀନ…

ଆରମ୍ଭ ହେଲା ନବୀନଙ୍କ ପଞ୍ଚମ ଇଂନିଙ୍ଗସ

ମନ୍ତ୍ରୀ ପରିଷଦର ସଭ୍ୟ ଭାବେ ଶପଥ ନେଲେ ୨୦ ଜଣ ଭୁବନେଶ୍ୱର(ଶାସକ ପ୍ରଶାସକ)  ପଞ୍ଚମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନବୀନ ପଟ୍ଟନାୟକ|  ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲାା ଶ୍ରୀଯୁକ୍ତ ପଟ୍ଟନାୟକଙ୍କ…

୩୫୩ ନଂ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଅଧା ପନ୍ତରା 

ବିଜେପି ପକ୍ଷରୁ ଅର୍ଥନୈତିକ ଅବରୋଧ ଓ ଗଣଧାରଣା ନୂଆପଡା.(ଅମିତ ପୁରୋହିତ); ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ବାଞିବାହାଲ ନିକଟରେ କୋମନା ଅଞ୍ଚଳ ବାସୀ ୩୫୩ ନଂ ଜାତୀୟ ରାଜପଥକୁ ଅବରୋଧ କରିବା ସଙ୍ଗେ ସଙ୍ଗେ ଗଣ ଧାରଣାରେ ବସିଥିଲେ । ଶହ ଶହ ଟ୍ରକ ରାସ୍ତାର ଦୁଇ ପାର୍ଶ୍ୱରେ  ଅଟକି…

ଭଉଁରୀ ଶେଷ : ଚାଚେରୀ ଭୋଗ ଲାଗିହେଲେ ଶ୍ରୀ ରଘୁନାଥ

ଶ୍ରୀ ଜିଉଙ୍କ ଭିତର ଚନ୍ଦନ ଯାତ୍ରା ଆରମ୍ଭ  ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇ ୨୧ଦିନ ଧରି ଚାଲିଥିବା ଶ୍ରୀରଘୁନାଥ ଜୀଉ ବିଜେ ଓଡଗାଁଙ୍କ ବାହାର ଚନ୍ଦନ ଯାତ୍ରା ତଥା ଭଉଁରୀ ପର୍ବ  ଜ୍ୟେଷ୍ଠ  କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଶେଷ ହୋଇଛି । ରାମସାଗର ପୁଷ୍କରିଣୀ…

ବିବାହର ସିଲଭର ଜୁବଲୀରେ ମନ୍ତ୍ରୀ ପଦ 

ଭୁବନେଶ୍ୱର : ନବୀନ ବାବୁଙ୍କ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ଭାବେ ସ୍ଥାନ ପାଇଛନ୍ତି ଟାଣୁଆ ଯୁବନେତା ତଥା ଦକ୍ଷମନ୍ତ୍ରୀ ପ୍ରତାପ ଜେନା | ସ୍ୱାସ୍ଥ୍ୟ ବିଭାଗ ମନ୍ତ୍ରୀ ଭାବେ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗକୁ ଚଳଚଂଚଳ କରିବା ସହ ତାଙ୍କରି ସମୟରେ ସ୍ୱାସ୍ଥ୍ୟ ବିଭାଗରେ ଅନେକ ଲୋକାଭିମୁଖୀ…

ସୌମ୍ୟଙ୍କୁ ଲାଗିଲା “କାହ୍ନୁ ଗ୍ରହଣ” !!!!!

ଭୁବନେଶ୍ୱର : ରାଜ୍ୟସଭା ଏମପି ଥିବା ସତ୍ତ୍ୱେ ସମ୍ବାଦ_କନକ ଟିଭିର ମାଲିକ(!) ସୌମ୍ୟରଂଜନ ପଟ୍ଟନାୟକ ଖଣ୍ଡପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଲଢ଼ିଲେ | ଆଶା ଥିଲା ମନ୍ତ୍ରୀ ହେବେ ନିଶ୍ଚୟ | ଯୋଗ୍ୟତା ବି କିଛି କମ ନାହିଁ | ସବୁଠାରୁ ଅଧିକ ଭୋଟରେ  ଜିତିଛନ୍ତି | ହାତରେ ଗୋଟାଏ ବଡ ପେପର |…

ଟିମ ନବୀନ @ ଉଣେଇଶ : କିଏ ଖୁସ ତା କିଏ ନିରାଶ 

୯ମନ୍ତ୍ରୀ ବାଦ ୧୦ ନୂଆ ମୁହଁ, କେନ୍ଦ୍ରାପଡା ପାଟକୁରା ପରୀକ୍ଷା ପରେ  ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କ ପଞ୍ଚମ ପାଳି ସରକାରରେ ସାମିଲ ହେବାକୁ ଥିବା ମନ୍ତ୍ରୀ ତାଲିକା ରାଜଭବନ ସୂତ୍ରରୁ ପ୍ରକାଶିତ ହୋଇଛି | ପଞ୍ଚମ ପାଳି ଖେଳିବାକୁ ଯାଉଥିବା ନବୀନ ତାଙ୍କ ଟିମରେ ୨୦…