Sign in
Sign in
Recover your password.
A password will be e-mailed to you.
ଜାତୀୟ କଳାକାର ବୃତ୍ତି ପାଇବା ପାଇଁ ଯୁବ ଅଭିନେତା ଦୀପକ ଶର୍ମା ମନୋନୀତ
ଧର୍ମଗଡ଼ ରୁ ସୁଶାନ୍ତ ରାଉତ : କଳାହାଣ୍ଡି ଜିଲ୍ଲା ପାଇଁ ଏକ ଖୁସି ଖବର । ଚଳିତ ବର୍ଷ ଭାରତ ସରକାରଙ୍କ ଦ୍ଵାରା ଜାତୀୟ କଳାକାର ବୃତ୍ତି ପାଇବା ପାଇଁ ଯୁବ ଅଭିନେତା ଦୀପକ ଶର୍ମା ମନୋନୀତ ହୋଇଛନ୍ତି । ଜୁନାଗଡ ମଧ୍ୟମ ପଡା ନିବାସୀ ଶ୍ରୀମତୀ କ୍ରିଷ୍ଣା ଶର୍ମା ଓ ଶ୍ରୀଯୁକ୍ତ ଲଳିତ ଶର୍ମାଙ୍କ…
ଦେଶରେ ତୈଳ ଓ ଗ୍ୟାସର ଉତ୍ପାଦନ ବୃଦ୍ଧିକୁ ପ୍ରାଥମିକତା ଦିଆଯିବ : ଧର୍ମେନ୍ଦ୍ର ପ୍ରଧାନ
ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କଲେ ଧର୍ମେନ୍ଦ୍ର ପ୍ରଧାନ
ପେଟ୍ରୋଲିୟମ ମନ୍ତ୍ରଣାଳୟ ଦାୟିତ୍ୱ ଲଗାତାର ଦ୍ଵିତୀୟ ଥର ପାଇବାରେ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ମନ୍ତ୍ରୀ
ବିଜୁ ପଟ୍ଟନାୟକ ଓ ହରେକୃଷ୍ଣ ମହତାବଙ୍କ ଭଳି ବ୍ୟକ୍ତିତ୍ୱ ଇସ୍ପାତ…
ଆଖି ବୁଜିଲେ ଵୃଦ୍ଧାଶ୍ରମ ଅନ୍ତେବାସୀ : ସତ୍କାର କଲେ ଵୃଦ୍ଧାଶ୍ରମର ସ୍ବେଛାସେବୀ
ପାଇକମାଳ(ଶାସକ ପ୍ରଶାସକ) : ମାନବ ସେବାହିଁ ମାଧବ ସେବା । ସାଧାରଣ, ଅନାଥ ଓ ଗରିବ ନିରାଶ୍ରିତ ଲୋକଙ୍କ ସେବା ହିଁ ସର୍ବଶ୍ରେଷ୍ଠ ସେବା । ପାଇକମାଲ ଅଂଚଳର କିଛି ଯୁବକ ସ୍ବେଚ୍ଛାସେବୀ ବନ୍ଧୁଙ୍କର ପ୍ରୟାସରେ ଗତ କିଛି ମାସ ପୂର୍ବେ ପାଇକମାଲଠାରେ ଶ୍ରୀ ଶ୍ରୀ ନୃସିଂହନାଥ ବୃଦ୍ଧାଶ୍ରମ ସ୍ଥାପନ…
ଅରୁଣଙ୍କ ମନ୍ତ୍ରୀପଦରେ ଅଂଚଳବାସୀ ଆନନ୍ଦିତ
ଓଡଗାଁ(ଶ୍ରୀକାନ୍ତ ମିଶ୍ର ): ନୟାଗଡ ନିର୍ବାଚନ ମଣ୍ଡଳିରେ ଡ. ଅରୁଣ କୁମାର ସାହୁ ଲଗାତାର ୪ର୍ଥ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ବିଶ୍ୱସନୀୟତା ବଜାୟ ରଖି କ୍ୟାବିନେଟ ମନ୍ତ୍ରୀ ଭାବେ କୃଷି, ମତ୍ସ୍ୟ, ପଶୁ ସମ୍ପଦ ଏବଂ ଉଚ୍ଚଶିକ୍ଷା ବିଭାଗରେ ସ୍ଥାନ…
ଜାରି ରହିବ ଉଜ୍ଜ୍ଵଳା ମ୍ୟାନଙ୍କ ଅଭିଯାନ: ପ୍ରତାପକୁ ଏମଏସଏମଏଇ, ପ୍ରାଣୀ ଓ ମତ୍ସ୍ୟସମ୍ପଦ
ନୂଆଦିଲ୍ଲୀ: ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଶପଥ ନେଇଥିବା ୫୭ ଜଣିଆ ମନ୍ତ୍ରୀମଣ୍ଡଳର ସଦସ୍ୟ ମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରାଯାଇଛି | ଗୁହମନ୍ତ୍ରୀ ଥିବା ରାଜନାଥ ସିଂଙ୍କ ପୂର୍ବ ମନ୍ତ୍ରଣାଳୟ ପରିବର୍ତ୍ତନ କରି ତାଙ୍କୁ ପ୍ରତିରକ୍ଷା ମନ୍ତ୍ରୀ କରାଯାଇଥିବା ବେଳେ…
ବିଜେପୁର ଉପରେ ଫିଦା ନବୀନ ଖୋଲିଦେଲେ ଭଣ୍ଡାର
ଭୁବନେଶ୍ୱର: – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ନିର୍ବାଚନୀ ପ୍ରତିଶ୍ରୁତି ପୁରଣ କରି କ୍ଷମତାକୁ ଆସିବା ଦିନ ହିଁ ଆରମ୍ଭ କରିଛନ୍ତି କାଳିଆ ତାଙ୍କ ପ୍ରଦାନ କାର୍ଯ୍ୟକ୍ରମ | ଠିକ ସେହିପରି ବିଜେପୁର ନିର୍ବାଚନ ମଣ୍ଡଳୀରୁ ଜିତିଥିବା ମୁଖ୍ୟମନ୍ତ୍ରୀ ବିଜେପୁର ବାସୀଙ୍କ ଭଲପାଇବା ସମର୍ଥନକୁ…
ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଲେ ନରେନ୍ଦ୍ର ମୋଦୀ
ଓଡିଶାରୁ ଧର୍ମେନ୍ଦ୍ର ଓ ପ୍ରତାପ
ନୂଆଦିଲ୍ଲୀ /ଭୁବନେଶ୍ୱର :- ଆଜି ସନ୍ଧ୍ୟା 7ଟା ସମୟରେ ରାଷ୍ଟ୍ରପତି ଭବନ ରେ ଭାରତ ର ପ୍ରଧାନମନ୍ତ୍ରୀ ଭାବରେ ଶ୍ରୀ ନରେନ୍ଦ୍ର ମୋଦୀ ପଦ ଓ ଗୋପନୀୟତା ର ଶପଥ ଗ୍ରହଣ କରିଥିଲେ । ମହାମହିମ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତା ର…
ସରକାର ନଶୁଣିଲେ ଚାଷୀ ଭଗବାନ ଦେବେ ଜୀବନ ହାରି !
ବିଦ୍ୟୁତ ବିଭାଗର ଦାୟିତ୍ୱହୀନତା ଜାଳିଦେଲା ଆଖୁ କିଆରୀ
ମେଲଛାମୁଣ୍ଡା,(ମନୋଜ ଭୋଇ) : ଚାଷୀ କୂଳ ଆଖୁ ଚାଷରୁ ମୁହଁ ଫେରାଇ ନେଇଥିବା ବେଳେ ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ବେଲମୁଣ୍ଡା ଗ୍ରାମର ଚାଷୀ ଭଗବାନ ସାହୁ ଆଖୁ ଚାଷକୁ ବଂଚାଇ ରଖିବା ସହ ଅଂଚଳ ପାଇଁ ଉଦାହରଣ ସୃଷ୍ଟି କରିଥିଲେ । ସେ…
ବେଲଗାଁରେ ଅଜଣା ଯୁବକଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ
କୋମନା- ନୂଆପଡା ଜିଲା କୋମନା ବ୍ଲକ ବେଲଗାଁ ଗ୍ରାମର ନଦୀ କୂଳରେ ଏକ ଅଜଣା ଯୁବକଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଛି । ଯୁବକଙ୍କ ଶରୀରରେ ଅନେକ ସ୍ଥାନରେ କ୍ଷତ ଚିହ୍ନ ଥିଲା ବେଲେ ମୁହଁ ସଂପୂର୍ଣ୍ଣ ରୂପରେ ପୋଡିଯାଇଛି । ତାଙ୍କୁ କେହି ଜଣେ ହତ୍ୟା କରି ପାଣିରେ ଫିଙ୍କି ଦେଇଥିବା ଅଭିଯୋଗ…
ସୂଚନା ଓ ଲୋକସଂପର୍କ ମନ୍ତ୍ରୀଙ୍କ ବିଭାଗ ପରିଦର୍ଶନ: ବିଭାଗର କ୍ରିୟାଶୀଳତା ଅବ୍ୟାହତ ରଖିବା ଉପରେ ଗୁରୁତ୍ୱ
ଭୁବନେଶ୍ୱର,(ଶାସକ ପ୍ରଶାସକ) : ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଆଜି ପୂର୍ବାହ୍ନରେ ସୂଚନା ଓ ଲୋକସଂପର୍କ ବିଭାଗ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତିା ମନ୍ତ୍ରୀ ଶ୍ରୀ ଦାସ ବିଭାଗୀୟ ପଦାଧିକାରୀମାନଙ୍କ ସହିତ ଆଲୋଚନା କରିବା ସହିତ ବିଭାଗର କ୍ରିୟାଶୀଳତା ଅବ୍ୟାହତ…