କୁଚିଣ୍ଡାରେ ତାପମାତ୍ରା ୪୪ ଡିଗ୍ରୀ ଲୋକେ ହନ୍ତସନ୍ତ । 

କୁଚିଣ୍ଡା(ଅଜୟ କୁମାର ବାଘ): ସମ୍ବଲପୁର ଜିଲ୍ଲା କୁଚିଣ୍ଡା ରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ବେଳେ ବିଜୁଳି କାଟ କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି l ଗରମ ସାଙ୍ଗକୁ ଗୁଳୁଗୁଳି ଲୋକଙ୍କୁ କଲବଳ କରିଦେଉଛି l  ସକାଳୁ ଉଠିବା ବେଳୁ ଗରମ ଓ ଗୁଳିଗୁଳି ଅନୁଭୂତି ହେଉଛି l ଫଳରେ ଲୋକେ ୨୪…

ସିନାପାଲି ରେ ଉଦନ୍ତି ଉତ୍ସବ 

 ସିନାପାଲି/ ଶାସକ ପ୍ରଶାସକ :  ନୂଆପଡା ଜିଲ୍ଲା ସିନାପାଲିରେ ଉଦନ୍ତି ମହୋତ୍ସବ ଶୁଭାରମ୍ଭ ଅବସରରେ ଛତା ଯାତ୍ରା ଅନୁଷ୍ଠିତ ହେଇ ଯାଇଛି | କମିଟି ନିଷ୍ପତ୍ତି ଅନୁସାରେ ଆଜି ସକାଳୁ ସିନାପାଲି ଗ୍ରାମ ର ମା ମହୁଲଗଛିଏନ ଓ ଦୁର୍ଗା ମନ୍ଦିରରୁ ପୂଜାର୍ଚ୍ଚନା  କରି ମା ଙ୍କ ଛତର ସିନାପାଲି ଗାଁ…

ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ଗୋଟିଏ ପରିବାରର ୩ ଜଣଙ୍କ ଜୀବନ

ସୁନ୍ଦରଗଡ/ଝାରସୁଗୁଡା(ହୋରାଚାନ୍ଦ ଦେଉରିଆ) : କୋଇଲା ଟ୍ରକ ଧକ୍କାରେ ଚାଲିଗଲା ଗୋଟିଏ ପରିବାରର ୩ ଜଣଙ୍କ ଜୀବନ | ବୁଧବାର  ପୂର୍ବାହ୍ନରେ ୧୧:୩୦ ସମୟରେ୪୯ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ପିପିଲିପାଲି ଗୌଡ଼ପଡା ନିକଟରେ ଗୋଟେ କୋଇଲା ଟ୍ରକ ଓ ମଟର ସାଇକେଲ ମୁହାଁ ମୁହିଁ ଧକ୍କା ହୋଇଥିଲା |…

ଟ୍ରାକଟର ଚକା ତଳେ ଚାପି ହେଇ ମୃତ୍ୟୁ : ରାସ୍ତା ଅବରୋଧ 

ଧର୍ମଗଡ଼ ରୁ ସୁଶାନ୍ତ ରାଉତ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ବଣ୍ଡାକୁଟ୍ରା ଠାରେ ଏକ ଅଭାବନିୟ  ଦୁର୍ଘଟଣା ଘଟିଛି |   ଟ୍ରାକଟର ପଛଚକା ତଳେ ଚାପି ହେଇ  ଜଣଙ୍କର ମୃତ୍ୟୁ ହେଇଛି | ମୃତବ୍ୟକ୍ତି ଜଣକ ହେଲେ ଜୁନାଗଡ଼ ବ୍ଲକ ପିଲିକିଆ ଗ୍ରାମର ଅରୁଣ କୁମାର ସରାଫ (୩୮) | ଫଳରେ…

ସୁଦମୁଣ୍ଡାରେ ଉଠାଜଳ ସେଚନ ପଏଣ୍ଟ ସ୍ଥାପନ କେବେ 

ରେଢ଼ାଖୋଲ/ ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ କଦଳୀଗଡ଼ ପଞ୍ଚାୟତର ସୁଦମୁଣ୍ଡା ଗ୍ରାମରେ ଉଠାଜଳସେଚନ ପଏଣ୍ଟ ସ୍ଥାପନ ହେଉ I ଏହି ଦାବି ନେଇ ଆଜି ସୁଦମୁଣ୍ଡା ଗ୍ରାମ ବାସୀ ଉପଜିଲ୍ଲାପାଳ ବିଶିକେସନ ଦେହୁରୀ ଙ୍କୁ ଦାବି କରିଛନ୍ତି I ଏ ନେଇ ଏକ ଦାବିପତ୍ର…

‘ସ୍ୱୟଂସିଦ୍ଧା ଫାଉଣ୍ଡେସନ୍’ ପକ୍ଷରୁ ଫନି ବାତ୍ୟା ପ୍ରଭାବିତଙ୍କୁ ସହାୟତା

ବରପାଲି:(ଶାସକ ପ୍ରଶାସକ). ବରପାଲି ବ୍ଲକ୍ ଅନ୍ତର୍ଗତ ଲେଣ୍ଡାସ୍ଥିତ ସ୍ୱେଚ୍ଛାସେବୀ ଅନୁଷ୍ଠାନ  ‘ସ୍ୱୟଂସିଦ୍ଧା ଫାଉଣ୍ଡେସନ୍’ ପକ୍ଷରୁ ଫନି ବାତ୍ୟା ପ୍ରଭାବିତ ପୁରୀ ଜିଲ୍ଲାର ସାତପଡ଼ା ପଂଚାୟତ  ଅନ୍ତର୍ଗତ ଭୋଇସାହିର ଶତାଧିକ ପରିବାରକୁ ସହାୟତା ପ୍ରଦାନ କରାଯାଇଛି ।  ଫାଉଣ୍ଡେସନ ପକ୍ଷରୁ…

କଥା ରଖିଲେ  ନବୀନ

"କାଳିଆ"ରେ ସାମିଲ ହେବେ ଆଉ ଅଧିକ ୩୩ ଲକ୍ଷ ପରିବାର  ମହିଳା ଏସଏଚଜିକୁ ୧ ହଜାର କୋଟି ଟଙ୍କାର କାମ ଭୁୁବନେଶ୍ୱର: "କାଳିଆ"ରେ ସାମିଲ ହେବେ ଆଉ ଅଧିକ ୩୩ ଲକ୍ଷ ପରିବାର  | ଏବେ ସମୁଦାୟ ୭୫ ଲକ୍ଷ ପରିବାରକୁ କାଳିଆ ଯୋଜନା ଟଙ୍କା ମିଳିବ । ପୂର୍ବରୁ ୪୨ ଲକ୍ଷ ପରିବାରଙ୍କ ତାଲିକା ପ୍ରସ୍ତୁତ…

ଭ୍ରାତୃହନ୍ତା କୁ  ଆଜୀବନ ସଶ୍ରମ କାରାଦଣ୍ଡ

ବାରିପଦା(Dillip Mohanty )- ବାରିପଦା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍-୧ ଡ଼ଃ. ଭି. ସୁଜାତା ଆଜି ଏକ ହତ୍ୟା ମାମଲାରେ ଅଭିଯୁକ୍ତ ବଡ଼ଭାଇ ତଥା ବାରିପଦା ସଦର ଥାନା ଅନ୍ତର୍ଗତ ଗୁଞ୍ଜୁସାହି ଗ୍ରାମର ମିର୍ଜା ମୁର୍ମୁ(୩୯)ଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ସହ ଭାରତୀୟ ଦଣ୍ଡ ବିଧି ଆଇନ ୩୦୨…

ଜୁନ ୧୫ଠାରୁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ । 

ବାରିପଦା(ଦିଲ୍ଲୀପ ମହାନ୍ତି )- ବର୍ଷ ଋତୁ ସହିତ ବିଭିନ୍ନ କାରଣ ପାଇଁ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜୁନ ୧୫ରୁ ଆସନ୍ତା ନଭେମ୍ବର ପହିଲା ପର୍ଯ୍ୟନ୍ତ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକମାନଙ୍କ ନିମନ୍ତେ ବନ୍ଦ ରହିବ । ଏହି ୧୫/୦୬/୨୦୧୯ ତାରିଖଠାରୁ କୌଣସି ପର୍ଯ୍ୟଟକଙ୍କୁ ଶିମିଳିପାଳ…