ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ପ୍ରଶାସନ ର ଅଣଦେଖା ଅଭିଯୋଗ

କୁଚିଣ୍ଡା(ଅଜୟ କୁମାର ବାଘ)ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ବକ୍ସମା ଗ୍ରାମ ପଞ୍ଚାୟତ ଚାରଭାଟି ଗ୍ରାମର ଗୋପାଳ ଧାନ (୭୨) ତାଙ୍କର ପତ୍ନୀ ବିମଳା ଧାନ (୭୦) ୫୦ ବର୍ଷୀୟ ପୁଅ ଓ ଦୁଇ ନାତି ସହ ରହୁଛନ୍ତି । ଗୋପାଳ ମଜୁରୀ କରି ବଞ୍ଚିବା ପାଇଁ ଆଜି ସଂଗ୍ରାମ କରୁଥିବା ଦେଖାଦେଇଛି । ତାଙ୍କ…

ସନ୍ଦେହରେ ଯୁବକଙ୍କ ଆତ୍ମହତ୍ୟା 

ସୁନ୍ଦରଗଡ଼/ହୋରାଚାନ୍ଦ ଦେହୁରୀଆ :-ଟାଉନ ଥାନା ସମ୍ବୁଖରେ ଥିବା ବହୁବର୍ଷ ଧରି ମହାପାତ୍ର ଗ୍ରୋସୋରି  ଦୋକାନରେ ଅରୁଣ ମିସ୍ତ୍ରୀ( ୩୦) ବୋଲି ପତ୍ରପଡାର୍ ଜଣେବ୍ୟକ୍ତି ପ୍ରାୟତଃ ୭ବର୍ଷରୁ ଉର୍ଦ୍ଧ ହେବ କାମ କରିଆସୁଥିଲେ | ହେଲେ ଗତକାଲି ବିଳମ୍ବିତ ରାତିରେ  ,ବଡ଼ ପତ୍ରାପାଲି ପୋଲିସ ଫାୟରିଂ…

କବି ବିଚିତ୍ରାନନ୍ଦ ବେବର୍ତ୍ତାଙ୍କର କବିତା ପସରା ‘ସ୍ୱର ଓ ସ୍ୱାକ୍ଷର’ ଲୋକାର୍ପଣ ମହୋତ୍ସବ

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ :  ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଗଜପତି ଠାରେ ଅନୁଷ୍ଠିତ ହୋଇଯାଇଛି ସ୍ୱର ଓ ସ୍ୱାକ୍ଷରର ଲୋକାର୍ପଣ ମହୋତ୍ସବ । ଡ.ଅଜୟ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୁରୁ ଗୌରବ ଗୌରଚନ୍ଦ୍ର…

ମୁଖ୍ୟମନ୍ତ୍ରୀ ରିଲିଫ୍‍ ପାଣ୍ଠିକୁ ମହିଳା ବିଜେଡିର ୩ଲକ୍ଷ ଟଙ୍କା ପ୍ରଦାନ

ଭୁବନେଶ୍ୱର : ଭୟାବହ ବାତ୍ୟା ‘ଫନି’ରେ ଓଡ଼ିଶାର ୧୧ଟି ଜିଲ୍ଲା ଅନ୍ତର୍ଗତ ୧୪ ହଜାରରୁ ଅଧିକ ଗ୍ରାମ କ୍ଷତିଗ୍ରସ୍ତ ହୋଇଥିଲା ବେଳେ ରାଜ୍ୟର ୧ କୋଟି ଲୋକ ପ୍ରଭାବିତ ହୋଇଛନ୍ତି । ବ୍ୟାପକ ସରକାରୀ ସଂପତ୍ତିର କ୍ଷୟକ୍ଷତି ଘଟିଛି । ଏପରି ଏକ ଚାଲେଞ୍ଜର ମୁକାବିଲା ପାଇଁ ଓଡ଼ିଶାବାସୀ ଯେଉଁ ଦୃଢ଼…

ବିଦ୍ୟୁତ ବିଭାଗର ଗାଲୁଆମୀ :  ଆର୍ଥିଙ୍ଗ ନେଲା କଣ୍ଢେଇର ଜୀବନ

      ବାରିପଦାରୁ ଦିଲ୍ଲୀପ ମହାନ୍ତି :  ବିଦ୍ୟୁତ ବିଭାଗର ନିମ୍ନମାନର ଆର୍ଥିଙ୍ଗ ତିନି ବର୍ଷ ର କୁନି ଝିଅ କଣ୍ଢେଇର ମୃତ୍ୟୁର କାରଣ ପାଲଟିଲା । ଏପରି ଏକ ଦୁଃଖଦ ଘଟଣା ଘଟିଛି ବାରିପଦା ଟାଉନ ଥାନା ଅଧିନ ତଥା ଶାମାଖୁଣ୍ଟା ବ୍ଲକ ବାହାଦୂରପୁର ଅଂଚଳରେ। ଘଟଣା ମୁତାବକ ବାହାଦୁରପୁର ଅଂଚଳର…

ଜଗତର ନାଥ ଜଗନ୍ନାଥଙ୍କ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ 

ରାୟଗଡା /ସରୋଜ କୁମାର ସାହୁ :  ଜୁଲାଇ ୪ ତାରିଖ ଠାରୁ ଜଗତର ନାଥ ଜଗନ୍ନାଥଙ୍କ ରଥଯାତ୍ରା ନିମନ୍ତେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ  ହୋଇଯାଇଅଛି । ଜଗନ୍ନାଥ ମନ୍ଦିରର…

ରାୟଗଡାର ପୁରପଲ୍ଳୀରୁ ଆମ୍ବ ଗଲା ଦିଲ୍ଳୀ ବଜାରକୁ

ରାୟଗଡା/ସରୋଜ କୁମାର ସାହୁ  –ଆଜି ରାୟଗଡା ଜିଲ୍ଲାରେ ଉତ୍ପାଦିତ  ହେଉଥିବା ସୁସ୍ୱାଦୁ ଆମ୍ବ ଆମ୍ରପଲ୍ଲୀ, ଦିଲଖୁସ, ଲେଙ୍ଗଡା, ଆଖୁରସଁ ଇତ୍ୟାଦି ଆମ୍ବ | ସମତା ଟ୍ରେନ ଯୋଗେ ଜିଲ୍ଲା ପ୍ରଶାସନ ତରଫରୁ ଭାରତର ରାଜଧାନୀ ଦିଲ୍ଲୀକୁ ପଠାଯାଇଛି । ଏହି ଆମ୍ବ ଦିଲ୍ଲୀ ସ୍ଥିତ ମଦର ଡେଇରୀ କଂପାନୀ…

ଫନି ଦୁଃଖ : ଇଫତାର ପାଳିବନି ବିଜେଡି ମାଇନରିଟି ସେଲ 

ଭୁବନେଶ୍ୱର: ରାଜ୍ୟରେ ସଂଖ୍ୟାଲଘୁ ସଂପ୍ରଦାୟର ଜନସାଧାରଣଙ୍କ ପବିତ୍ର ରମଜାନ ମାସ ଏବେ ଚାଲିଥିବା ବେଳେ ଏଥିଲାଗି ବିଭିନ୍ନ ଅନୁଷ୍ଠାନ, ରାଜନୈତିକ ଦଳ ଓ ନେତୃସ୍ଥାନୀୟ ବ୍ୟକ୍ତି ଇଫ୍‍ତାର ପାର୍ଟିର ଆୟୋଜନ କରିଥାନ୍ତି । ଭାଇଚାରା ଅକ୍ଷୁଣ୍ଣ ରଖିବା ଓ ସମେସ୍ତ ସବୁ ଧର୍ମକୁ ସମ୍ମାନ ଦେବା…

ପ୍ରତାପଙ୍କୁ ଚିଠି ଲେଖିଲେ ଶାନ୍ତନୁ : ଗୋ-ହତ୍ୟା ଓ ପଶୁ କ୍ରୁରତାକୁ ରୋକିବାକୁ ଦାବି 

ରାଉରକେଲା- କେନ୍ଦ୍ର ସରକାରଙ୍କ ପଶୁପାଳନ ମନ୍ତ୍ରୀ ଭାବରେ ଆଜି ପ୍ରତାପ ଷଡଙ୍ଗୀ ଦାୟିତ୍ୱ ଗ୍ରହଣ କଲାପରେ ତାଙ୍କୁ ଚିଠି ଲେଖିଛନ୍ତି ବିଶ୍ବହିନ୍ଦୁ ପରିଷଦର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ପଶୁ-ଅଧିକାର କର୍ମୀ ଶାନ୍ତନୁ କୁସୁମ। ଗୋ-ହତ୍ୟାକୁ ବନ୍ଦ କରିବା ସହିତ ପଶୁ କ୍ରୁରତାକୁ ସମ୍ପୁର୍ଣ୍ଣ…

ଟଲେ ଟଲେ ଟଲେ ଆମାର…:ଦରମା ୬୦ ହଜାର ଉପୁରି ୩୦ ହଜାର 

ବୌଦ୍ଧ : ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଘୁରି ବୁଲୁଛି ଏକ ଖାକି ପୋଷାକ ପିନ୍ଧା ସରକାରୀ ବାବୁଙ୍କ ଭିଡିଓ ।ଯେଉଁ ଭିଡିଓରେ ଖାକି ପୋଷାକ ଧାରୀ ବାବୁ ଜଣଙ୍କ ଅତ୍ୟନ୍ତ ମଦ୍ୟପାନ କରି ବିଚ ବଜାରରେ ରାସ୍ତାକଡରେ ପଡି ନିଜର ଚାକିରି କରୁଥିବା ଦରମା ୬୦ ହଜାର କହୁଥିବା ବେଳେ ଉପୁରି ୩୦ ହଜାର…