Sign in
Sign in
Recover your password.
A password will be e-mailed to you.
ପୋଲିସ ଆଖିରେ ଆଙ୍ଗୁଠି ପୁରେଇ ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଛି କଣ୍ଟା କାରବାର !
!! ମାଫିଆ ଓ ସରକାରୀ କର୍ମଚାରୀଙ୍କ ମଧୁଚନ୍ଦ୍ରିକାକୁ ନେଇ ଚର୍ଚ୍ଚା ଜୋର !!
ସୁନ୍ଦରଗଡ : ସୁନ୍ଦରଗଡ଼ ଜିଲ୍ଲାରେ ସହର ଓ ଆଖ ପାଖ ଅଞ୍ଚଳରେ ଏକ ସଂଗଠିତ କଣ୍ଟା କାରବାର ଚାଲିଥିବାର୍ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ପୋଲିସ କୁଆଡ଼େ ଏଥିପ୍ରତି ଧ୍ୟାନ ନଦେବା ଘଟଣା ବୁଦ୍ଧିଜୀବୀ ମହଲରେ ବିସ୍ମୟ…
ବାଇକ୍ ଦୁର୍ଘଟଣା ରେ ଯୁବକ ମୃତ
ରେଢାଖୋଲ ରୁ ଯଶୋବନ୍ତ ନାରାୟଣ ସାହୁ
ରେଢାଖୋଲ ଥାନା ବେଲଡ଼ିହି -କଦଳୀଗଡ଼ ରାସ୍ତାର ଝିଙ୍କିଦାଦର ଗ୍ରାମ ନିକଟରେ ଏକ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକ ମୃତ୍ୟୁ ହୋଇଛି I ମୃତକ ଜଣକ ହେଲେ ଅନୁଗୁଳ ଜିଲ୍ଲାର ଠାକୁରଗଡ଼ ଥାନା ଆମ୍ବସରମୁଣ୍ଡା ଭୁଗୁରା ଗ୍ରାମର ପପୁନ ପ୍ରଧାନ (25) ବୋଲି…
ବାଚସ୍ପତି ହେଲେ ସୂର୍ଯ୍ୟନାରାୟଣ ପାତ୍ର
ଭୁବନେଶ୍ୱର : ସବୁ କଳ୍ପନା ଜଳ୍ପନାକୁ ସତ୍ୟ ପ୍ରମାଣିତ କରି ଓଡିଶା ବିଧାନସଭାର ବାଚସ୍ପତି ହୋଇଛନ୍ତି ବିଜେଡିର ବରିଷ୍ଠ ତଥା ଅଭିଜ୍ଞ ନେତା, ପୂର୍ବତନ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର | ଆଜି ବିଧାନ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଣିଥିବା ଏ ସମ୍ପର୍କିତ ପ୍ରସ୍ତାବକୁ ବିଧାୟକମାନେ…
ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନା : ନବୀକରଣ ପ୍ରସ୍ତାବ ମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦିତ
ଭୁବନେଶ୍ୱର(ଶାସକ ପ୍ରଶାସକ) : କର୍ମଜୀବୀ ସାମ୍ବାଦିକଙ୍କ ପାଇଁ ଉଦ୍ଦିଷ୍ଟ ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନାର ନବୀକରଣ ପ୍ରସ୍ତାବକୁ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଅନୁମୋଦନ କରିଛନ୍ତିା ଗତକାଲି ଲୋକସଂପର୍କ ଭବନସ୍ଥିତ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହି ପ୍ରଥମ…
ବୁଣାକାର ଓ କାରିଗରଙ୍କ ସର୍ବାଙ୍ଗୀନ ଉନ୍ନତି ଆମର ଲକ୍ଷ୍ୟ ହେବା ଆବଶ୍ୟକ : ମନ୍ତ୍ରୀ ଶ୍ରୀମତୀ ଦିଆନ
ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀଙ୍କ ବିଭାଗୀୟ କାର୍ଯ୍ୟାବଳୀ ସମୀକ୍ଷା
ବୁଣାକାର ଓ କାରିଗରଙ୍କ ସହ ସିଧାସଳଖ ସଂପର୍କ ସ୍ଥାପନ ଉପରେ ଗୁରୁତ୍ୱ
ଭୁବନେଶ୍ୱର,(ଶାସକ ପ୍ରଶାସକ): ବୁଣାକାର ଓ କାରିଗରମାନେ ହେଉଛନ୍ତି ଆମ ରାଜ୍ୟର ଗର୍ବ ଓ ଗୌରବା ସେମାନଙ୍କ ମାଧ୍ୟମରେ ଆମ କଳା ଓ ସଂସ୍କୃତି…
ଶିଳ୍ପ ମନ୍ତ୍ରୀଙ୍କ ବିଭାଗ ପରିଦର୍ଶନ ଓ ସମୀକ୍ଷା : ଶିଳ୍ପ ଭିତ୍ତିଭୂମି ବିକାଶ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ…
ଭୁବନେଶ୍ୱର, (ଶାସକ ପ୍ରଶାସକ) : ରାଜ୍ୟରେ ଶିଳ୍ପ ଭିତ୍ତିଭୂମିର ବ୍ୟାପକ ବିକାଶ ଏବଂ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକରେ ଅଧିକ ପୁଞ୍ଜିନିବେଶକୁ ସବୁମନ୍ତେ ଉତ୍ସାହିତ କରିବା ଉପରେ ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର…
ପ୍ରଧାନମନ୍ତ୍ରୀ ବୃତ୍ତି ଯୋଜନାର ପରିବର୍ତ୍ତନ, ଚାଷୀ-କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ମଧ୍ୟ ପେନ୍ସନ୍ ଯୋଜନାକୁ…
ଯୋଜନାରେ ସାମିଲ ହେବେ ରାଜ୍ୟ ପୋଲିସ କର୍ମଚାରୀ
୬୦ ବର୍ଷ ପହଞ୍ଚିବା ପରେ ଚାଷୀଙ୍କୁ ମାସିକ ୩ହଜାର ଟଙ୍କା ପେନ୍ସନ୍
କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ମଧ୍ୟ ପେନ୍ସନ୍ ଯୋଜନା ବ୍ୟବସ୍ଥା
New Delhi(PIB) ଭାରତର ନିରାପତ୍ତା ଏବଂ ସୁରକ୍ଷାରେ ନିୟୋଜିତ ଲୋକମାନଙ୍କର କଲ୍ୟାଣ ପ୍ରତି…
ଏସ୍ସିବିରେ ଖୋଲିଲା ମଲିକୁଲାର ଜିଓନୋମିକ ପରୀକ୍ଷା ଏବଂ ଗବେଷଣା ଲାବ
ଭୁବନେଶ୍ୱର (ଶାସକ ପ୍ରଶାସକ): କର୍କଟ ରୋଗର ଆରମ୍ଭ ସମୟରେ ତାହାକୁ ଚିହ୍ନଟ କରିପାରୁଥିବା ମଲିକୁଲାର ଜିଓନୋମିକ ପରୀକ୍ଷା ଏବଂ ଗବେଷଣା ପରୀକ୍ଷାଗାର କଟକ ସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ବାୟୋକେମେଷ୍ଟ୍ରି ବିଭାଗରେ ସ୍ଥାପନ କରାଯାଇଛି ।
ଦେଶରେ ପ୍ରଥମ ଥର…
ସ୍ୱାସ୍ଥ୍ୟମନ୍ତ୍ରୀ କଲେ ସ୍ୱାସ୍ଥ୍ୟସେବା ସମୀକ୍ଷା: ୧୦୦ ଦିନିଆ ଲକ୍ଷ୍ୟଧାର୍ଯ୍ୟ କରି କାର୍ଯ୍ୟ କରିବାକୁ ପରାମର୍ଶ
ଏକ ସ୍ପଷ୍ଟ ଓ ପ୍ରଗତିଶୀଳ ସ୍ୱାସ୍ଥ୍ୟ ନୀତି ପ୍ରସ୍ତୁତ କରାଯିବ : ମନ୍ତ୍ରୀ
ଭୁବନେଶ୍ୱର (ଶାସକ ପ୍ରଶାସକ) :ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ଭାବେ ଦାୟୀତ୍ୱ ଗହ୍ର ଣ କରିବା ପରେ ମନ୍ତ୍ରୀ ଶ୍ରୀ ନବକିଶୋର ଦାସ ବିଭାଗ ପରିଦର୍ଶନ କରି ବିଭାଗୀୟ ପଦାଧିକାରୀମାନଙ୍କ ସହିତ…
ଜିଲ୍ଲା ସ୍ତରୀୟ ବିଶ୍ୱ ତମାଖୁ ବର୍ଜ୍ଜନ ଦିବସ ପାଳିତ
ପାରଳାଖେମୁଣ୍ଡି(ବାଳକୃଷ୍ଣ ପାଣିଗ୍ରାହୀ) : ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ୱାସ୍ଥ୍ୟସମିତି ପକ୍ଷରୁ ଜିଲ୍ଲା ସ୍ତରୀୟ ବିଶ୍ୱ ତମାଖୁ ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…