କଳାହାଣ୍ଡି ଜିଲ୍ଲା ରେ ଯୁବତୀ ଙ୍କୁ ଗଣ ଦୁଷ୍କର୍ମ

0

Junagarh / aditya mohanty: କଲାହାଣ୍ଡି ଜିଲା ଜୁନାଗଡ ଠାରେ ଘଟି ଛି ଏହି ଘଟନା. କୋକସରା ଅଞ୍ଚଳ ର ଯୁବତୀ କିଛି କାମ ପାଇଁ ଭବାନୀ ପାଟନା ଯାଇ ଥିବା ବେଳେ ତାଙ୍କ ଗାଁ କୁ ଯିବା ପାଇଁ କୋଣସି ବସ ନ ପାଇ ତାଙ୍କ ଚିହ୍ନା ଲୋକ କୁ ଦେଖି ତାଙ୍କୁ ଲିଫ୍ଟ ପାଇଁ କହି ତାଙ୍କ ସହ ଆସି ଥିଲେ ପରେ ଜୁନାଗଡ ସ୍ଥିତ ଜାରିଙ୍ଗ ଜଙ୍ଗଲ ରେ କିଛି ଦୁର୍ବୁତ୍ତ ତାଙ୍କୁ ଜଗି ରହି ଥିଲେ ଏବଂ ତାଙ୍କୁ ଉଠାଇ ନେଇ ଗଣଦୁଷ୍କର୍ମ କରି ଭିଡିଓ viral କରି ଥିଲେ. ଭି ଡି ଓ viral ହେବା ପରେ ଏହାର ତଦନ୍ତ ଆରମ୍ଭ କରି ଛନ୍ତି କଳାହାଣ୍ଡି ଏସପି. ଏହି ଘଟନା ରେ ଜଣଙ୍କୁ ଅଟକ ରଖି ଥିବା ସୂଚନା ମିଳିଛି.

Leave A Reply

Your email address will not be published.