ବଲାଙ୍ଗୀର : ( ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) ଗତ ବିଳମ୍ବିତ ରାତ୍ରରେ ବିଶାଖାପାଟଣା ରୁ ରାୟଗଡା ଯାଉଥିବା ଏକ 14 ଚକିଆ ଟ୍ରକ ବଲାଙ୍ଗୀର ଜିଲ୍ଲାର ତୁଷାରା ଥାନା ଅନ୍ତର୍ଗତ ତେଲନଦୀ ପୋଲରୁ ଭାରସାମ୍ୟ ହରାଇ ତଳକୁ ଖସିପଡିଥିଲା । ଉଦ୍ଧାର କାରୀ ଦଳ ଓ ତୁଷାରା ପୋଲିସ ଘଟଣା ସ୍ଥଳକୁ ପହଂଛି ଉଦ୍ଧାର କାର୍ଯ୍ୟ ସହିତ ଘଟଣାର ତଦନ୍ତ ଜାରି ରଖିଛି । ଉଦ୍ଧାର କାରି ଦଳର କହିବା ମୁତାବକ ଉକ୍ତ ଟ୍ରକର ଚାଳକ ଗାଡି ତଳେ ଚାପି ହେଇ ରହିଥିବା ସନ୍ଦେହ କରାଯାଉଛି ବୋଲି ତୁଷାରା ଥାନା ଅଧିକାରୀ ଶ୍ରୀ ଯଶୋବନ୍ତ ନାରାୟଣ ପ୍ରଧାନୀ ସୂଚନା ଦେଇଛନ୍ତି
Sign in
Sign in
Recover your password.
A password will be e-mailed to you.
Prev Post
Next Post