Sign in
Sign in
Recover your password.
A password will be e-mailed to you.
ତାଲୁକ ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ
ଓଡଗାଁ,(ଶ୍ରୀକାନ୍ତ ମିଶ୍ର) : ତାଲୁକ ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଗ୍ରାମ୍ୟ ନ୍ୟାୟାଳୟର ନ୍ୟାୟାଧିକାରୀ ସତ୍ୟବ୍ରତ ରଣା, ସିଭିଲ୍ ଜଜ୍ ଶର୍ମିଷ୍ଠା ଶୁଭଦର୍ଶିନୀ ମହାନ୍ତି, ଆଇନଜୀବୀ ଇନ୍ଦୁଭୂଷଣ ମିଶ୍ର, ପ୍ରମୋଦ କୁମାର ବିଶ୍ୱାଳ, ସମନ୍ୱିତ…
ଓରିକମ୍ କମ୍ପ୍ୟୁଟର ଏଜୁକେସନ୍ ଶାଖା ପକ୍ଷରୁ ମହିଳା ଦିବସ
ଓଡଗାଁ,(ଶ୍ରୀକାନ୍ତ ମିଶ୍ର): ସ୍ଥାନୀୟ ଓରିକମ୍ କମ୍ପ୍ୟୁଟର ଏଜୁକେସନ୍ ଶାଖା ପରିଚାଳକ ପ୍ରଫୁଲ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଏଥିରେ ଓଡଗାଁ ଆଦର୍ଶ ଥାନାର ସବ୍ଇନ୍ସପେକ୍ଟର ସ୍ନେହଲତା ପ୍ରଧାନ ମୁଖ୍ୟ ଅତିଥି, ଅଙ୍ଗନଓାଡି ସୁପର ଭାଇଜର…
ଭୂମିହୀନଙ୍କୁ ଜମିପଟ୍ଟା ଦିଅ ନଚେତ ଗାଦି ଛାଡ – ସମରେନ୍ଦ୍ର
ଭୂମି ହୀନଙ୍କୁ ଜମିପଟ୍ଟା ପ୍ରଦାନ ଦାବିରେ କଂଗ୍ରେସର ଆନ୍ଦୋଳନ
ବଲାଙ୍ଗିର - ନିର୍ବାଚନ ଆସିଲେ ସରକାର କେବଳ ମିଛ ଯୋଜନା କରୁଛି । ଗରିବ ବିରୋଧି ରାଜ୍ୟ ସରକାର ଦିର୍ଘ ୧୯ ବର୍ଷ ଶାସନରେ ମଧ୍ୟରେ ଗରିବ ଲୋକଙ୍କୁ ସର୍ବନିମ୍ନ ମୌଳିକ ଅଧିକାରରୁ ବଂଚିତ କରିଛି । ଚତୁର୍ଥପାଳି ଶେଷ ବର୍ଷରେ…
ଲାଗିଲା ସିସିଟିଭି, ଖସିପାରିବେନି ଅସାମାଜିକ ତତ୍ତ୍ୱ
ବଲାଙ୍ଗୀର/ନିରୋଜ ମିଶ୍ର : ଏଣିକି ଚୋର ଡକାୟତ ଗୁଣ୍ଡା କେହିବି ପୋଲିସକୁ ଚକମା ଦେଇ ଖସିଯିବା ସହଜ ହେବନି । ବେଧଡକ ଅପରାଧ ଘଟାଇ ଖିସଯାଇପାରିବେନି ଦୁର୍ବୃତ୍ତ । କାରଣ ସିସିଟିଭି ସର୍ଭିଲାନ୍ସରେ ରହିବ ବଲାଙ୍ଗୀର ସହର । ୨୪ ଘଣ୍ଟା ବଲାଙ୍ଗୀର ସହର ଉପରେ ନଜର ରଖିବ ବଲାଙ୍ଗୀର ପୋଲିସ।…
ସରିଲା ମେଟ୍ରିକ ପରୀକ୍ଷା,ପରୀକ୍ଷା ଫଳ ଅପେକ୍ଷାରେ ପରୀକ୍ଷାର୍ଥୀ
ଗାଇସିଲେଟ/କେଦାର ନାଥ ସାହୁ: ଗତ ତା୨୨.୦୨.୨୦୧୯ ରିଖରୁ ଆରମ୍ଭ ହୋଇଥିବା ମେଟ୍ରିକ ବୋର୍ଡ ପରୀକ୍ଷା ଶେଷ ହୋଇଛି।ଗାଇସିଲେଟ ବ୍ଲକରେ ଚଳିତ ବର୍ଷ ୧୧୫୬ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି।ଗାଇସିଲେଟ ବ୍ଲକର ଗାଇସିଲେଟ ନୋଡାଲ ଉଚ୍ଚ ବିଦ୍ୟାଳୟରେ କଡା ସୁରକ୍ଷା ଭିତରେ ପ୍ରଶ୍ନପତ୍ର ରଖାଯାଇ…
ରାଜ୍ୟସ୍ତରୀୟ ନାଟବାଦୀ ରାଜ୍ୟସ୍ତରୀୟ ନାଟବାଦୀ ଓ ଗୀତିନାଟ୍ୟ ପ୍ରତିଯୋଗିତା ମାର୍ଚ୍ଚ ୨୩ରୁ ୩୧
କୋଶଳ ଗୌରବ ଭାଷା ସାହିତ୍ୟ ସମ୍ମାନ କୋଶଲି ଭାଗବତ ଅନୁବାଦିକା ଶ୍ରୀମତୀ କମଳିନୀ ପଣ୍ଡା ଓ
କୋଶଳ ଗୌରବ ନାଟ୍ୟ ସମ୍ମାନ ନାଟ୍ୟକାର ଦୀଲିପ କୁମାର ମହାନ୍ତି ପାଇବେ
ବଲାଙ୍ଗୀର,- ଚଳିତ ବର୍ଷ ସାଇଟ ସାଂସ୍କୃତିକ ପରିଷଦ, ସଦାଇପାଲିର ଆୟୋଜନରେ ଆସନ୍ତା ୨୩ ମାର୍ଚ୍ଚରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ…
ବିଜୁ ମହିଳା ଜନତା ଦଳ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ-୨୦୧୯ ପାଳିତ
ଭୁବନେଶ୍ୱର: ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ବିଜୁ ମହିଳା ଜନତା ଦଳ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଏଥିରେ ରାଜ୍ୟ ବିଜୁ ଜନତା ଦଳ ଉପ-ସଭାନେତ୍ରୀ ଶ୍ରୀମତୀ ପ୍ରମିଳା ମଲିକ, ବିଜୁ ମହିଳା ଜନତା ଦଳ ରାଜ୍ୟ ସଭାନେତ୍ରୀ ଡ. ମିନତି ବେହେରା, ଉପଦେଷ୍ଟା ଡ. ଜ୍ୟୋତି…
ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ପାଳିତ
ଝାରସୁଗୁଡା(ବିକ୍ରମ କେଶରୀ ମହାପାତ୍ର) - ଜିଲ୍ଲା ସ୍ତରୀୟ ମହିଳା ଦିବସ ଉପଲକ୍ଷେ ସଚେତନତା ଶୋଭାଯାତ୍ରା , ସାଧାରଣ ସଭା ଓ ପୁରସ୍କାର ବିତରଣ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ , ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ " ସେହେଡା'ର…
ରାଜ୍ୟବାସୀଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇଦେବାକୁ ସରକାର ସଂକଳ୍ପବଦ୍ଧ : ସ୍ୱାସ୍ଥ୍ୟମନ୍ତ୍ରୀ
କ୍ୟାପିଟାଲ ହସପିଟାଲରେ ଖୋଲିଲା କର୍କଟ ବିଭାଗ : କାର୍ଯ୍ୟକ୍ଷମ ହେଲା ଚକ୍ଷୁ ବିଭାଗର ନୂତନ ଓଟି
ଭୁବନେଶ୍ୱର: କ୍ୟାପିଟାଲ ହସପିଟାଲରେ ଖୋଲିଲା କର୍କଟ ବିଭାଗ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ,ଆଇନ,ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନା ଆଜି କ୍ୟାପିଟାଲରେ ଏହି ନୂତନ ବିଭାଗର…
ଧର୍ମେନ୍ଦ୍ରଙ୍କ ଚିଠି ପାଉ ପାଉ ରେଳ ମନ୍ତ୍ରଣାଳୟ ରାଜି, ଉତ୍କଳ ଦିବସରୁ ଓଡ଼ିଆରେ ଟ୍ରେନ ଟିକେଟ
ନୂଆଦିଲ୍ଲୀ/ଭୁବନେଶ୍ୱର – ଓଡିଶାରେ ରେଳ ଟିକେଟକୁ ଆଂଚଳିକ ଓଡିଆ ଭାଷାରେ ଛାପିବା ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଓଡିଶାରେ ରେଳଯାତ୍ରୀଙ୍କ ସୁବିଧା…