Sign in
Sign in
Recover your password.
A password will be e-mailed to you.
ଅଡୁଆରେ ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦ :ସେ ଅସହାୟ ନା ଭିତରେ ଭିତରେ ଆନନ୍ଦ
ଭୁବନେଶ୍ୱରରୁ ଗିରିଶ ଦାଶ : ନବ ଦାଶଙ୍କ ବିରୋଧରେ ଦଳୀୟ ବିଶୃଙ୍ଖଳା ଅଭିଯୋଗ ନଥିଲା | ଯୋଗେଶ ସିଂହଙ୍କ ବିରୋଧରେ କିଛି ବିଶୃଙ୍ଖଳା ଅଭିଯୋଗ ନଥିଲା | ହଁ, ଥିଲା ଉଭୟଙ୍କ ବିରୋଧରେ, ଯେତେବେଳ ପ୍ରସାଦ ହରିଚନ୍ଦନ ସଭାପତି ଥିଲେ | କେବଳ ଏହି ଦୁଇଜଣ କାହିଁକି, ପ୍ରଫୁଲ୍ଲ, ଭାଲୁ, ପ୍ରକାଶ ଆଦି…
“ମୁଖ୍ୟମନ୍ତ୍ରୀ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିବା ଆଦୌ ଶୁଭଙ୍କର ନୁହେଁ “
ଖାଲିଥିବା ସରକାରୀ ପଦବୀ ପୂରଣ ନହେବା ପଛରେ ରହିଛି ୪୦ ହଜାର କୋଟିର କାରବାର
୧ ଲକ୍ଷ ୩୧ ହଜାର ୫୧୮ ସରକାରୀ ପଦ ଖାଲିଥିବା ସତ୍ୱେ ଶିକ୍ଷିତ ବେକାରଙ୍କୁ ଚାକିରୀ ନଦେବାର ଗଭୀର ଷଡଯନ୍ତ୍ର କରିଛନ୍ତି ନବୀନ
ଭୁବନେଶ୍ୱର: ରାଜ୍ୟରେ ନିଯୁକ୍ତିକୁ ନେଇ ସରକାରଙ୍କର ଉଦାସୀନତା ଓ ଏହା ପଛରେ…
ଶ୍ମଶାନ ଘାଟ ପାଇଁ ୫୦ଲକ୍ଷର ଭିତ୍ତିପ୍ରସ୍ତର : ବିଭୁତିପଡା ଶ୍ମଶାନଘାଟ ଉନ୍ନତିକରଣ ଶିଳାନ୍ୟାସ କଲେ ନରସିଂହ
ବଲାଙ୍ଗିର/ନିରୋଜ ମିଶ୍ର - ଅନେକ ବର୍ଷରୁ ଅବହେଳିତ ହୋଇ ପଡିରହିଥିବା ବଲାଙ୍ଗିରର ବିକାଶ ଏହି ପାଞ୍ଚ ବର୍ଷ ମଧ୍ୟରେ ଯେପରି ବଲାଙ୍ଗିରର ସମସ୍ତ ଦିଗକୁ ପହଂଚି ପାରିବ ତାର ପାଇଁ ଅନବରତ ଚେଷ୍ଟା କରାହୋଇଛି । ଶିକ୍ଷା, ରୋଡ, ରାସ୍ତା, ଜଳସେଚନ, ସ୍ୱାସ୍ଥ୍ୟ, କ୍ରିଡା ସମସ୍ତ ବିଭାଗରେ ଏହି ପାଞ୍ଚ…
କେପି ଏଣ୍ଟରପ୍ରାଇଜେସ ଖଣିରେ ପରିବେଶୀୟ ମଞ୍ଜୁରୀ ନିମନ୍ତେ ଜନ ଶୁଣାଣି
ବଡ଼ବିଲ(ଚିତ୍ତରଞ୍ଜନ କର): ବଡ଼ବିଲ ନିକଟସ୍ଥ ଠାକୁରାଣୀ ଗ୍ରାମରେ ଥିବା ମେସର୍ସ କେପି ଏଣ୍ଟରପ୍ରାଇଜେସ ଲୁହା ପଥର ଖଣିର ବାର୍ଷିକ କ୍ଷମତା ୫.୫ ମିଲିଅନ ଟନରୁ ୯.୯ ମିଲିଅନ ଟନକୁ ବୃଦ୍ଧି କରିବା ଓ କ୍ରସର ଏବଂ ସ୍କ୍ରିନିଂ ପ୍ଲାଣ୍ଟ ପ୍ରତିଷ୍ଠା ନିମନ୍ତେ ପରିବେଶୀୟ ମଞ୍ଜୁରୀ ଜନ ଶୁଣାଣି…
ଆଉ ଜଣେ ନିଲମ୍ବିତ ବିଜେଡିରୁ
Bhubaneswar : ଆଜି ଯୁବ ବିଜେଡିର ଉପସଭାପତି ପ୍ରକାଶ ତ୍ରିପାଠୀଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିବା ବେଳେ ଦଳବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ସମ୍ବଲପୁର ଜିଲ୍ଲାର ଜୟବ୍ରତ ଦେଙ୍କୁ ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଲମ୍ବିତ କରିଛନ୍ତି | ସୂଚନାଯୋଗ୍ୟ ଯେ ଶ୍ରୀ ଦେ ସମ୍ବଲପୁର…
ଓଃ….ଅଘଟଣ : ଇଡକଲ ଡମ୍ପିଂୟାର୍ଡ଼ରେ ପୋତି ହୋଇ ବୃଦ୍ଧଙ୍କ ଶୋଚନୀୟ ମୃତ୍ୟୁ
ବଡ଼ବିଲ(ଚିତ୍ତରଞ୍ଜନ କର) : ବଡ଼ବିଲ ସ୍ଥିତ ଇଡକଲର କଳିଙ୍ଗ ଆଇରନ ୱାର୍କସ କାରଖାନାର ଡ଼ମ୍ପିଂ ୱାର୍ଡରେ କୋଇଲା ସଂଗ୍ରହ କରୁଥିବା ସମୟରେ ଅତଡା ଖସିବାରୁ ପୋତି ହୋଇ ସ୍ଥାନୀୟ ତପନ ହଟିଂର ରଘୁନାଥ ଦାସଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ଘଟଣାରୁ ପ୍ରକାଶ ଯେ ଏହି ଡ଼ମ୍ପିଂ ୱାର୍ଡରୁ ସ୍ଥାନୀୟ ଲୋକ…
କଂଗ୍ରେସକୁ ଝଟକା,ଖେଳ କଲେ ନବ: ହେମାନନ୍ଦଙ୍କ ଝିଅ ସୁନୀତା ମିଶିଲେ ବିଜେଡିରେ
ଭୁବନେଶ୍ୱର : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସରବରିଷ୍ଠ ନେତା ଶ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ଶ୍ରୀମତୀ ସୁନୀତା ବିଶ୍ୱାଳ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ କଂଗ୍ରେସ ଦଳ ଛାଡ଼ି ଆଜି…
୩ ହଜାର ଲିଟରରୁ ଉର୍ଦ୍ଧ ଦେଶୀ ମଦ ନଷ୍ଟ କଲା ବଡ଼ବିଲ ପୋଲିସ
ବଡ଼ବିଲ(ଚିତ୍ତରଞ୍ଜନ କର) ବଡ଼ବିଲ ପୋଲିସ ଆଜି ଏକ ଦେଶୀ ମଦ ପ୍ରସ୍ତୁତ ହେଉଥିବା ଆଡ୍ଡ଼ାରେ ଚଢ଼ାଉ କରି ୩ ହଜାର ଲିଟରରୁ ଉର୍ଦ୍ଧ ମହୁଲି ମଦକୁ ନଷ୍ଟ କରିଥିବାର ଜଣାପଡିଛି। ବଡ଼ବିଲ ଉପକଣ୍ଠରେ ଥିବା ସାନ୍ତବାହାଳ ଜଙ୍ଗଲ ଅଞ୍ଚଳରେ କାରୋ ନଦୀ କୂଳରେ ଦେଶୀ ମଦ ମହୁଲି ପ୍ରସ୍ତୁତ ହେଉଥିବାର ଖବର…
ଯୁବ ବିଜେଡି ଉପସଭାପତି ପ୍ରକାଶ ତ୍ରିପାଠୀ ନିଲମ୍ବିତ
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ତଥା ଜଣାଶୁଣା ଟାଣୁଆ ଯୁବ ନେତା ବିଜୁ ଯୁବ ଜନତା ଦଳର ଉପସଭାପତି ପ୍ରକାଶ ତ୍ରିପାଠୀଙ୍କୁ ଆଜି ବିଜୁ ଜନତା ଦଳର ରାଜ୍ୟ ସଭାପତି ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ତାଙ୍କ ପଦରୁ ତଥା ବିଜୁ ଜନତା…
ବିଜେଡ଼ିକୁ ଲାଗିଲା ଜୋରସେ ଝଟକା ଧୀରେସେ : ଅତଡ଼ା ଖସିବା ଆରମ୍ଭ, ରାଜଧାନୀରୁ ଆରମ୍ଭ ହେଲା ବିଦ୍ରୋହ
ବିଜେଡିରୁ ଇସ୍ତଫା ଦେଲେ ଭୁବନେଶ୍ୱର କାର୍ଯ୍ୟକାରୀ ସଭାପତି ବାବୁ ସିଂ
ଦଳ କରୁଥିଲା ଅଣଦେଖା, ଅଶୋକ ପଣ୍ଡାଙ୍କ ଆଡେ ଖୋଲା ଇଙ୍ଗିତ
ଭୁବବେଶ୍ୱର : ବିଜୁ ଜନତା ଦଳର ଲଢୁଆ ଯୁବ ନେତା ତଥା ବିଜୁ ଜନତା ଦଳ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର କାର୍ଯ୍ୟକାରୀ ସଭାପତି ବାବୁ ସିଂ ତାଙ୍କ ପଦରୁ…