ରେଢ଼ାଖୋଲ ରେ ବାହୁଡ଼ା ଯାତ୍ରା ସଂପନ୍ନ

ରେଢ଼ାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ରେ ବାହୁଡା ଯାତ୍ରା ସଂପନ୍ନ ହୋଇଯାଇଛି I ବାହୁଡ଼ା ଯାତ୍ରାରେ ୨ ଦିନ ଧରି ରଥଟଣା ପରେ ଶାନ୍ତି ଶୁଙ୍ଖଳା ସହ ପହଞ୍ଚିଥିବା ବେଳେ ତିନି ଠାକୁରଙ୍କୁ ପହଣ୍ଡି କରି ଗମ୍ଭିରା କୁ ପ୍ରବେଶ କରିଛନ୍ତି I ପାଣିପାଗ…

ଘର ଢ଼ିଙ୍କି କୁମ୍ଭୀର : ଏ ବାବୁଙ୍କ ଚାରି ଖୁରାକୁ ଜୁହାର

ମାଓବାଦୀ କହି ଜଙ୍ଗଲ ଅଧିକାରୀଙ୍କୁ ଲୁଟୁଥିଲେ ଡେପୁଟି ରେଞ୍ଜର ବରଗଡ : ମାଓବାଦୀ ନାମରେ ବରଗଡ଼ ଜିଲ୍ଳାର ବିଭିନ୍ନ ସରକାରୀ ଅଫିସର ଏବଂ ଠିକାଦାରଙ୍କଠାରୁ ବିଗତ ପାଂଚବର୍ଷ ଧରି ବଟି ଅସୁଲ କରୁଥିବା ତିନିଜଣ ନକଲି ମାଓବାଦୀଙ୍କୁ ବରଗଡ଼ ପୋଲିସ ଧରିବାରେ ସକ୍ଷମ ହୋଇଛି । ଗିରଫ ତିନିଜଣଙ୍କ…

ଜଗତସିଂହପୁରରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ଜଗତସିଂହପୁର:(ରମେଶ ମହାନ୍ତି)-ଜଗତସିଂହପୁର ଜିଲ୍ଲା ଅଦାଲତ ପ୍ରାଙ୍ଗଣରେ ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲାଜଜ୍ ଶ୍ରୀ ଆନନ୍ଦ ଚରଣ ବେହେରାଙ୍କ ତତ୍ୱାବଧାନରେ ଶନିବାର ଦିନ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି।ଏହି ଲୋକ ଅଦାଲତରେ ପରିବାର ଅଦାଲତର ଜଜ୍…

ଉଭେଇ ଯାଉଛନ୍ତି ନାଲି ଟୁକୁ ଟୁକୁ ସାଧବ ବୋହୂ

ମେଲଛାମୁଣ୍ଡା, (ମନୋଜ ଭୋଇ) ଦିନକୁ ଦିନ ବିଜ୍ଞାନର ଯେତିକି ଅଗ୍ରଗତି ହେଉଛି ପ୍ରକୃତିର ଜୀବଜଗତ ଉପରେ ସେତିକି କ୍ଷତି ହେବାରେ ଲାଗିଛି । ନୂତନ ଯନ୍ତ୍ରପାତି ଆବିଷ୍କାର ହେଲାବେଳେ ପୁରାତନ ଜୀବ ସବୁ ଦୁନିଆରୁ ଲୋପ ପାଇବାରେ ଲାଗିଛନ୍ତି । ଡାଇନୋସର, ଚିଲ, ଘରଚଟିଆ ଆଦି ଅନେକ ପ୍ରାଣୀ ସମୟ ସହିତ…

ବଡ଼ବିଲରେ ଆଇନ ସଚେତନତା ଶିବିର

ବଡ଼ବିଲ (ଶାସକ ପ୍ରଶାସକ) ବଡ଼ବିଲ ତାଲୁକ ଆଇନ ସେବା ସମିତି ପକ୍ଷରୁ ସ୍ଥାନୀୟ ମାଟକାମବେଡା ହାଇସ୍କୁଲରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ଜେ ଏମ ଏଫ ସି ପତିତପାବନ ପଣ୍ଡା ଅଧ୍ୟକ୍ଷତା କରିଥିଲେ। ଏହି ଶିବିରରେ ଶିକ୍ଷା…

ସୁଦମୁଣ୍ଡାରୁ ଉଠାଜଳସେଚନ ପ୍ରକଳ୍ପ ସ୍ଥାନାନ୍ତରକୁ ବିରୋଧ

ସୁଦମୁଣ୍ଡାର  ପ୍ରକଳ୍ପକୁ ବଘାରପାଲିକୁ ଉଠାଇ ନେଇ ନିର୍ମାଣ କାମ ଆରମ୍ଭ ବିରୋଧରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଧାରଣା ରେଢ଼ାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ କଦଳୀଗଡ ପଞ୍ଚାୟତ ସୁଦମୁଣ୍ଡା ଗ୍ରାମକୁ ମଞ୍ଜୁୀପ୍ରାପ୍ତ ଉଠା ଜଳସେଚନ…

ମୀନାବଜ଼ାର ମାଲିକଙ୍କ ଭାଇଙ୍କୁ ଛୁରାମାଡ଼

ବୌଦ୍ଧ : ବୌଦ୍ଧ ଷ୍ଟାଡିଅମ ଠାରେ ଚାଲିଥିବା ମୀନାବଜାର ମାଲିକଙ୍କ ଭାଇ ଅବଦୁଲ ମହସୀନ ଖାନଙ୍କୁ ଦୃବୃତ୍ତ ଙ୍କ ଛୁରା ମାରି 60 ହଜାର ଲୁଟ୍। ଗୁରୁତର ଅବସ୍ଥାରେ ବୋୖଦ୍ଧ ଡାକ୍ତର ଖାନା ରେ ଭର୍ତ୍ତି। ମିଳିଥିବା ସୂଚନା ଅନୁସାରେ ଗତ ବିଳମ୍ବିତ ରାତିରେ ମୀନାବଜାର ର ହିସାବ ସାରି ଘରକୁ ଫେରିବା…

ମେଲଛାମୁଣ୍ଡା ସରସ୍ୱତୀ ଶିଶୁ ମନ୍ଦିରରୁ ଚୋରି, ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀରେ ଥାନାକୁ ଗଲେ ଅଭିବାବକ

ମେଲଛାମୁଣ୍ଡା(ମନୋଜ ଭୋଇ) ବରଗଡ ଜିଲ୍ଳା ମେଲଛାମୁଣ୍ଡାସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରୁ ଶୁକ୍ରବାର ବିଲମ୍ବିତ ରାତ୍ରିରେ କିଛି ଦୁର୍ବୃତ୍ତ  ଅଫିସ କାର୍ଯ୍ୟାଳୟ ଏବଂ ଶ୍ରେଣୀ କୋଠରିର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଏବଂ ନଗଦ ଟଙ୍କା ଚୋରି କରି ନେଇଛନ୍ତି ।ଶନିବାର  ସକାଳେ…

ପଞ୍ଚଖଣ୍ଡା ପୀଠରେ ବୁକ୍ଷରୋପଣ

ରେଢ଼ାଖୋଲ ରୁ ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସ୍ଥିତ ଆରଧ୍ୟ ଦେବତା ପଞ୍ଚଖଣ୍ଡା ପୀଠରେ ବୁକ୍ଷରୋପଣ କରାଯାଇଛି I ଏଥିରେ ଖବରଦାତା ପ୍ରସନ୍ନ କୁମାର ପ୍ରଧାନ ,ଅବନି ମେହେର,ଓ କୁଷ୍ଟ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇ ବୁକ୍ଷରୋପଣ କରିଥିଲେ I