ଓଡ଼ିଶା ରାଜ୍ୟ ଭୁତପୂର୍ବ ସୈନିକ ସଂଘର  ସାଧାରଣ ବାର୍ଷିକ ଅଧିବେଶନ : ସଂଶୋଧିତ ସମ୍ବିଧାନ ଅନୁମୋଦିତ

ଇସିଏଚ୍ଏସ୍ ସମନ୍ୱୟ କମଟି ଗଠନ, ଜିଲାୱାରୀ ସଦସ୍ୟ ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତି  ଭୁବନେଶ୍ୱର :  ଓଡ଼ିଶା ରାଜ୍ୟ ଭୂତପୂର୍ବ ସୈନିକ ସଂଘର ସାଧାରଣ ବାର୍ଷିକ ଅଧିବେଶନ ରବିବାର ଭୁବନେଶ୍ୱରସ୍ଥିତ ୧୨୦ ଇନଫାଣ୍ଟ୍ରି ବଟାଲିଆନ ପରିସରରେ ଅନୁଷ୍ଠିତ  ହୋଇଯାଇଛି । ସଂଘର ସଭାପତି ବ୍ରିଗେଡିୟର…

ଇଭିଏମ ଭିଭିପାଟ ଦ୍ୱାରା ମତଦାନ ସଚେତନତା ଅଭିଯାନ

ଓଡଗାଁ (ଶ୍ରୀକାନ୍ତ କୁମାର ମିଶ୍ର ) : ସ୍ଥାନୀୟ ବ୍ଲକ ସମିଳନୀ କକ୍ଷରେ ଆଜି ଇଭିଏମ ଭିଭିପାଟ ଦ୍ୱାରା ମତଦାନ ସାବ୍ୟସ୍ତ କରିବା ପାଇଁ ବ୍ଲକସ୍ତରୀୟ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି । ନୟାଗଡ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଲକ…

ବାହୁଡ଼ିବ କେବେ ଆମ ଅନ୍ଧର ଲଉଡ଼ି !!!!

ତିର୍ତ୍ତୋଲ (ତରଜଙ୍ଗା) ଯୁବକ ହାଇଦ୍ରାବାଦରେ ନିଖୋଜ ଏକମାତ୍ର ପୁଅର ଫେରିବା ବାଟକୁ ଚାହିଁ ରହିଛି ପିତା ତିର୍ତ୍ତୋଲ/ପାରାଦ୍ବୀପ:ରମେଶ ମହାନ୍ତି -ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ତରଜଙ୍ଗା ପଞ୍ଚାୟତ ବଫାପୁର ଗ୍ରାମର ମୁରଲୀଧର ସାହୁଙ୍କର ଏକମାତ୍ର ପୁତ୍ର ବିଶ୍ୱଜିତ ସାହୁ(ହାପିନା)ଗତ ଡିସେମ୍ବର…

ଗ୍ୟାସ ଟାଙ୍କି ଫାଟି ୪ ଗୁରୁତର

ବଡ଼ସାହି/ସାନକେରକ( ଦିଲ୍ଲୀପ ମହାନ୍ତି ) ବଡ଼ସାହି ଥାନା ତଥା ବ୍ଳକ ଅନ୍ତର୍ଗତ ସାନକେରକ ପଞ୍ଚାୟତର ଜଡିପାଳ ଗ୍ରାମରେ ଆଜି ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ୬ ବଖରା ଘର ପୋଡି ଧ୍ବଂସ ହୋଇଯାଇଛି। ଏଥିସହିତ ନିଆଁ ଲିଭାଇବାକୁ ଆସିଥିବା ଗ୍ରାମର ୪ ଜଣ ଗ୍ୟାସ ଟାଙ୍କି ଫାଟିବାରେ ଗୁରୁତର ହୋଇ…

  ଗ୍ରାମୀଣ ଖାଦ୍ୟ ଭଣ୍ଡାରର ଶୁଭ ଉଦଘାଟନ

ପାଇକମାଲ :- ଆଜି ପାଇକମାଲ ଠାରେ ବ୍ରହ୍ମପୁର ର ସଂକଳ୍ପ ଟ୍ରଷ୍ଟ ଆନୁକୂଲ୍ୟରେ ଗ୍ରାମୀଣ ଖାଦ୍ୟ ଭଣ୍ଡାର ର ଶୁଭ ଉଦଘାଟନ ହେଇ ଯାଇଛି ।  ଏହିକାର୍ଯ୍ୟକ୍ରମରେ ପାଇକମାଲ ନାଗରିକ କମିଟି ର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ତ୍ରିବେଦୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ପାଇକମାଲ ବଣିକ ସଂଘର…

୨୦ ବର୍ଷ ପରେ ବିଦ୍ୟୁତ ବିଭାଗରେ ଥଇଥାନ ସହ ୫ଲକ୍ଷ ଟଙ୍କାର ଆର୍ଥିକ  ସହାୟତା ଓ ଚିକିତ୍ସା ପାଇଁ ନୀତିଗତ ନିଷ୍ପତ୍ତି

ଭୁବନେଶ୍ୱର: ଓଡ଼ିଶା ବିଦ୍ୟୁତ  ବିଭାଗରେ ଦୀର୍ଘ ୨୦ବର୍ଷ ଧରି ଦୁର୍ଘଟଣାରେ ମୃତ୍ୟୁ ବରଣ କଲେ ସ୍ଥାୟୀ ଚାକିରି କ୍ଷେତ୍ରରେ ୨ଲକ୍ଷ ୫୦ ହଜାର ଟଙ୍କା ଆର୍ଥିକ  ସହାୟତା ପ୍ରଦାନ କରାଯାଉଥିଲା । ଏପରିକି ମୃତ ପରିବାରର ସଦସ୍ୟଙ୍କୁ କୌଣସି ନିଯୁକ୍ତି ପ୍ରଦାନ କରାଯାଉନଥିଲା । ଓଡ଼ିଶାର ସମସ୍ତ…

ଝିଅ ବିବାହ ସହାୟତା ୨୫ ହଜାରରୁ ୫୦ ହଜାରକୁ ବୃଦ୍ଧି

ନିର୍ମାଣ ଶ୍ରମିକମାନଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଭୁବନେଶ୍ୱର: : ଆଜି  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ନିର୍ମାଣ ଶ୍ରମିକମାନଙ୍କ ପକ୍ଷରୁ ନବୀନ ନିବାସ ଠାରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ୫୦୦ରୁ…

ସାଂସଦ ପଦବୀ ପାଇଁ ଏକ ତୃତୀୟାଂଶ ସ୍ଥାନରେ ମହିଳା ପ୍ରାର୍ଥୀ ଦେବା ନିଷ୍ପତ୍ତି ଐତିହାସିକ : ବିଜୟ  

ଭୁବନେଶ୍ୱର : ଆଗାମୀ ଲୋକସଭା ନିର୍ବାଚନରେ ବିଜୁ ଜନତା ଦଳ ସାଂସଦ ପଦବୀ ପାଇଁ ଏକ ତୃତୀୟାଂଶ ସ୍ଥାନରେ ମହିଳା ପ୍ରାର୍ଥୀ ଦେବେ ବୋଲି ଆଜି ଦଳର ମାନ୍ୟବର ସଭାପତି ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ାରେ ଏକ ଐତିହାସିକ ଘୋଷଣା କରିଛନ୍ତି ।ପ୍ରକାଶ ଥାଉକି, ରାଜ୍ୟର ମହିଳାମାନଙ୍କର ସଶକ୍ତିକରଣ ପାଇଁ …

ସୋହେଲା ବ୍ଲକରେ ସ୍ୱତନ୍ତ୍ର ଇଭିଏମ ସଚେତନତା କାର୍ଯ୍ୟକ୍ରମ

ସୋହେଲା(ଶାସକପ୍ରଶାସକ)-ସ୍ଥାନୀୟ ବ୍ଲକ ଅଫିସ ସଭାଗୃହରେ ଆଜି ସ୍ୱତନ୍ତ୍ର ଇଭିଏମ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଥିଲା । ଏଥିରେ ବିଡିଓ ଅଶୋକ କୁମାର ଗଡତିଆ ସଭାପତିତ୍ୱ କରି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅତିଥିଭାବରେ ବ୍ଲକ ଅଧ୍ୟକ୍ଷ ଜୀବର୍ଦ୍ଧନ ବରିହା ଯୋଗ ଦେଥିଲେ ।…

ଜାରି ହେଲା ନିର୍ବାଚନ ତାରିଖ , ଲାଗୁହେଲା  ଆଚରଣ ବିଧି : ୧୧ ତାରିଖରୁ ମତଦାନ ଆରମ୍ଭ , ଚାରୋଟି ପର୍ଯ୍ୟାୟରେ ଓଡିଶାରେ…

New Delhi : ଜାରି ହେଲା ନିର୍ବାଚନ ତାରିଖ , ଲାଗୁହେଲା  ଆଚରଣ ବିଧି | ଘୋଷିତ ହେଲା ନିର୍ବାଚନ ତାରିଖ | ଏପ୍ରିଲ ୧୧ ତାରିଖରୁ ମତଦାନ ଆରମ୍ଭ ହୋଇ  ୭ଟି ପର୍ଯ୍ୟାୟରେ ହେବ ଭୋଟ ହେବ ସହ ୧୯ ମେ ରେ ସରିବ ଭୋଟ   | ୨୩ ମେ ରେ ମତ ଗଣନା | ୯୦ କୋଟି ମତଦାତା ଦେବେ ଭୋଟ |  ନିର୍ବାଚନ କମିସନଙ୍କ…