”ଯୋଗସାଧନା ବଳରେ ନିୟତୀକୁ ବଦଳାଯାଇ ପାରିବ”

ଜିଲ୍ଳାସ୍ତରୀୟ ଶ୍ରୀ ଅରବିନ୍ଦ ପାଠଚକ୍ର କର୍ମୀ ସମ୍ମିଳନୀ Komana/ShasakPrashasak: ନୂଆପଡା ଜିଲ୍ଲା କୋମନାସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ରେ ଜିଲ୍ଳାସ୍ତରୀୟ ଶ୍ରୀ ଅରବିନ୍ଦ ପାଠଚକ୍ର କର୍ମୀ ସମ୍ମିଳନୀ ଅନୁÂିତ ହୋଇଯାଇଛି । ଏଥିରେ ନୂଆପଡା ଜିଲା ର ନୂଆପଡା,…

ମୈାସୁମୀ ଖେଳୁଛି ଲୁଚକାଳି : ମରୁଡିର ପଦଧ୍ୱନୀ

ଆଶା ଓ ଆଶଙ୍କାରେ ଚାଷୀ, ଅମଳକୁ ନେଇ  ଅନିଶ୍ଚିତତା ଓଡଗାଁ/ଶ୍ରୀକାନ୍ତ ମିଶ୍ର : ଆମ ଦେଶ ଏକ କୃଷିପ୍ରଧାନ ଦେଶ । ମାନବ ସଭ୍ୟତାର କ୍ରମ ବିକାଶ ଠାରୁ ଏହି କୃଷି ଉପରେ ମନୁଷ୍ୟ ନିର୍ଭର କରିଚାଲିଛି । ଆଜିଯାଏଁ ଏହାର ବିକଳ୍ପ ସୃଷ୍ଟି ହୋଇନାହିଁ । ଆଧୁନିକ ସଭ୍ୟତା ନିଜର ପାରଦର୍ଶିତାର ପାଇଁ…

ଯୋଗଣିଆ ଛାତ୍ର ମୃତ୍ୟୁକୁ ନେଇ ଉତ୍ତେଜନା,କ୍ଷତିପୂରଣ ଦାବି କଲେ ଗ୍ରାମବାସୀ

ସ୍କୁଲ ଫାଟକ,ଖୋସାଲପୁର ଛକ ଓ ରାହାମା ବଜାରରେ କଟକ-ପାରାଦ୍ବୀପ ରାସ୍ତା ଅବରୋଧ ଜଗତସିଂହପୁର:(ରମେଶ ମହାନ୍ତି)-ତିର୍ତୋଲ ଥାନା ଅନ୍ତର୍ଗତ ପୋରଗଦେଇ ପଞ୍ଚାୟତ ଯୋଗଣିଆ ଗ୍ରାମରେ ଦୃଘଟଣାଗ୍ରସ୍ତ ଛାତ୍ରର ମୃତ୍ୟୁକୁ ନେଇ ଉତେଜନା।ଉତ୍ୟକ୍ତ ଲୋକମାନେ ପୋରଗଦେଇ ରାଧାଗୋବିନ୍ଦ ସଂଜୟ ମହାନ୍ତି…

ଖୁବ ଶୀଘ୍ର ବିଏସଏଲସିରେ ଖନନ ପ୍ରକ୍ରିୟା ଆରମ୍ଭ ହେବ – ଧର୍ମେନ୍ଦ୍ର ପ୍ରଧାନ

 ଭବିଷ୍ୟତରେ ଶ୍ରମିକ ଏବଂ ସଂଶ୍ଲିଷ୍ଟ ସଂସ୍ଥାମାନେ ପ୍ରଭାବିତ ହେବେ ନାହିଁ ଏକ ଦୀର୍ଘମିଆଦି ଯୋଜନା ଖୁବ୍ ଶୀଘ୍ର ପ୍ରସ୍ତୁତ ହେବ ନୂଆଦିଲ୍ଲୀ/ ଭୁବନେଶ୍ୱର, –କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ବିର୍ସା ଷ୍ଟୋନ୍ ଲାଇମ୍ କମ୍ପାନୀ ଲିମିଟେଡ(ବିଏସଏଲସି)ରେ ଖନନ…

କାର ଓ ବାଇକ ଧକ୍କା, ଜଣେ ଗୁରୁତର ଆହତ

କୁଚିଣ୍ଡା (ଅଜୟ କୁମାର ବାଘ): ସମ୍ବଲପୁର ଜିଲ୍ଲା କୁଚିଣ୍ଡା ୫୯ ନଂ ଜାତୀୟ ରାଜପଥ ଲାଡ଼ କୁମୁରାଗୁଡ଼ା ଠାରେ କାର ଓ ବାଇକ ଧକ୍କା ହେବାରୁ ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି l ତେବେ ଗୁରୁତର ଅବସ୍ଥାରେ ବାଇକ ଚାଳକ ଙ୍କୁ କୁଚିଣ୍ଡା ଡ଼ାକ୍ତରଖାନା ରେ ଭର୍ତ୍ତି କରାଯାଇଛି l

ରାସ୍ତା ଉପରେ ବେଆଇନ୍ ପାର୍କିଂ କଲେ ପଡ଼ିବ ଜୋରିମାନା

ଟ୍ରାଫିକ୍ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ  ବୈଠକ ଡିଡିଏମଙ୍କ  କାର୍ଯ୍ୟାଳୟରେ କାର୍ଯ୍ୟକ୍ଷମ ହେବ  ଟୋଲ୍ ଫ୍ରି ନମ୍ବର ଚମ୍ପୁଆ,(ଶାସକ ପ୍ରଶାସକ) :  ଲୌହପଥର ଚାଲାଣ କରୁଥିବା ଗାଡ଼ି ଚାଳକ ଏଣିକି ସାବଧାନ । କାରଣ ରାସ୍ତା ଉପରେ ବେଆଇନ୍ ପାର୍କିଂ କରୁଥିବା ଟ୍ରକ୍/ଟ୍ରଲର ଠାରୁ  ଆଦାୟ…

ଘରୋଇ କଳହ ନେଲା ଜୀବନ

ବିଷ ପିଇ  ମହିଳାଙ୍କ ଆତ୍ମହତ୍ୟା, ସ୍ୱାମୀ ଅଟକ ବଡ଼ବିଲ (ଶାସକ ପ୍ରଶାସକ) : ବଡ଼ବିଲରେ ଘରୋଇ କଳହରୁ ଜନୈକା ମହିଳା ବିଷ ପିଇ ଆତ୍ମହତ୍ୟା କରିଥିବାର ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ  ସେଡୀଂ ବସ୍ତି  ଅଂଚଳରେ ବସବାସ କରୁଥିବା ରଘୁ ବର୍ମନ ଗତ ବର୍ଷ ସୁଜାତା କାରୁଆଙ୍କୁ ପ୍ରେମ ବିବାହ…

ବାଲିକୁଦା ଏରସମା ୟୁଥ ଫାଉଣ୍ଡେସନ ପକ୍ଷରୁ ଚାରାରୋପଣ କାର୍ଯ୍ୟକ୍ରମ

 ଜଗତସିଂହପୁର(ରମେଶ ମହାନ୍ତି):-ବାଲିକୁଦା ବ୍ଲକ ଅନ୍ତର୍ଗତ କାଳିଓ ପଞ୍ଚାୟତର କାଳିଓ ଗ୍ରାମରୁ ନାଉଗାଁ ବ୍ଲକକୁ ସଂଯୋଗ କରୁଥିବା ସୁଣ୍ଟଳ ରାସ୍ତାର ଉଭୟ ପାର୍ଶ୍ୱରେ ବାଲିକୁଦା ଏରସମାର ସାମାଜିକ ଅନୁଷ୍ଠାନ ୟୁଥ ଫାଉଣ୍ଡେସନ ପକ୍ଷରୁ ଚାରା ରୋପଣ କରାଯାଇଥିଲା lଉକ୍ତ କାର୍ଯ୍ୟକ୍ରମରେ କାଳିଓ…

ଲୋଭ : ଲୋକ ଲୁଟୁଛନ୍ତି, ଆଉ କିଛି ଲୁଟି ହେଉଛନ୍ତି

 ଟଙ୍କା ଦୁଇଗୁଣ କରିବା ନାଁ ରେ ଠକେଇ,ଜଣେ ମହିଳା ସମେତ ୬ ଗିରଫ ନୂଆପଡା(ଅମିତ ପୁରୋହିତ); ଲୋକଙ୍କ ଟଙ୍କାକୁ ଦୁଇଗୁଣ କରିବା ପ୍ରଲୋଭନ ଦେଖାଇ ଟଙ୍କା ଲୁଟ କରୁଥିବା ଏକ ଗ୍ୟାଙ୍ଗ କୁ ଜୋଙ୍କ ଥାନା ପୋଲିସ ଗିରଫ କରି କୋର୍ଟ ଚଲାଣ କରିଛି । ଏଥିରେ ଜଣେ ମହିଳା ସମେତ ୫ ଜଣ ଯୁବକ ଅଛନ୍ତି । ଆଜି…

ବିଭାଗୀୟ ଅଧିକାରୀଙ୍କ ଅଣାଦେଖା ପାଇଁ ସ୍କୁଲ ଗେଟରେ ଝୁଲିବ ତାଲା

ନାହିଁ ନାହିଁରେ ଚାଲିଛି ମେଲଛାମୁଣ୍ଡା ଉଚ୍ଚ ବିଦ୍ୟାଳୟ ମେଲଛାମୁଣ୍ଡା,(ମନୋଜ ଭୋଇ) ବର୍ତମାନ ସରକାର ଶିକ୍ଷାର ମାନ ଉନ୍ନତ ସହ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ଅନେକ ପଦକ୍ଷେପ ନେଉଥିବା ବେଳେ ବରଗଡ ଜିଲ୍ଳା ମେଲଛାମୁଣ୍ଡାସ୍ଥିତ ସର୍ବପୂରାତନ ତଥା ଜିଲ୍ଳାସ୍ତରରେ ପ୍ରସିଦ୍ଧି ଲାଭ କରିଥିବା…