ବିଜେଡି ପକ୍ଷରୁ “ଘରେ ଘରେ ଶଙ୍ଖ” !

ସିନାପାଲି ରୁ ନିରାକାର ମେହେର :  ନିର୍ବାଚନ ଯେତେ ପାଖେ ଆସୁଛି |  ସେତେ ଚଳ ଚଞ୍ଚଳ ହେଉଛି ପୁରପଲ୍ଲୀରୁ  | ଆରମ୍ଭ କରି ସହର ପର୍ଯନ୍ତ ! ଭୋଟ ହାତେଇବା  ପାଇଁ ସବୁ ରାଜନେତା ମାନେ ଆରମ୍ଭ କରିଛନ୍ତି ନିଜ ନିଜର ପ୍ରସ୍ତୁତି ! ନିଜର ଗୁଣ ଗାଇବାରେ ବିରୋଧୀର ଦୁର୍ଗୁଣ ଗାଇବାରେ ବ୍ୟସ୍ତ ହେବେ…

ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ପ୍ରତିବାଦରେ ସାମାଜିକ ସଂଗଠନ ପକ୍ଷରୁ ପ୍ରତିବାଦ ସଭା

ଦୁଇ ଫେରାର ଅଭିଯୁକ୍ତଙ୍କୁ ଗିରଫ ନକଲେ ବଲାଙ୍ଗୀର ବନ୍ଦ ଚେତାବନୀ   ବଲାଙ୍ଗୀର/ Niroj Misra- କର୍ତବ୍ୟରତ ଗଣମାଧ୍ୟମ ପ୍ରତିନିଧି ଓ କ୍ୟାମେରାମ୍ୟାନ୍ଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନର ଶିଥିଳତା ନେଇ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଙ୍ଗଠନ ପକ୍ଷରୁ ସୋମବାର…

ବଲାଙ୍ଗିର ରେ ହକ ମାଗୁଛି ଓଡିଶା କାର୍ଯ୍ୟକ୍ରମ 

ବଲାଙ୍ଗୀର/ ନିରୋଜ ମିଶ୍ର : ବଲାଙ୍ଗିର ବିଜୁ ଯୁବ ଏବଂ ଛାତ୍ର ଜନତା ଦଳ ତରଫରୁ ହକ ମାଗୁଛି ଓଡିଶା ଅଭିଯାନ କାର୍ଯ୍ୟକ୍ରମ ସ୍ଥାନୀୟ କଚେରି ଛକ ଠାରେ ଅନୁଷ୍ଠିତ  ହୋଇଯାଇଅଛି । ଜିଲ୍ଲା ବିଜେଡି ଯୁବ ସଭାପତି ଲୋଟସ ଷଡଙ୍ଗି ଏବଂ ଛାତ୍ର ସଭାପତି ଗୁଞ୍ଜ ଖାନ୍ ଙ୍କ ନେତୃତ୍ୱରେ ଆୟୋଜିତ ଏହି…

କଂଗ୍ରେସ ଜାରି କଲା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ  ତାଲିକା 

  ଭୁୁବନେଶ୍ୱର: ସୋମବାର  ବିକୁ ଜନତା ଦଳ ତାହାର ପ୍ରଥମ ପରୱାଡା ପ୍ରାର୍ଥୀତାଲିକା ଜାରି କରିଥିବା ବିଳମ୍ବିତ ସନ୍ଧ୍ୟାରେ କଂଗ୍ରେସ କାରି କରିଛି ପ୍ରଥମ ପର୍ଯ୍ୟାୟ ତାଲିକା   । ବରଗଡ଼, ସୁନ୍ଦରଗଡ଼, କଳାହାଣ୍ଡି, ନବରଙ୍ଗପୁର, କନ୍ଧମାଳ ଓ ବ୍ରହ୍ମପୁର ଲୋକସଭା ଆସନ ସମେତ ୩୬ଟି ବିଧାନସଭା ଆସନ…

ଯୁବ ଓ ଛାତ୍ର ବିଜୁ ଜନତା ଦଳ ପକ୍ଷରୁ “ହକ ମାଗୁଛି ଓଡିଶା” କାର୍ଯ୍ୟକ୍ରମର ପ୍ରସ୍ତୁତି ବୈଠକ

କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ନୀତିର ପ୍ରତିବାଦରେ ସମସ୍ତ ପଂଚାୟତରେ ଆରମ୍ଭ ହେବ କାର୍ଯ୍ୟକ୍ରମ ବାରିପଦା,(ଦିଲ୍ଲୀପ ମହାନ୍ତି) : ଆଜି ବାରିପଦାସ୍ଥିତ ବିଜୁ ଜନତା ଦଳର ଜିଲ୍ଲା କାର୍ଯ୍ୟାଳୟଠାରେ ଜିଲ୍ଲା ବିଜୁ ଯୁବ ଜନତା ସଭାପତି ଜିତେନ୍ଦ୍ର ମହାନ୍ତିଙ୍କ ଆବାହକତ୍ୱରେ ବିଜୁ ଯୁବ ଓ…

ବଡ଼ସାହି ସିଂହାସନ, କିଏ କିଣିବ ଭୋଟରଙ୍କ ମନ 

ନିର୍ଣ୍ଣାୟକ ଭୂମିକାରେ ସାଧାରଣ ବର୍ଗ ଭୋଟର, ଭଲ ସ୍ଥିତିରେ କଂଗ୍ରେସ  ଗୋଷ୍ଠୀ କନ୍ଦଳ ବିଜେଡ଼ିକୁ ମୁଣ୍ଡ ବିନ୍ଧା, ତ୍ରିମୁଖୀ ଲଢ଼ାଇର ସମ୍ଭାବନା ବାରିପଦା(ଅରବିନ୍ଦ ଦାସ )- ୨୦୦୮ ଓଡ଼ିଶା ବିଧାନସଭା ପୁର୍ନଗଠନ ସମୟରେ ନୂତନ ଭାବେ ୩୨ନଂ-ବଡ଼ସାହି(ଅନୁସୂଚିତ ଜାତି) ନିର୍ବାଚନ ମଣ୍ଡଳୀ…

ଧୁରନ୍ଧରଙ୍କ ଲେଉଟାଣି 

ଫେରିଲେ ପ୍ରଫୁଲ୍ଲ ଘଡେଇ  ଭୁବନେଶ୍ୱର :  ଓଡିଶା ରାଜନୀତିର ଧୁରନ୍ଧର ତୀରନ୍ଦାଜ, ପ୍ରବୀଣ ରାଜନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଡ଼ ପ୍ରଫୁଲ୍ଲ ଘଡେ଼ଇଙ୍କ ଉପରେ ପୁନଃ ଆସ୍ଥା ପ୍ରକଟ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ |  ଡ଼ ଘଡେଇଙ୍କ ଉପରୁ ଉଠିଲା ବହିଷ୍କାର ଆଦେଶ । ଦଳର…

ସାଧାରଣ ନିର୍ବାଚନ ପ୍ରକ୍ରିୟା  ସମାପ୍ତ ପରେ କୃଷକ ଓ ଶ୍ରମିକମାନଙ୍କୁ ନେଇ ରାଜ୍ୟସ୍ତରରେ ବ୍ୟାପକ ଆନ୍ଦୋଳନ

ଜଳସେଚନ ନିଗମ କର୍ମଚାରୀ ଫେଡେ଼ରେସନର ରାଜ୍ୟ କମିଟି ବୈଠକ ବ୍ୟାସନଗର(ଜୟଶଙ୍କର ଦାଶ) ଓଡ଼ିଶା ଉଠାଜଳସେଚନ ନିଗମ କର୍ମଚାରୀ ରାଜ୍ୟ ଫେଡେ଼ରେସନର କାର୍ଯ୍ୟକାରୀ କମିଟି ବୈଠକ ଦଳା ସ୍ଥିତ କର୍ମଚାରୀ ସଂଘ ଗୃହରେ ରବିବାର ଦିନ ପୂର୍ବାହ୍ନରେ ଅନୁଷ୍ଠିତ  ହୋଇଯାଇଅଛି । ଫେଡେ଼ରେସନର ବରିଷ୍ଠ …

ଜୁଆ ଆଡ୍ଡା ଉପରେ ଚଢଉ ,୩ ଗିରଫ

ନୂଆପଡା(ଅମିତ  ପୁରୋହିତ) ; ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୭ କି.ମି ଦୂର ରେ ଥିବା କୋଟେନଚୁଆଁ ଜଙ୍ଗଲରେ ଗତ କାଲି ରାତିରେ ଏକ ଜୁଆ ଆଡ୍ଡା ଉପରେ ହଠାତ ନୂଆପଡା  ପୋଲିସ  ଚଢଉ କରି ୩ ଜଣକୁ ଗିରଫ କରିଛି । ସୂଚନା ମୁତାବକ ନୂଆପଡା ଏସ୍.ପି ଡ. ସ୍ମିତ.ପି.ପରମାରଙ୍କ ନିର୍ଦ୍ଦେଶ  କ୍ରମେ…

ହିଞ୍ଜିଳି ଏବଂ ବିଜେପୁରରୁ ଲଢ଼ିବେ ନବୀନ : ଅଚ୍ୟୁତ ସାମନ୍ତ କନ୍ଧମାଳ ଲୋକସଭା ଆସନରୁ ଦଳୀୟ ପ୍ରାର୍ଥୀ

bhubaneswar: ଆମେ ପୂର୍ବାନୁମାନ କରିଥିଲୁ | ତିନୋଟି ଆସନ ଦେଇଥିଲୁ ମୁଖ୍ୟମନ୍ତ୍ରୀ ଲଚିବେ ବୋଲି ରେଡାଖୋଲ , ବିଜେପୁର ଓ ରାଉରକେଲା | ତାହା ସତ୍ୟ ହୋଇଛି | ଆଜି ମୁଖ୍ୟ ମନ୍ତ୍ରୀ ବିଜୁ ଜନତା ଦଳ ଦଳର ସଭାପତି ନବୀନ ପଟ୍ଟନାୟକ ୯ଟି ଲୋକସଭା ଓ ୫୪ଟି ବିଧାନସଭା ଲାଗି ପ୍ରାର୍ଥୀ ତାଲିକା ଘୋଷଣା…