Sign in
Sign in
Recover your password.
A password will be e-mailed to you.
ଚିନ୍ମୟ ମିଶନ ବାରିପଦା ତରଫରୁ ରକ୍ତଦାନ ଶିବିର
ବାରିପଦା: ଚିନ୍ମୟ ମିଶନ ବାରିପଦା ତରଫରୁ ଗୁରୁପୁର୍ଣିମା ଉପଲକ୍ଷେ ଆଚାର୍ଯ୍ୟ ସ୍ୱାମୀ ଗୋବିନ୍ଦନନ୍ଦ ସରସ୍ବତୀଙ୍କ ତତ୍ୱବାଧାନ ରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହଇଯାଇଛି। ଏହି ଶିବିରକୁ ଆଚାର୍ଯ୍ୟ ସ୍ୱାମୀ ଗୋବିନ୍ଦାନନ୍ଦ ସରସ୍ବତୀ ଉଦଘାଟନ କରିଥିବା ବେଳେ ଚିନ୍ମୟ ମିଶନ ବାରିପଦା ର…
ବର୍ଷା ଅଭାବ : ଚାଷୀଙ୍କ ମୁଣ୍ଡରେ ଚଡ଼କ
କୁଚିଣ୍ଡା (ଅଜୟ କୁମାର ବାଘ): ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅଞ୍ଚଳରେ ଚିନ୍ତାରେ ଚାଷୀ ବର୍ଷା ଅଭାବରୁ ଚାଷ କାମ ଆଗେଇ ପାରୁନି I ଆରମ୍ଭରୁ ଟିକେ ବର୍ଷା ହୋଇଥିଲା ଆଶା ଥିଲା ଚାଷ ଭଲ ହେବ l ବୁଣା ଓ ରୁଆ ଧାନ ଜମି ଫାଟି ଆଁ କରିଛି l ଚାଷୀମାନେ ଗତ ବର୍ଷର ମରୁଡ଼ି ସହାୟତା ରାଶି ପାଇ ନ…
ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ବିରାଟ ବାହିନୀ : ୩ଟି ଫର୍ମାଟରେ ବିରାଟ ଅଧିନାୟକ
ଦିନିକିଆ ଆଉ ଟି_ଟ୍ୱେଣ୍ଟି ପାଇଁ ରୋହିତ ଶର୍ମା ଉପ, ଟେଷ୍ଟରେ ଉପ ଆଜିଙ୍କ୍ୟ ରାହାଣେ
ମୁମ୍ବାଇ : ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁଘୋଷିତ ହୋଇଛି ଟିମ ଇଣ୍ଡିଆ | ତିନୋଟି ଯାକ ଫର୍ମାଟରେ ନେତୃତ୍ୱ ନେବେ ବିରାଟ କୋହଲି | ଆଜି ଘୋଷିତ ତାଲିକା ଅନୁସାରେ ଭାରତୀୟ ଦିନିକିଆ ବିରାଟ ବାହିନୀରେ ସାମିଲ…
ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା : ପ୍ରଧାନମନ୍ତ୍ରୀ -ମୁଖ୍ୟମନ୍ତ୍ରୀଙ୍କୁ ୫ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର
ଗୁଣପୁର ରୁ ସିଦ୍ଧାର୍ଥ ଦାଶ ଙ୍କ ରିପୋର୍ଟ : ରାଜ୍ୟର କୋଣ ଅନୁକୋଣରେ କାର୍ଯ୍ୟରତ ପତ୍ରକାର ଓ ବୈଦ୍ୟୁତିକ ସାମ୍ବାଦିକ ମାନଙ୍କ ପ୍ରତି ହେଉଥିବା ଦୁର୍ବ୍ୟବହାର ଓ ଅସମ୍ମାନକୁ ବିରୋଧ କରି ଗୁଣପୁର ଉପଖଣ୍ଡ ର କାର୍ଯ୍ୟରତ ସାମ୍ବାଦିକ ମାନେ ଆଜି ଉପ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର…
ବାଲିପାଟଣା ଛକରେ ଟ୍ରକ୍ ସହ ବାଇକ ମୁହାଁମୁହିଁ : ୧ମୃତ, ୧ଗୁରୁତର
ଜଗତସିଂହପୁର:(ରମେଶ ମହାନ୍ତି)-ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ତରଜଙ୍ଗା ପଞ୍ଚାୟତ ସ୍ଥିତ କଟକ-ପାରାଦ୍ବୀପ ମୁଖ୍ୟ ରାସ୍ତାର ବାଲିପାଟଣା ଛକ ନିକଟସ୍ଥ ପଦ୍ମଗଣ୍ଡ ନିକଟରେ ଏକ ଟ୍ରକ୍ ସହିତ ଦୃତ ଗତିରେ ଆସୁଥିବା ଏକ ଆପାଚି ବାଇକ୍ ର ମୁହାଁମୁହିଁ ଧକ୍କା ହୋଇଥିଲା।ଫଳରେ ଦୁଇଜଣ ବାଇକ୍ ଆରୋହୀଙ୍କ…
ଶ୍ରାବଣର ପ୍ରଥମ ସୋମବାର, ବିଭିନ୍ନ ଶୈବପୀଠରେ ପ୍ରସ୍ତୁତି ଜୋରଦାର୍
କୋମନାରୁ ଭାଗିରଥି ଭୋଇ: ରାତିପାହିଲେ ପବିତ୍ର ଶ୍ରାବଣ ମାସ ପ୍ରଥମ ସୋମବାର। ସମସ୍ତ ଶୈବପୀଠରେ ଗୁଞ୍ଜରିତ ହେବ ଓଁମ୍ ନମଃ ଶିବାୟଃ ଶବ୍ଦ । ବେଳ ପତ୍ର, ଗୋରସ, ଦୁଦୁରା ଫୁଲ, ନଡିଆ ସହ ପାଣି ଢାଳି ମନାସିବେ ମହାଦେବଙ୍କୁ । ଏନେଇ ବିଭିନ୍ନ ଶୈବପୀଠମାନଙ୍କରେ ମଧ୍ୟ ପ୍ରସ୍ତୁତି ଜୋରଦାର…
ପ୍ରିୟଙ୍କା ଗାନ୍ଧୀଙ୍କ ଗିରଫ ପ୍ରତିବାଦରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ
ଭୁବନେଶ୍ୱର – ଉତରପ୍ରଦେଶ ସୋନଭଦ୍ରା ହତ୍ୟାକାଣ୍ଡ ଘଟଣାରେ ପୀଡିତଙ୍କ ପରିବାରଙ୍କୁ ଭେଟିବାକୁ ଯାଉଥିବା ବେଳେ କଂଗ୍ରେସ ସାଧାରଣ ସଂପାଦିକା ଶ୍ରୀମତୀ ପ୍ରିୟଙ୍କା ଗାନ୍ଧୀଙ୍କୁ ଉତରପ୍ରଦେଶର ବିଜେପି ସରକାର ଯେଉଁଭଳି ଅଗଣତାନ୍ତ୍ରିକ ଭାବରେ ଗିରଫ କରି ଅଟକ ରଖିଥିଲା ତା’ର ପ୍ରତିବାଦରେ ଆଜି…
କୋମନାରେ ମରୁଡିର ପଦଧ୍ଵନି, ଚାଷୀକୂଳ ଚିନ୍ତାରେ
କୋମନା/ଭାଗିରଥି ଭୋଇ - ନୂଆପଡା ଜିଲା କୋମନା ବ୍ଲକ ରେ ମରୁଡିର ସମ୍ଭାବନା ଦେଖାଦେଲାଣି । ବର୍ତ୍ତମାନ ଯାଏଁ ଆବଶ୍ୟକତା ଠାରୁ କମ ବର୍ଷା ହେଇଥିବାରୁ ଚାଷୀକୂଳ ଚିନ୍ତାରେ । ଯାହା ଫଳରେ ଧାନର ବେଉସଣ, ଧାନ ରୁଆ ଭଲି କାର୍ଯ୍ୟ ଆଗେଇ ପାରୁନି । ଆସନ୍ତା ୧୫ ରୁ ୨୦ ଦିନ ମଧ୍ୟରେ ବର୍ଷା ନ ହେଲେ…
ସଇଁନ୍ତଲା ବ୍ଲକରେ ନକଲି ଶିକ୍ଷକଙ୍କ ତାଲିକା ଲମ୍ବା ?
ବଲାଙ୍ଗିର(ନିରୋଜ ମିଶ୍ର);ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକରେ ନକଲି ଶିକ୍ଷକଙ୍କ ତାଲିକା ଲମ୍ବା ଥିବା ଜଣାପଡିଛି ।ଶିକ୍ଷକ ମାନଙ୍କ ଜାଲ ନିଯୁକ୍ତି ନେଇ ଏବେ ଅପ୍ରୀତିକର ପରିସ୍ଥିତିରେ ସାମ୍ନା କରୁଛି ଗଣଶିକ୍ଷା ବିଭାଗ ।ଗଣଶିକ୍ଷା ବିଭାଗର ଏହି ନିଷ୍ପତି ନିଶ୍ଚିୟ ଏକ ସ୍ୱାଗତ ଯୋଗ୍ୟ…
୬ମାସ ନପୁରୁଣୁ ଆଁ କଲାଣି ରାସ୍ତା
ବଲାଙ୍ଗିର(ନିରୋଜ ମିଶ୍ର) ;ସଇଁନ୍ତଲା ବ୍ଲକ ରେ ଦିନକୁ ଦିନ ଦୁର୍ନିତି ବଢୁଥିବା ବେଲେ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି ।ଏବଂ ଦେଖିବାକୁ ମିଲିଛି ସଇଁନ୍ତଲା ବ୍ଲକ ଡୁଙ୍ଗୁରିପାଲି ପଂଚାୟତ କୁଆଁରଗାଁ ରଶିଆପଡା କୁ ସଂଯୋଜ କରୁଥିବା ରାସ୍ତାରେ ଏକ ପୋଲ ନିର୍ମାଣ ସହିତ ରାସ୍ତା ମଧ୍ୟ ତିଆରି…