ବିଜ୍ଞାନର ବିକାଶ ପାଇଁ ଅର୍ଥ ବରାଦ ୦.୦୫ ପ୍ରତିଶତ

ଭୁବନେଶ୍ୱର(ଶାସକ ପ୍ରଶାସକ): ଚଳିତ ବର୍ଷ ବିଜ୍ଞାନ ଓ କାରିଗରୀ ବିଦ୍ୟାର ବିକାଶ ପାଇଁ ବଜେଟ୍ର ୦.୦୪ ପ୍ରତିଶତ ବ୍ୟୟବରାଦ କରାଯାଇଛି । ଗତ ୧୧ ବର୍ଷରେ ରାଜ୍ୟର ଖର୍ଚ୍ଚ ନିମନ୍ତେ ସମୁଦାୟ ୭୭ ଲକ୍ଷ ୭୫ ହଜାର ୪୮୫ କୋଟି ଓ ୩୭ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଥିବା ବେଳେ ଏହି ବିଭାଗ ପାଇଁ ବରାଦ…

କୌଣସି ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର ନିଷ୍ପତି ହୋଇନାହିଁ

୩୬ଟି ସରକାରୀ ଉଦ୍ୟୋଗରୁ କ୍ଷତିରେ ଚାଲିଛି ୯ଟି ଭୁବନେଶ୍ୱର(ଶାସକ ପ୍ରଶାସକ): ରାଜ୍ୟ ସରକାରଙ୍କ ଅଧୀନରେ ଥିବା ୩୬ଟି ସରକାରୀ ଉଦ୍ୟୋଗ ମଧ୍ୟରୁ ୯ଟି କ୍ଷତିରେ ଚାଲୁଛି । ଅବଶିଷ୍ଟ ୨୭ଟି ଉଦ୍ୟୋଗର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ଏବଂ ଏଥିମଧ୍ୟରୁ ଅଧିକାଂଶ ଲାଭରେ ଚାଲିଛି । ତେବେ କୌଣସି ସରକାରୀ…

ଉତ୍ତ୍ୟକ୍ତ ଅଭିଭାବକ ପକାଇଲେ ତାଲା ,ତହସିଲଦାରଙ୍କ ପ୍ରତିଶ୍ରୁତି ପରେ ଖୋଲିଲା

ମେଲଛାମୁଣ୍ଡା ହାଇସ୍କୁଲ ପ୍ରତି ଲଗାତାର ବିଭାଗୀୟ ଅଣଦେଖା  ମେଲଛାମୁଣ୍ଡା(ମନୋଜ ଭୋଇ ) ବରଗଡ ଜିଲ୍ଲା ଅନ୍ତର୍ଗତ ମେଲଛାମୁଣ୍ଡା ଉଚ୍ଚ ବିଦ୍ୟାଳୟରେ ଖାଲି ପଡିଥିବା ବିଭିନ୍ନ ଶିକ୍ଷକ ପଦବୀ ପୁରଣ ଦାବୀରେ ବିଦ୍ୟାଳୟ ପରିଚାଳନା ସମିତି ଏବଂ ଅବିଭାବକବୃନ୍ଦ ଶୁକ୍ରବାର ସ୍କୁଲରେ ତାଲା ପକାଇ…

ଜଗତସିଂହପୁର:ସ୍ୱାଧିନତା ସଂଗ୍ରାମୀ ମାଳତୀ ଚୌଧୁରୀଙ୍କ ଜନ୍ମବାର୍ଷିକୀ ପାଳିତ

ଜଗତସିଂହପୁର:(ରମେଶ ମହାନ୍ତି)-ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ଗାନ୍ଧୀବାଦୀ ମାଳତୀ ଚୌଧୁରୀଙ୍କ ଜନ୍ମବାର୍ଷିକୀ ଜଗତସିଂହପୁର ସରକାରୀ ମହିଳା ଉଚ୍ଚ ବିଦ୍ୟାଳୟ ଠାରେ ପାଳିତ ହୋଇଯାଇଛି।ଏହି ଅବସରରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅବସ୍ଥିତ ମାଳତୀ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ…

ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଉଚ୍ଚ ନ୍ୟାୟାଳୟର ପ୍ରତିଷ୍ଠା ଦିବସ ଉପଲକ୍ଷେ ବୃକ୍ଷରୋପଣ

ଜଗତସିଂହପୁର:(ରମେଶ ମହାନ୍ତି)-ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଓଡିଶା ଉଚ୍ଚନ୍ୟାୟାଳୟର ପ୍ରତିଷ୍ଠା ଦିବସ ଉପଲକ୍ଷେ ଜିଲ୍ଲାରେ ଥିବା ୭୦ଜଣ ପାରାଲିଗାଲ ସ୍ୱେଚ୍ଛାସେବୀ ମାନେ ପ୍ରତ୍ୟେକ ୧୦ଟି ଗଛ ହିସାବରେ ୭ଶହ ଟି ଗଛ ବିଭିନ୍ନ ଗ୍ରାମର ମନ୍ଦିର,ରାସ୍ତା କଡ,ପାର୍କ ଓ…

ଦ୍ୱାରଶୁଣି ଘାଟିର ପ୍ରଥମ ମୋଡ଼ରେ ହଜିଗଲା ଦୁଇ ଜୀବନ

ବୋଲେବମ ଯାତ୍ରା  ପାଲଟିଲା ଶେଷ ଯାତ୍ରା ବାରିପଦା(ଦିଲ୍ଲୀପ ମହାନ୍ତି )- ଶିବ ଭକ୍ତର ବୋଲବମ ଯାତ୍ରା  ଶେଷ ଯାତ୍ରାରେ ପରିଣତ ହେଲା । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଞ୍ଚଳରୁ  ୧୧ ଜଣ ବୋଲେବମ ଭକ୍ତ ବୋଲେରୋ ଗାଡ଼ିରେ ଶୁକ୍ରବାର ରାତି ପ୍ରାୟ ୧୧ଟା ସମୟରେ ବାହାରିଥିଲେ ବଲାଙ୍ଗୀର…

କିଶୋର ନ୍ୟାୟ ଆଇନ ଉପରେ ସାମ୍ବାଦିକ ମାନଙ୍କ ଭୂମିକା ସମ୍ପର୍କିତ ଜିଲ୍ଲା-ସ୍ତରୀୟ କାର୍ଯ୍ୟକ୍ରମ

      ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଲା ଶିଶୁ ସୁର୍ଲହ୍ୟା ୟୁନିଟ ପକ୍ଷରୁ  ""କିଶୋର ନ୍ୟାୟ ଆଇନ ଉପରେ  ସାମ୍ବାଦିକ ମାନଂକ ଭୂମିକା ସମ୍ପର୍କିତ ଏକ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଗର୍ଭବତୀ ଓ ଶିଶୁସ୍ବାସ୍ଥ୍ୟ ଉପରେ ଜନ ସମ୍ପର୍କ ତାଲିମ କର୍ମଶାଳା

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସେରଙ୍ଗ ଗ୍ରାମ ସ୍ଥିତ  ଲାଞ୍ଜିଆ- ଶଉରା ଉନ୍ନୟନ ସମିତି କାର୍ଯ୍ୟଳୟର ସମ୍ମିଳନୀ କକ୍ଷ ଠାରେ ୨ ଦିନିଆ ଗର୍ଭଵତି ଓ ଶିଶୁସ୍ବାସ୍ଥ୍ୟ  ଉପରେ ଏକ  ଜନ ସମ୍ପର୍କ ତାଲିମ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…

ଗଜପତି- ଜିଲ୍ଲା ସ୍ତରୀୟ ୨୭ତମ ଜାତୀୟ ପିଲାଙ୍କ ବିଜ୍ଞାନ କଂଗ୍ରେସ’ର ପ୍ରକଳ୍ପ ପ୍ରସ୍ତୁତି ପାଈଁ ପ୍ରଶିକ୍ଷଣ…

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ର ଗିରି ମୁନିସିପାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟଳୟ  ପକ୍ଷରୁ , ଏକ ଜିଲ୍ଲା ସ୍ତରୀୟ ୨୭-ତମ ଜାତୀୟ ପିଲାଙ୍କ ବିଜ୍ଞାନ  କଂଗ୍ରେସ'ର ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାପାଇଁ…

ଜିଲ୍ଲା ଭାଜପା ଓ ଯୁବ-ମୋର୍ଚ୍ଚା ପକ୍ଷରୁ କାରଗିଲ ବିଜୟ ଦିବସ

 ସ୍ୱଚ୍ଛ ଭାରତ ଅଭିଯାନ'ରେ ସଫେଇ କାର୍ଯ୍ୟ ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ଠାରେ ଜିଲ୍ଲା ଭାଜପା:ଓ ଯୁବ-ମୋର୍ଚ୍ଚା ପକ୍ଷରୁ , କାରଗିଲ ବିଜୟ ଦିବସ ପାଳନ କରାଯିବା ସହ ସ୍ୱଚ୍ଛ ଭାରତ ଅଭିଯାନ'ରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।କାରଗିଲ ବିଜୟ ଦିବସ…