ବଡ଼ବିଲ : ପୋଲ ଉପରୁ ଖସି ପଡିଲା ଡ଼ମ୍ପର ଦୁର୍ଘଟଣା, ଚାଳକ ମୃତ

ବଡ଼ବିଲ (ଶାସକ ପ୍ରଶାସକ): ଆଜି ଭୋର ସମୟରେ ବଡ଼ବିଲ ମେନରୋଡ଼ ହରିଓମ ଭବନ ନିକଟରେ ଥିବା ପୋଲରୁ ଖସି ଓଆର୦୪ଡି ୧୭୨୩ ନମ୍ବର ବିଶିଷ୍ଟ ଡ଼ମ୍ପର ଦୁର୍ଘଟଣା ଗସ୍ତ ହୋଇଛି।  ଡ଼ମ୍ପରଟି ପୋଲ ବାଡ଼କୁ ଭାଙ୍ଗି ପ୍ରାୟ ୭ ଫୁଟ ତଳେ ଖସିପଡି ଓଲଟି ପଡିଥିଲା। ଫଳରେ ଡ଼ମ୍ପର ଚାଳକ ଝାରଖଣ୍ଡ କଟଗଡ଼ ଅଞ୍ଚଳର…

ଏରସମା ବାଇକ୍ ଶୋରୁମ୍ ରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ଶତାଧିକ ବାଇକ୍

ଜଗତସିଂହପୁର:(ରମେଶ ମହାନ୍ତି)–ଏରସମା ବଜାରରେ ଥିବା ଏକ ବାଇକ ଶୋରୁମ୍ ରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୧କୋଟି ଟଙ୍କାରୁ ଉର୍ଦ୍ଧ ମୂଲ୍ୟର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି।ଶୋ ରୁମ୍ ଭିତରେ ଥିବା ୧୧୦ରୁ ଉର୍ଦ୍ଧ ବାଇକ ଓ ସ୍କୁଟି ପୋଡି ଯାଇଥିବା ବେଳେ କମ୍ପାନୀର…

ସମସ୍ୟା ଭିତରେ ଗୋଷ୍ଠୀ ଓଡ଼ଗାଁ ସ୍ୱାସ୍ଥ୍ୟ କେନ୍ଦ୍ର

ଓଡ଼ଗାଁ,(ଶାସକ ପ୍ରଶାସକ) : ଓଡଗାଁ ଡାକ୍ତରଖାନାରେ ଦିର୍ଘଦିନଧରି ସ୍ଥାନୀୟ ଅଂଚଳର ଏକାଧିକ କର୍ମଚାରୀ ବିଭିନ୍ନ ପଦ ପଦବୀରେ ଆସ୍ଥାନ ଜମାଇ ରହିଥିବା ବେଳେ ସେମାନଙ୍କର ନିଷ୍ଠୁର ବ୍ୟବହାରରେ ରୋଗୀମାନେ ଅତିଷ୍ଠ ହୋଇ ପଡୁଥିବା ଜଣା ପଡିଛି । ଫଳରେ ଉକ୍ତ ଡାକ୍ତରଖାନା ଉପରେ ଭରଷା ନକରି…

ସରକାରଙ୍କ ନଜରରେ ନାହିଁ ସୁଭାସିନି ଉଚ୍ଚ ବିଦ୍ୟାଳୟ???

କନ୍ଧମାଳ/ଗଗନ କୁମାର ପ୍ରଧାନ : କନ୍ଧମାଳ ଜ଼ିଲ୍ଲାର କୋଟଗଡ ବ୍ଲକର ଓରା ଗ୍ରାମ ପଞ୍ଚାୟତ.। ଏହି ଗ୍ରାମ ରେ ରହି ଅଛି 1996ରେ ସ୍ଥାପିତ ହୋଇ ଥିବା ସୁଭାସିନି ଉଚ୍ଚ ବିଦ୍ୟାଳୟ, ଯାହାର ଦୁଃଖ ଦୁର୍ଦଶା କହିଲେ ନ ସରେ । ବର୍ତ୍ତମାନ ଏହି ବିଦ୍ୟାଳୟରେ 110 ଛାତ୍ର ଛାତ୍ରୀ ପଢୁଛନ୍ତି ଏବଂ 6ଜଣ…

ସରକାରଙ୍କ ମହତ୍ତ୍ୱପୂର୍ଣ୍ଣ ୫ “ଟି’ ଉପରେ ବୈଠକ ନେଲେ ସୂଚନା ଲୋକସମ୍ପର୍କ ସଚିବ

ଭୁବନେଶ୍ୱର,(ଶାସକ ପ୍ରଶାସକ) :  ରାଜ୍ୟରେ ସୁଶାସନ ପ୍ରଦାନ କ୍ଷେତ୍ରରେ ୫ "ଟି' ଯଥା  ସାମୂହିକ ବା ସମ୍ମିଳିତ ପ୍ରୟାସଗତ କାର୍ଯ୍ୟ (ଟିମ୍ ଓ୍ୱାର୍କ), ସ୍ୱଚ୍ଛତା (ଟ୍ରାନ୍ସପାରେନ୍ସି), ବୈଷୟିକ ଜ୍ଞାନକୌଶଳ (ଟେକ୍ନୋଲୋଜି), ରୂପାନ୍ତରଣ (ଟାନ୍ସଫରମେସନ୍) ଏବଂ ସମୟ (ଟାଇମ୍)କୁ ଆଧାର  କରି…

ସ୍ୱତନ୍ତ୍ର କିଶୋର ଆରକ୍ଷୀ ୟୁନିଟର ଦାୟିତ୍ୱ ଓ ଭୁମିକା ସମ୍ପର୍କିତ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଆନ୍ଧ୍ର ବ୍ୟାଙ୍କର ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ କିଶୋର ନ୍ୟାୟ ଅନ୍ତର୍ଗତ ଶିଶୁ ମାନଙ୍କ ଯତ୍ନ ଓ ସୁରକ୍ଷା ଅଧିନିୟମ-୨୦୧୫ ଉପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ସ୍ୱତନ୍ତ୍ର କିଶୋର ଆରକ୍ଷୀ…

ଘରୋଇ ଛାତ୍ରଛାତ୍ରୀ ନିବାସର ପରିଚାଳକଙ୍କୁ ଦିଆଗଲା କିଶୋର ନ୍ୟାୟର ମାର୍ଗ ଦର୍ଶିକା ଓ ମାନଦଣ୍ଡ ଉପରେ ତାଲିମ

 ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନର ସଭାକକ୍ଷ ଠାରେ ଜିଲ୍ଲାରେ ଥିବା ସମସ୍ତ ଘରୋଇ ଛାତ୍ରଛାତ୍ରୀ ନିବାସର ପରିଚାଳକଙ୍କ ନିମନ୍ତେ କିଶୋର ନ୍ୟାୟ ଅଧିନିୟମ ୨୦୧୫ ଓ ମାନ…

କି ପ୍ରକାର ସ୍ଖଳିତ ମାନସିକତା : ଯେତେ ବି ନିନ୍ଦା କଲେ କମ ହେବ

ବରଗଡ଼ : ବରଗଡ଼ ଜିଲ୍ଲାରେ ଲଜ୍ଜା । ନିଜର କାମ ଲାଳସା ମେଣ୍ଟାଇବା ପାଇଁ 4 ବର୍ଷୀୟା ଭଉଣୀକୁ ଦୁଷ୍କର୍ମ କରିଛି ଖୋଦ ନିଜର ରକ୍ତ ସମ୍ପର୍କୀୟ ଭାଇ । ଏଭଳି ଲଜ୍ଜା ଜନକ ଘଟଣା ଘଟିଛି ଅତାବିରା ଥାନା ଗୋଡ଼ଭଗା ଅଞ୍ଚଳରେ । ଏଭଳି ଘଟଣା ଜଣାପଡ଼ିବା ପରେ ଗତକାଲି 26ତାରିଖରେ ପୀଡ଼ିତା ଶିଶୁକନ୍ୟାଙ୍କ…

ହ୍ରାସ ଘଟୁନାହିଁ ଭିନ୍ନକ୍ଷମଙ୍କ ସଂଖ୍ୟା

ଭୁବନେଶ୍ୱର (ଶାସକ ପ୍ରଶାସକ) : ବର୍ତମାନ ଭିନ୍ନକ୍ଷମତାକୁ ୨୧ ପ୍ରକାର ଭାଗରେ ବିଭକ୍ତ କରାଯାଇଛି । ରାଜ୍ୟରେ ଭିନ୍ନକ୍ଷମ ଦୂରୀକରଣ ପାଇଁ ସରକାରଙ୍କ ପକ୍ଷରୁ ବହୁ ବହୁମୁଖୀ ଯୋଜନା ଓ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଏହା ସେମାନଙ୍କ ସଂଖ୍ୟାରେ ହ୍ରାସ ଘଟୁନାହିଁ ବୋଲି ସାମାଜିକ ସୁରକ୍ଷା ଓ…

“ଦାଦନ ଶ୍ରମିକଙ୍କ ଥଇଥାନ ପାଇଁ ଶ୍ରମ ବିଭାଗର କିଛି ଯୋଜନା ନାହିଁ”

ଭୁବନେଶ୍ୱର, (ଶାସକ ପ୍ରଶାସକ): ୨୦୧୧-୧୨ ବର୍ଷରୁ ୨୦୧୮-୧୯ ବର୍ଷ ମଧ୍ୟରେ ୮୫୬୮୦ଜଣଙ୍କୁ ତାଲିମ ପ୍ରଦାନ କରାଯାଇ ନିଯୁକ୍ତିକ୍ଷମ କରାଯାଇଛି । ସେମାନଙ୍କ ମଧ୍ୟରୁ ୧୬୭୭୭ଜଣ ନିଯୁକ୍ତି ସୁଯୋଗ ପାଇଛନ୍ତି । ତେବେ ରାଜ୍ୟ ବାହାରର ଇଟା ତିଆରି କାମରେ ଦକ୍ଷତା ଅର୍ଜନ କରି କାମ କରୁଥିବା ଲକ୍ଷ ଲକ୍ଷ…