Sign in
Sign in
Recover your password.
A password will be e-mailed to you.
ସରିଲା ନାମାଙ୍କନ ପ୍ରାର୍ଥୀ ପତ୍ର ଦାଖଲ : ନୂଆପଡ଼ା ପାଇଁ ୯, ଖଡ଼ିଆଳ ପାଇଁ ୧୨
ନୂଆପଡ଼ା,(ଅମିତ ପୁରୋହିତ) ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ ନୂଆପଡ଼ା ଜିଲ୍ଲାର ନୂଆପଡ଼ା ବିଧାନସଭା ମଣ୍ଡଳୀରେ ୯ ଜଣ ଓ ଖଡ଼ିଆଳ ବିଧାନ ସଭା ମଣ୍ଡଳୀରେ ୧୦ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଏଥିରେ ନୂଆପଡ଼ା ବିଧାନ ସଭା ମଣ୍ଡଳୀରେ ୪ ଜଣ ଓ ଖଡ଼ିଆଳ ବିଧାନ ସଭା…
ନାମାଙ୍କନ ପତ୍ର ଦାଖଲ କଲେ ବରିହା,ପୁରୋହିତ ଓ ସତ୍ୟ ଭୂଷଣ
ବରଗଡ :- 2019 ସାଧାରଣ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାର ଆଜି ଶେଷ ତାରିଖ ଥିଲା । ଆସନ୍ତା ନିର୍ବାଚନ ପାଇଁ ପଦ୍ମପୁର ଉପଜିଲ୍ଲାପାଳଙ୍କର କାର୍ୟାଳୟ ଆଜି ପଦ୍ମପୁର ନିର୍ବାଚନମଣ୍ଡଳୀ ପାଇଁ ବିଜୁ ଜନତା ଦଳରୁ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳ ର ଜିଲ୍ଲା ସଭାପତି ଶ୍ରୀ…
ଅବିଚାରର ପ୍ରତିବାଦରେ କାନ୍ଦି କାନ୍ଦି ବିଜେପିକୁ ଛାଡିଲେ
ଦୀର୍ଘ ୩୦ବର୍ଷର ସମ୍ପର୍କ ତୁଟାଇଲେ ଲଢୁଆ ନେତା ସୁବାଷ ଚୌହାନ
,“ମୋ ପ୍ରତି ଷଡ଼ଯନ୍ତ୍ର ହୋଇଛି। ଗତଥର ସର୍ବାଧିକ ଭୋଟ ପାଇଥିଲି, ଷଡ଼ଯନ୍ତ୍ର ପାଇଁ ହାରିଲି। ଏଥର ଷଡ଼ଯନ୍ତ୍ର କରି ମୋ ଟିକେଟ କାଟି ଦିଆଗଲା। ୧୨ ହଜାର ଭୋଟ ପାଇଥିବା ଲୋକ ଟିକେଟ ପାଇଛନ୍ତି। ଖାଲି ପ୍ରଚାର କଲେ, ଉଜ୍ଜ୍ୱଳା…
ହାତୀବନ୍ଧା ଠାରେ 108 କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ
ସିନାପାଲିରୁ ନିରାକାର ମେହେର: ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ହାତୀବନ୍ଧା ରେ ୧୦୮କୁଣ୍ଡୀୟ ଗାୟତ୍ରୀ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି ଏ ଥିରେ ଗାଁ ର ସବୁଲୋକ ଓ ଛତିଶଗଡ,କଳାହାଣ୍ଡିରୁ ମଧ୍ୟ ହଜାର ହଜାର ସଂଖ୍ୟାରେ ଯୋଗଦେଇଥିଲେ |ହାତୀବନ୍ଧା ଅନେକ ଯୁବକ, ମା, ଭଉଣୀ, ଗାୟତ୍ରୀ କର୍ମ କର୍ତ୍ତା…
ବଡ଼ବିଲ ପ୍ରେସ କ୍ଲବର ବାର୍ଷିକୋତ୍ସଵ
ବଡ଼ବିଲ/ଚିତ୍ତରଞ୍ଜନ କର : ବଡ଼ବିଲ ପ୍ରେସ କ୍ଲବର ବାର୍ଷିକୋତ୍ସଵ ସ୍ଥାନୀୟ ମ୍ୟୁନିସିପାଲିଟି ଟାଉନ ହଲରେ ପାଳିତ ହୋଇଛି। ଏହି ଅବସରରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ତୁଳସୀ ମୁଣ୍ଡା, ମୁଖ୍ୟବକ୍ତା ଭାବରେ ବରିଷ୍ଠ ସାମ୍ବାଦିକ ରବି ଦାସ, ସମ୍ମାନିତ ଅତିଥି ଭାବେ ପଦ୍ମଶ୍ରୀ…
ବିଦ୍ରୋହୀ କାଳ, ଦେଖ, କି ହେଉଛି ଫଳ !!!
ଗୁଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଗତକାଲି ବିଭିନ୍ନ ଦଳ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ
ଗୁଣପୁରରୁ ସିଦ୍ଧାର୍ଥ ଦାଶ: ଗତ ଗୁରୁବାର ଦିନ ବିଜେଡ଼ି ରୁ ରଘୁନାଥ ଗମାଙ୍ଗ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ ଗୁଣପୁର ବିଧାୟକ ତ୍ରିନାଥ ଗମାଙ୍ଗ ହଜାର ହଜାର ସଂଖ୍ୟା ରେ ସମର୍ଥକ ଙ୍କୁ ନେଇ…
ଲଗାମ ଛଡା ଲୁଟେରା, ଲଗାତାର ଲୂଟ : ଦିନ ଦିପହର ବାଇକରୁ ଲୁଟିନେଲେ ୨୦ ହଜାର
ଓଡଗାଁ: ଓଡଗାଁ ଲକ୍ଷ୍ମୀବଜାରରେ ଷୋମବାର ଦିନ ୧୧ଟା ବେଳେ ଗୋଟିଏ ମୋପେଡ ବାଇକରୁ ୨୦ହଜାରଟଙ୍କା ଲୁଟ୍ ହୋଇଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଏହି ଥାନା ଅନ୍ତର୍ଗତ ବାଣ୍ଠପୁର ଗ୍ରାମର ତ୍ରିଲୋଚନ ନାଏକ (୪୫) ଓଡଗାଁ ଗ୍ରାମବ୍ୟାଙ୍କ ଏଟିଏମରୁ ୨୦ହଜାର ଟଙ୍କା ଉଠାଇ ବ୍ୟାଗରେ ଟଙ୍କାରଖି …
ବାଘ ଚମଡା ସହ ତିନି ଆସାମୀ ଗିରଫ
ବାରିପଦା(ଦିଲ୍ଲୀପ ମହାନ୍ତି ) ମୟୁରଭଞ ଜିଲା କରଞିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣି ରେଞ ଟାଟୋ ସେକସନ ପୁରୁଣାପାଣି ବିଟ କଙ୍କଡା ଗ୍ରାମଠାରେ ଗତକାଲି ରାତ୍ରୀରେ ବନବିଭାଗ କୋଣସି ସୂତ୍ରରୁ ଖବରପାଇ ଚଡାଉ କରି ଗୋଟିଏ ବାଘ ଚମଡା ସହ ତିନିଜଣ ଆସାମୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଅଛି ।…
ଫସଲ କ୍ଷତିପୂରଣ ଦାବୀରେ ଜିଲାପାଳଙ୍କ କାର୍ଯ୍ୟାଲୟ ସମ୍ମୁଖରେ ଦମ୍ପତିଙ୍କ ଧାରଣା
ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୁରଭଞ ଜିଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବେତନଟୀ ବ୍ଲକର ବଡଖିରିପଦା ଗ୍ରାମର ଏକ ଦମ୍ପତି ହାତୀପଲ ଙ୍କ ଦ୍ୱାରା ନିଜ ଚାସଜମିରେ ନଷ୍ଟ ହଇଥିବା ଫସଲର କ୍ଷତିପୂରଣ ଦାବୀରେ ଆଜି ଅନଶନ ରେ ବସିଛନ୍ତି । ଘଟଣାରୁ ପ୍ରକାଶ ଯେ ଉକ୍ତ ଗ୍ରାମର ନରେଶ କୁମାର ପାତ୍ର…
ଧର୍ମେନ୍ଦ୍ରଙ୍କୁ ଖୋଲା ଚାଲେଞ୍ଜ ଦେଲେ ରାଜକିଶୋର :”ଯଦି ସତ୍ସାହସ ଅଛି, ତେବେ ମୋ ସହିତ ମୋରଡ଼ାରେ ନିର୍ବାଚନ…
ମୁଁ ଗତ କିଛିଦିନ ତଳେ ଭାରତୀୟ ଯାତ୍ରାପାର୍ଟିରେ ଅଭିନୟ କରୁଥିଲି
ମୋର ରାଜନୈତିକ ଜୀବନକୁ ହତ୍ୟା କରିବା ପାଇଁ ଯେତେବେଳେ ଷଡ଼ଯନ୍ତ୍ର ଚାଲିଥିଲା
କ୍ଷମତାଲୋଭି ଔରଙ୍ଗଜେବ୍ ବିଜେପିର ବରିଷ୍ଠ ନେତାମାନଙ୍କ ରାଜନୈତିକ ଭବିଷ୍ୟତକୁ ହତ୍ୟା କରିବାକୁ ଚେଷ୍ଟା କରୁଛନ୍ତି ।
ୱାର୍ଡମେମ୍ବରଟିଏ…