Sign in
Sign in
Recover your password.
A password will be e-mailed to you.
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ
ବରଗଡ :- ଆଜି ଭୋରରୁ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବୁଡେନ ସମବାୟ ସମିତିର ସମ୍ପାଦକ ଖଗେଶ୍ବର ବେହେରାଙ୍କର ବୁଡେନ କାର୍ୟାଳୟ , ବୁଡେନ ସ୍ଥିତ ତାଙ୍କର ପୈତୃକ ବାସଭବନ ,ବୁଡେନ ସ୍ଥିତ ତାଙ୍କର ନିଜ ଘର , ପଦ୍ମପୁର ଓ ପଦ୍ମପୁର ଚାରପାଳି ସ୍ଥିତ ଘର ଓ ତାଙ୍କର ବଲାଙ୍ଗୀର ସ୍ଥିତ ଶଶୁର ଘରେ…
ମାନବ ସେବା ସଂଘ ଟ୍ରଷ୍ଟ ପକ୍ଷରୁ “ଆଭାର”, ଟ୍ରାଫିକ ପୋଲିସଙ୍କୁ ଛତା ଉପହାର
ଝାରସୁଗୁଡା (ସୁବାସ ସାହାରେ ) : ମାନବ ସେବା ସଂଘ ଟ୍ରଷ୍ଟ, ଝାରସୁଗୁଡ଼ା ତରଫରୁ ଆଜି ବସଷ୍ଟାଣ୍ଡ ଟ୍ରାଫିକ ଟାୱାର ନିକଟରେ ଆଭାର- କାର୍ଯ୍ୟକ୍ରମ ଆୟୋଜନ କରା ଯାଇଥିଲା। ଆଭାର କାର୍ଯ୍ୟକ୍ରମ ସଂଘ ପାଇଁ ଗୋଟିଏ ସ୍ଵତନ୍ତ୍ର ମହତ୍ଵ ରଖେ। କୌଣସି ବ୍ୟକ୍ତି ମାନବତା ପାଇଁ କଷ୍ଟ ସ୍ୱୀକାର କରୁଛି ତାର…
ଅଦାଲତ ନିର୍ଦ୍ଦେଶକୁ ପୁଲିସର ଫୁ—-
ପୁଲିସର ସ୍ୱେଚ୍ଛାଚାରୀ ମନୋଭାବ ଉପରକୁ କରାଉଛି ଅଙ୍ଗୁଳି ନିର୍ଦ୍ଦେଶ
ବାରିପଦା(ଦିଲ୍ଲୀପ ମହାନ୍ତି )- ମୁଖ୍ୟମନ୍ତ୍ରୀ ନବୀନ ଓଡ଼ିଶାରେ ସ୍ୱଚ୍ଛ ନିର୍ମଳ ଶାସନ ବ୍ୟବସ୍ଥା ପ୍ରଚଳନ କ୍ଷେତ୍ରରେ ବିଭିନ୍ନ ପ୍ରକାରର ଜନକଲ୍ୟାଣକାରୀ ପଦକ୍ଷେପମାନ ଗ୍ରହଣ କରିଛନ୍ତି । ଏହା ମଧ୍ୟରେ…
୭୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର କାଠ ପଟା ଜବତ
ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ମଗରବନ୍ଧ ଗ୍ରାମରେ ଓଡଗାଁ ବନବିଭାଗ ପକ୍ଷରୁ ଚଢାଉ କରାଯାଇ ୧୧୦ ଖଣ୍ଡ ଚୋରା କାଠ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୭୦ହଜାର ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି । ଏହି ଗ୍ରାମର ତ୍ରିନାଥ ନାୟକ ବେଆଇନ ଭାବରେ ଚୋରାରେ କାଠ ବେପାର କରୁଥିବା ବିଶେଷ…
ଯେତେ ପ୍ରଶ୍ନ ପଚାରିଲେ ବି ଉତ୍ତର ସେଇ ସଂକ୍ଷିପ୍ତ ଆଉ ସରଳ
ଓଡ଼ିଆ ଭାଷା ସ୍ୱାର୍ଥ ସଂପର୍କିତ ପ୍ରଶ୍ନର ଉତର ଫାଙ୍କିଦେଲେ ମନ୍ତ୍ରୀକହିଲେ ଭାଷା ଲୋପ ପାଇବା ଘଟଣା ଦୃଷ୍ଟିକୁ ଆସିନାହିଁ
ଭୁବନେଶ୍ୱର,(ଶାସକ ପ୍ରଶାସକ): ଓଡ଼ିଶା ଏବଂ ସମଗ୍ର ବିଶ୍ୱରେ ଓଡ଼ିଆ ଭାଷାଭାଷୀଙ୍କ ସଂଖ୍ୟା କେତେ? ଏ ସଂପର୍କରେ ରାଜ୍ୟ ସରକାର ବା କୌଣସି ସଂସ୍ଥା ଆକଳନ କରିଛନ୍ତି…
ରାଜ୍ୟସରକାରଙ୍କ ଯୋଜନା ବୋର୍ଡ ଚାଲିଛି ଏମିତି
୨୦୦୭ ମସିହା ଅକ୍ଟୋବର ୧୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିଲା ଶେଷ ବୈଠକ ଗସ୍ତ ଖର୍ଚ୍ଚ ୩୭.୯୩ ଲକ୍ଷ ସହିତ ମୋଟ ଖର୍ଚ୍ଚ ୧.୧୦ କୋଟିବିଷ୍ଣୁ ଦାସଙ୍କ ଉପାଧ୍ୟକ୍ଷ କାଳରେ ବୋର୍ଡ ସର୍ବାଧିକ ଖର୍ଚ୍ଚ
ଭୁବନେଶ୍ୱର,(ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ…
ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଉଦି ଆରବର ଶକ୍ତି ମନ୍ତ୍ରୀଖାଲିଦ ଅଲଫଲିଙ୍କ ସହ…
ଉଭୟ ଦେଶ ମଧ୍ୟରେ ବିଶେଷ ଭାବରେ ହାଇଡ୍ରୋ କାର୍ବନ କ୍ଷେତ୍ରରେ ପାରସ୍ପରିକ ସହଯୋଗ ବୃଦ୍ଧିକୁ ନେଇ ଆଲୋଚନା ଏସିଆନ ପ୍ରିମିୟମରେ ବୃଦ୍ଧି ପ୍ରସଙ୍ଗ , ଷ୍ଟେ୍ରଟ ଅଫ ହମରୋଜ ରେ ଅଶାନ୍ତି କାରଣରୁ ଆସୁଥିବା ସମସ୍ୟାନେଇ ଭାରତର ଉଦବେଗ ସମ୍ପର୍କରେ କଲେ ଅବଗତ ଭାରତରେ ତୈଳ ଓ ଗ୍ୟାସ କ୍ଷେତ୍ରରେ…
ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପତ୍ର, ଓବିସି ଓ ଏସଇବିସି ବର୍ଗ ପାଇଁ ସଂରକ୍ଷଣ ବ୍ୟବସ୍ତା ଲାଗୁ…
ଓଡିଶାରେ ଓବିସି ଓ ଏସଇବିସି ବର୍ଗ ରାଜ୍ୟ ଜନସଂଖ୍ୟାର ଏକ ପ୍ରମୁଖ ବର୍ଗ ଏବଂ ଏମଧ୍ୟରୁ ଅନେକ ଦାରିଦ୍ର୍ୟ ଓ ଅଶିକ୍ଷା ମଧ୍ୟରେ କାଳାତିପାତ କରୁଛନ୍ତି । ଓଡିଶା ସରକାର ସରକାରୀ ଚାକିରୀ ଓ ଶିକ୍ଷାନୁଷ୍ଠାନରେ ଓବିସି ମାନଙ୍କୁ ସଂରକ୍ଷଣ ସୁବିଧା ଦେଉନଥିବା ବେଳେ ଏସଇବିସି ମାନଙ୍କୁ…
ଫନି ବାତ୍ୟା ପାଇଁ ମିଳିଛି ୫୨୦.୯୪ କୋଟି
ଭୁବନେଶ୍ୱର : ଭୟଙ୍କର ସାମୁଦ୍ରକ ବାତ୍ୟା ଫନି ପରେ ବିଭିନ୍ନ ସୂତ୍ରରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଓ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷଙ୍କୁ ବର୍ତମାନ ସୁଦ୍ଧା ମୋଟ ୫୨୦ କୋଟି ୯୪ ଲକ୍ଷ ୪ ହଜାର ୨୯୦ ଟଙ୍କା ମିଳିଛି । ସେଥିମଧ୍ୟରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ…
ବାନ୍ତି କଲେ ପାଟିରୁ ବାହାରୁଛି ପୋଡ଼ା କାଠର କୋଇଲା
ବଲାଙ୍ଗିର / ନିରୋଜ ମିଶ୍ର : ବାନ୍ତି କଲେ ପାଟିରୁ ବାହାରୁଛି ପୋଡ଼ା କାଠର କୋଇଲା। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳୁଛି ଖପ୍ରାଖୋଲ ବ୍ଲକ ବୁଡ଼ିବାହାଲ ଗ୍ରାମର ଚୁଡ଼ାମଣି ପୁଟେଲଙ୍କ ୧୦ ବର୍ଷୀୟା ଝିଅ ସସ୍ମିତାଙ୍କ କ୍ଷେତ୍ରରେ। ଏଭଳି ଘଟଣା ଜଣାପଡ଼ିବା ପରେ ବୁଧବାର ସମ୍ପୃକ୍ତ…