ଏଟା ମଣିଷ ନା ପଶୁ : ସୋସିଆଲ ମିଡିଆରେ ଭାଇରାଲ ହେଲା ଛାତ୍ରଛାତ୍ରୀ ଙ୍କୁ ମାଡ ଘଟଣା।(see Video)

0 2

ହରଭଙ୍ଗା /ପ୍ରତାପ ମେହେର : ସୋସିଆଲ ମିଡ଼ିଆରେ ଘୁରି ବୁଲୁଚି ଛାତ୍ରଛାତ୍ରୀଙ୍କୁ ମାଡମାରୁଥିବାର ଦୃଶ୍ୟ I ସ୍କୁଲ ଭିତରେ ପରିଶ୍ରା କରିବାରୁ 33 ଛାତ୍ର ଛାତ୍ରୀ ଙ୍କୁ ନିସ୍ତୁକ ମାଡମାରିଥିବା ଦୃଶ୍ୟ  ଭାଇରାଲ ହେବାରେ ଲାଗିଛି। ଦୃଶ୍ୟ ଟି ହେଉଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର କାଲେଶ୍ୱର ଅନୁସୂଚିତ ଜାତି ଜନଜାତି ସ୍କୁଲ ର। ସୂଚନା ମୁତାବକ ସ୍କୁଲ ପରିଚାଳକଙ୍କ  ପୁଅ  ଜଣକ ନିଜର ବହାଦୁରୀ ଦେଖାଇବାକୁ ଯାଇ ଏହି ନିରୀହ ପିଲାଙ୍କୁ  ନିସ୍ତୁକ ଭାବରେ ପିଟିଥିବା ର ଜଣା ପଡ଼ିଛି। ପରେ  ସ୍କୁଲ ପରିଚାଳକ ଙ୍କ  ପୁଅ ଉପରେ ବୋୖଦ୍ଧ ପୋଲିସ ପକ୍ଷରୁ କଯ୍ୟାନୁଷ୍ଠା ହେଇଥିବାର ସୂଚନା ମିଳିଛି।

Leave A Reply

Your email address will not be published.