ଅଶାକର୍ମୀଙ୍କୁ ଚିକିତ୍ସାଧିକାରୀଙ୍କ ଦୁର୍ବ୍ୟବହାର ଅଭିଯୋଗ : ଜିଲ୍ଲାପାଳଙ୍କ ପାଖରେ ଦେଲେ ଫେରାଦ

ବରଗଡ଼ ଜିଲ୍ଳା ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ଭୁକ୍ତା ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଆଶାକର୍ମୀ ମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି । ଏନେଇ ଆଶା କର୍ମୀମାନେ ଆଜି ବରଗଡ଼ ଜିଲ୍ଳାପାଳଙ୍କୁ ଭେଟି ତାଙ୍କର ବଦଳି କରାଯିବାକୁ ଦାବି କରିଛନ୍ତି । ଆଶା ମାନଙ୍କ କାମ…

କିଶୋର ନ୍ୟାୟ ଆଇନ ସଚେତନତା ଶିବିର

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହାରାଜଙ୍କ ବାଳିକା ଉଚ୍ଚ ବିଦ୍ୟାଳୟର ସଭାଗୃହ ଠାରେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ କିଶୋର ନ୍ୟାୟ ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ ବିଷୟରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ…

ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟରେ ରକ୍ତ ଦାନ ଶିବିର

ବରଗଡ :- ରକ୍ତ ଦାନ ମହତ ଦାନ । ଆଜିର ଦିନରେ ପ୍ରତ୍ୟେକ ରକ୍ତ ଭଣ୍ଡାରରେ ରକ୍ତ ର ଅଭାବ । ଏହି ଅଭାବ କୁ ପୂରଣ କରିବା ନିମନ୍ତେ ଆଗେଇ ଆସୁଛନ୍ତି ଅନେକ ଅନୁଷ୍ଠାନ , ସ୍ବେଛାସେବୀ ସଂସ୍ଥା , ଓ ସମାଜସେବୀ ବନ୍ଧୁ । ଏହିକ୍ରମ ରେ ଆଜି ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ଶ୍ରୀ ଶ୍ରୀ…

“ଜୀବନ ବୀମା ମିଳିିତ ମଞ୍ଚ ତରଫରୁ ପ୍ରତିିବାଦ ସଭା”

 ଝାରସୁଗୁଡା (ଖୁର୍ସିଦ ଆଲାମ ଖାଁ) :ଆଜିି ଜୀବନ ବୀମା ମିଳିିତ ମଞ୍ଚ(ଅଫିସର ସଂଘ,ଉନ୍ନୟନ ଅଫିସର ସଂଘ ଓ ବୀମା କର୍ମଚାରୀ ସଂଘ)ତରଫରୁ ଏକ' ପ୍ରତିିବାଦ ସଭା' ବେହେରାମାଳ ସ୍ଥିତଜୀବନଜ୍ୟାେତିି ଭବନ ଠାରେ ଅରୁନ ଚଇନିିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛିି। ସଭାକୁ ସମ୍ବୋଧିତ  କରିି…

ଜିଲ୍ଲା ସ୍ଵାସ୍ଥ୍ୟ ଅବ୍ୟବସ୍ଥାକୁ ନେଇ ୩ ତାରିଖ ୨୪ ଘଣ୍ଟିଆ ଝାରସୁଗୁଡ଼ା ବନ୍ଦ ।

 ଝାରସୁଗୁଡା (ଖୁର୍ସିଦ ଆଲାମ ଖାଁ) : ଝାରସୁଗୁଡ଼ା ଆସନ୍ତା ଅଗଷ୍ଟ ୩ ତାରିଖ ୨୪ ଘଣ୍ଟା ବନ୍ଦ ଡାକରା ଜୟ ଭୀମ ଘାସି ସମାଜ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଦ୍ବାରା ସୂଚନା ଦିଆଯାଇଛି |  ବନ୍ଦ ଡାକରା ର ମୁଖ୍ୟ ଉଦ୍ଦେଶ୍ୟ  ମଙ୍ଗଳବଜାରସ୍ଥିତ ପୁରୁଣା ଡାକ୍ତରଖାନାକୁ ପୁନର୍ବାର କାର୍ଯ୍ୟକ୍ଷମ…

ମୃତ କର୍ମଚାରୀଙ୍କ ପରିବାରକୁ ୧୫ ଲକ୍ଷ ଅନୁକମ୍ପା ରାଶି ଦିଆଯିବ

  ଝାରସୁଗୁଡା (ଖୁର୍ସିଦ ଆଲାମ ଖାଁ): ଝାରସୁଗୁଡ଼ା ପ୍ରଶାସନ  ଠିକା ସଂସ୍ଥା ଏବଂ ମୃତ ମୁମତାଜ ଖାନ୍ ଙ୍କ ପରିବାର ମଧ୍ୟରେ ତ୍ରିପାକ୍ଷିକ ବୈଠକ ଜିଲ୍ଲା ପ୍ରଶାସନ କାର୍ଯ୍ୟଳୟରେ ହୋଇଥିଲା ଏବଂ ଏହି ଆଲୋଚନାରେ ମୃତକଙ୍କ ଦୁଇ ସନ୍ତାନଙ୍କ ନାଁ ରେ ୫ ଲକ୍ଷ ଲେଖାଏଁ ଡିପୋଜିଟ ଏବଂ ୪ ଲକ୍ଷ ଉଭୟ…

ଆତଙ୍କ : ଅଧାରେ ରହିଲା ଅମରନାଥ ଯାତ୍ରା

 ଯାତ୍ରା ସ୍ଥଗିତ, କାଶ୍ମୀର ଘାଟି ଜଲ୍ଦି ଛାଡିବାକୁ ଜାରି ହେଲା ଆଡଭାଇଜରୀ |  ଶ୍ରୀନଗର : ଅମରନାଥ ଯାତ୍ରା ଅବସରରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ରହିଛି ବୋଲି ଗୁଇନ୍ଦା ସୂଚନା ମିଳିବା ପରେ ଜାମ୍ମୁ କାଶ୍ମୀର ସରକାର ସତର୍କତାମୂଳକ ପଦକ୍ଷେପ ଭାବେ ଯାତ୍ରାକୁ  ସ୍ଥଗିତ ରଖିଛନ୍ତି | ଆଉ…

ଓଡିଶା ଓ ଆନ୍ଧ୍ର ସୀମାନ୍ତର ସାମ୍ବାଦିକ ମାନଙ୍କୁ ନେଇ ଆନ୍ଧ୍ର ପୋଲିସର ମିଳିତ ସମନ୍ବୟ ବୈଠକ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ଓ ଆନ୍ଧ୍ର ସୀମାନ୍ତ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରକୁ ଲାଗି ରହିଥିବା ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲା  ପାତପାଟଣାମ୍ ସହରରେ ପାତପାଟଣାମ୍ ଥାନା ପୋଲିସ ପକ୍ଷରୁ ଉଭୟ ସୀମାନ୍ତରେ ଅପରାଧ ଓ ଅପରାଧୀକୁ ରୋକିବା ଏବଂ ଅପରାଧ…

ଗର୍ଜି ଉଠିଲେ ଦଳିତ ଅଧିକାର ମଞ୍ଚ

ନୂଆପଡା/ପ୍ରିୟବ୍ରତ ପଣ୍ଡା : ବୋଡେ଼ନ ବ୍ଲକ ନୂଆପଡା ଜିଲ୍ଲା ଦେଖିବାକୁ ମିଳି ଥିଲା ଏକ ଅଭୂତପୂର୍ବ ଦୃଶ୍ୟ ବ୍ଲକ ଘେରାଉ କରିଥିଲେ ଦଳିତ ଅଧିକାର ମଞ୍ଚ ନୂଆପଡା ଜିଲ୍ଲା ର ସହସ୍ରାଧିକ କର୍ମୀ । ସାମାଜିକ ନ୍ୟାୟ ପାଇଁ ଲଢ଼ୁଥିବା ଯୁବ ନେତା କମଳ ଚରଣ ତାଣ୍ଡି ଙ୍କ ଆବାହନ କ୍ରମେ ନୂଆପଡା ଜିଲ୍ଲା…

ଅସୁସ୍ଥ ହୋଇ ପ୍ରାଣ ହରାଇଲେ ଓଡିଆ ଯବାନ

ବଲାଙ୍ଗିର (ସ୍ୱତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) ଆସାମ ସିଲଚର ରେ ଓଡିଆ  ଯବାନ ଯୁଧିଷ୍ଟିର ଧରୁଆ ଙ୍କ ମୃତ୍ୟୁ ଘଟିଛି | ବଲାଙ୍ଗିର ଜିଲ୍ଲା  ଲୋଇସିଂହା ଥାନା କୁଟେନ ପାଲି ଗ୍ରାମର ଶ୍ରୀ ଧରୁଆ 2003 ମସିହାରେ ସି.ଆର.ପି.ଏଫ ରେ ଯୋଗଦେଇଥିଲେ | କିଛିମାସ ତଲେ ସେ ଗୌହାଟି ର 175…