ଜଗତସିଂହପୁର:ସ୍ୱାଧୀନତା ସଂଗ୍ରାମୀ ଭାଗିରଥୀ ମହାପାତ୍ରଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ

ଜଗତସିଂହପୁର:(ରମେଶ ମହାନ୍ତି)- ଜଗତସିଂହପୁର ସରଳାଦେବୀ କଲ୍ୟାଣମଣ୍ଡପ ଠାରେ ଭାଗିରଥୀ ମହାପାତ୍ର ସ୍ମୃତି କମିଟି ଓ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ଭାଗିରଥୀ ମହାପାତ୍ରଙ୍କ ୪୫ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି।ପ୍ରଥମେ ଜିଲ୍ଲାପାଳ ଓ ଅନ୍ୟ ଅତିଥିମାନେ…

ଅବକାରୀ ଚଢ଼ାଉ : 20 ଲିଟର ମଦ ସହିତ ଅଭିଯୁକ୍ତ ଗିରଫ

ବରଗଡ :- ବରଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ଇତି ମଧ୍ୟରେ ଚୋରା ମଦ କାରବାର ବହୁ ପରିମାଣରେ ବୃଦ୍ଧି ପାଇବାରେ ଲାଗିଛି । ପ୍ରଶାସନିକ ଉଦାସୀନତା ହେଉ କିମ୍ବା ଚୋରା ବ୍ୟବସାୟୀ ମାନଙ୍କର ଅର୍ଥ ଲୋଭ ସମଗ୍ର ଜିଲ୍ଲା ମୁଖ୍ୟତଃ ଗ୍ରାମାଞ୍ଚଳ ମାନଙ୍କରେ ଚୋରା ମଦର କାରବାର ବେଶ ବଢି ଯାଇଛି ।…

ନିଆରା ଏସପି ସାରା ଶର୍ମା : କେତେବେଳେ ନାରୀ ସୁରକ୍ଷା ତ କେତେବେଳେ ଯୁବ ସମ୍ବଳର ବିକାଶ ଚିନ୍ତା

ଜିଲ୍ଲା ପୋଲିସ ପକ୍ଷରୁ ଉଡାନ କାର୍ଯ୍ୟକ୍ରମର ଶୁଭାରମ୍ଭ : ୨୦ ଦିନରେ ୫୦୦ରୁ ଉର୍ଦ୍ଧ୍ଵ  ବେକାର ଯୁବକ- ଯୁବତୀଙ୍କୁ ଦିଆଯିବ ତାଲିମ ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଲୋକଙ୍କ ହିତରେ ଅନେକ ସମୟରେ ଭଲକାମ କରି ଚର୍ଚ୍ଚାରେ ରହି ଆସିଥିବା ଆଇପିଏସ ଅଫିସର ତଥା ଗଜପତି ଏସପି ସାରା…

ଭାରତର ପ୍ରଗତିଶୀଳ ଉର୍ଜା କ୍ଷେତ୍ର ବିଦେଶୀ ପୁଞ୍ଜି ନିବେଶକଙ୍କୁ ଆକୃଷ୍ଟ କରିଛି – ଧର୍ମେନ୍ଦ୍ର ପ୍ରଧାନ

ବ୍ଲୁମବର୍ଗ ଏନ୍ଇଏଫ୍ ସମିଳନୀରେ କେନ୍ଦ୍ରମନ୍ତ୍ରୀ  ଦେଶର ଆର୍ଥିକ ବିକାଶ ପାଇଁ ସମସ୍ତଙ୍କୁ ସ୍ୱଚ୍ଛ ଓ ଶସ୍ତା ଇନ୍ଧନ ଯୋଗାଇ ଦେବା ପାଇଁ କେନ୍ଦ୍ରbସରକାର ପ୍ରତିଶ୍ରୁତିବଦ୍ଧ ଦେଶର ଉର୍ଜା ସୁରକ୍ଷା ଏବଂ ସ୍ଥାୟୀ ଉର୍ଜା ଉବିଷ୍ୟକୁ ସୁନିଶ୍ଚିତ  କରିବା ପାଇଁ ଉଭୟ ଘରୋଇ ଏବଂ ବିଦେଶୀ…

ଶିଳ୍ପାଂଚଳରେ ସ୍ଥାନୀୟ ବାସିନ୍ଦାଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେବାକୁ ଆରଡ଼ିସିଙ୍କ ନିର୍ଦ୍ଦେଶ

କଳିଙ୍ଗ ନଗର ଅଂଚଳର ବିକାଶ ପାଇଁ  ଆର.ପି.ଡି.ଏ.ସି ବୈଠକ କଟକ (ଶାସକ ପ୍ରଶାସକ) ଯାଜପୁର ଜିଲ୍ଲା ଅନ୍ତର୍ଗତ କଳିଙ୍ଗ ନଗର ଅଂଚଳରେ ଅବସ୍ଥିତ ବିଭିନ୍ନ ଶିଳ୍ପ ସଂସ୍ଥା ମାନଙ୍କର ୭ମ ଆର.ପି.ଡି.ଏ.ସି (ଜଚଊଇଉ) ବୈଠକ  କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ଶ୍ରୀ ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ…

ମିଶନ ଶକ୍ତି ମହିଳା ଗୃପ ସଦସ୍ୟାମାନଙ୍କୁ ମତ୍ସ୍ୟଚାଷ ସମ୍ପର୍କିତ ତାଲିମ ପ୍ରଦାନ

ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର) : ସ୍ଥାନୀୟ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରରେ ମିଶନ ଶକ୍ତି ମହିଳା ଗୃପ ସଦସ୍ୟା ମାନଙ୍କ ଜରିଆରେ ପଂଚାୟତ ସ୍ତରୀୟ ପୋଖରୀ ମାନଙ୍କରେ ମାଛ ଚାଷ ନିମନ୍ତେ ରାଜ୍ୟ ସରକାରଙ୍କ ଜିଲା ମତ୍ସ୍ୟ ବିଭାଗ ଆନୁକୁଲ୍ୟରେ ଶୁକ୍ରବାର ସ୍ଥାନୀୟ କୃଷି ସୂଚନା ଓ ପରାମର୍ଶ…

ଖାକି ବର୍ଦ୍ଦିରେ ପୁଣି ଲାଗିଲା କଳଙ୍କ : ଫେସବୁକ ପ୍ରେମ… ତାପରେ ପ୍ରତାରଣା,,,ବନ୍ଧା ହେଲେ ପୋଲିସ ଯବାନ

ସୁନ୍ଦରଗଡ଼/ହୋରଚାନ୍ଦ ଦେଉରିଆ :-ଫେସବୁକ ଚାଟ, ତାପରେ ପ୍ରେମ , ତାପରେ ନିବିଡ଼ତା ଭିତରେ ପ୍ରତାରଣା । ଆଉ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ଉଠା । ଆଉ ଶେଷରେ ତାକୁ ସୋସିଆଲ ମେଡିଆରେ ଭାଇରାଲ କରି ଫେସବୁକ ପ୍ରେମିକାଙ୍କୁ ବଦନାମ କରିବା । ତାପରେ ପ୍ରେମିକାଙ୍କୁ ଏତଲା ପରେ ପୋଲିସ ଗିରଫ କଲା …

ପ୍ରେମ , ପ୍ରତାରଣା ଆଉ ଜେଲ

ବରଗଡ :- (ଗୌରାଙ୍ଗ ଚରଣ ଦାସ) ଆଜି ସକାଳେ ପାଇକମାଲ ଥାନା ଅନ୍ତର୍ଗତ ରସମୁଣ୍ଡା ଗ୍ରାମର ଜଣେ ଯୁବତୀ ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଙ୍କର ନିକଟରେ ଲିଖିତ ଅଭିଯୋଗ କଲା ଯେ ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଖପ୍ରାଖୋଲ ଥାନାର ବଗଝରନ ଗ୍ରାମର ଘନଶ୍ୟାମ ବରିହା(25)ଦୀର୍ଘ ଏକ ମାସ…

ଅବକାରୀ ଚଢ଼ାଉ : 5kg ରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ

ବରଗଡ :- ଆଜି ବରଗଡ ଜିଲ୍ଲାପାଳ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀଙ୍କ ନିର୍ଦେଶରେ ଓ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ମକରଦ୍ବଜ ବର୍ଗେ ଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପଦ୍ମପୁର ଅବକାରୀ ନିରୀକ୍ଷକ ଶ୍ରୀ ଲଳିତ ମୋହନ ମିଶ୍ର ଓ ଉପନିରୀକ୍ଷକ ଶ୍ରୀ ହେମକାନ୍ତ ସୁନା ଙ୍କର ନେତୃତ୍ୱରେ ପଦ୍ମପୁର ଥାନା…

ଅଶାକର୍ମୀଙ୍କୁ ଚିକିତ୍ସାଧିକାରୀଙ୍କ ଦୁର୍ବ୍ୟବହାର ଅଭିଯୋଗ : ଜିଲ୍ଲାପାଳଙ୍କ ପାଖରେ ଦେଲେ ଫେରାଦ

ବରଗଡ଼ ଜିଲ୍ଳା ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ଭୁକ୍ତା ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଆଶାକର୍ମୀ ମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି । ଏନେଇ ଆଶା କର୍ମୀମାନେ ଆଜି ବରଗଡ଼ ଜିଲ୍ଳାପାଳଙ୍କୁ ଭେଟି ତାଙ୍କର ବଦଳି କରାଯିବାକୁ ଦାବି କରିଛନ୍ତି । ଆଶା ମାନଙ୍କ କାମ…