ଭୁବନେଶ୍ୱର(ଶାସକ ପ୍ରଶାସକ) – ମାନ୍ୟବର ସୁପ୍ରିମ କୋର୍ଟଙ୍କ ଅଯୋଧ୍ୟା ରାୟ ପ୍ରକାଶ ପରିପ୍ରେକ୍ଷୀରେ ନିଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ‘ଅର୍ଥନୈତିକ ଅବକ୍ଷୟ’ ସଂପର୍କରେ ନଭେମ୍ବର ୧୦ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବିକ୍ଷୋଭ ଓ ଧାରଣା କାର୍ଯ୍ୟକ୍ରମକୁ ଉଭୟ ଜିଲ୍ଲା ଓ ରାଜ୍ୟ ସ୍ତରରେ ସ୍ଥଗିତ ରଖାଗଲା । ଏ.ଆଇ.ସି.ସି.ର ନିଦେ୍ର୍ଧଶକ୍ରମେ ପରବର୍ତୀ ତାରିଖ ସ୍ଥିର କରାଗଲା ପରେ ଯଥା ସମୟରେ ଆପଣମାନଙ୍କୁ ଅବଗତ କରାଯିବ ବୋଲି ପିସିସି ସଭାପତ ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି |
Sign in
Sign in
Recover your password.
A password will be e-mailed to you.