ଭେଉଁରିଆ ଖେଳ ପଡ଼ିଆ ଠାରେ ଲୋକାର୍ପିତ ହେଲା ଖେଳାଳୀ ବିଶ୍ରାମ ଗୃହ

0 1

ପଦ୍ମପୁର-ଆଜି ପଦ୍ମପୁର ବ୍ଲକ ଭେଉଁରିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭେଉଁରିଆ ଖେଳ ପଡ଼ିଆ ଠାରେ ଆମ ଗାଁ ଆମ ବିକାଶ ଯୋଜନାରୁ ଖେଳାଳୀ ବିଶ୍ରାମ ଗୃହର ଶୁଭ ଉଦଘାଟନ ଉତ୍ସବରେ ପଦ୍ମପୁର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଯୋଗ ଦେଇ ବିଶ୍ରାମ ଗୃହ ଉଦଘାଟନ କରିଥିଲେ , ଏବଂ ଭେଉଁରିଆ ର ସ୍ୱାଗତ ଗେଟର ଶୁଭ ଭିତ୍ତିପ୍ରସ୍ଥର ସ୍ଥାପନ ପାଇଁ ଭୂମି ପୂଜନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଭେଉଁରିଆ ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ ରଜନୀ ସାହୁ,ଶ୍ରୀଯୁକ୍ତ ଭକ୍ତ ଚରଣ ସାହୁ,ତରନୀସେନ ସାହୁ,ଅଶ୍ୱିନୀ ସାହୁ,ଅଶୋକ ମେହେର,ସଂଜୀବ ଦାଶ,ପ୍ରଦୀପ ସାହୁ,ଉମେଶ ପ୍ରସାଦ ସାହୁ,ସମସ୍ତ ଓ୍ବାଡ଼ ସଭ୍ୟ ସଭ୍ୟା ଏବଂ ଏସ୍.ଏଚ୍.ଜି ଗ୍ରୁପ ସଭ୍ୟ ସଭ୍ୟା ଯୋଗଦାନ କରିଥିଲେ।

Leave A Reply

Your email address will not be published.