ମହିଳା ସ୍ନାତକୋ ମହାବିଦ୍ୟାଳୟର ଶତାଧିକ ନୂତନ ଛାତ୍ରୀଭୋଟରଙ୍କୁ ନେଇ ଭୋଟଦାନ ସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବର୍ତ୍ତମାନ ସମଗ୍ର ଦେଶରେ ସାଧାରଣ ନିର୍ବାଚନର ଉଷ୍ମତା ଲାଗିରହିଛି । ଚଳିତ ନିର୍ବାଚନରେ ବହୁ ସଂଖ୍ୟାରେ ନୂତନ ଭୋଟର ଭୋଟ ଦେଇ ଦେଶ ଓ ରାଜ୍ୟର ଆଗାମୀ ୫ବର୍ଷର ଶାସକଙ୍କୁ ନିର୍ବାଚିତ କରିବେ । ଏହାକୁ ଦୃଷ୍ଟିରେ ରଖି ପାରଳାଖେମୁଣ୍ଡି ସ୍ଥିତ ମହିଳା…

କମ୍ବଳରୁ ବାଳ ବଛା ଆରମ୍ଭ : ଦଳବିରୋଧି କାର୍ଯ୍ୟ ନିମନ୍ତେ ୧୯ ଜଣ କଂଗ୍ରେସ ଦଳରୁ ବହିଷ୍କୃତ ।

ଭୁବନେଶ୍ୱର:  ନିଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସଂପାଦକ ତଥା ପ୍ରଭାରୀ ଶ୍ରୀ ଜିତେନ୍ଦ୍ର ସିଂ ଏବଂ ଅନ୍ୟତମ ପ୍ରଭାରୀ ଶ୍ରୀ ଟି.ଏସ୍. ସିଂଦେଓଙ୍କ ଅନୁମୋଦନକ୍ରମେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଚଳିତ ନିର୍ବାଚନରେ ଦଳବିରୋଧି କାର୍ଯ୍ୟରେ ଲିପ୍ତ ଥିବା …

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ପାଠପଢା ହେଉ କି ବାହାଘର, ସରକାର ବଢ଼ାଇବେ ସହାୟତାର ହାତ 

 ନୂଆପଡାରୁ ଅମିତ ପୁରୋହିତ :  କୋମନା ବ୍ଲକର ତରବୋଡ ହାଇସ୍କୁଲ ପଡିଆଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି ନିର୍ବାଚନୀ ଘୋଷଣା | ଝିଅ ଆଉ ମହିଳା ମାନଙ୍କପାଇଁ ଆଜି ଥିଲା ପ୍ରତିଶୁତିର ଦିନ | ପାଠ ପଢିବା ପାଇଁ ଝିଅଙ୍କ ସକାଶେ ହେବନି ଅର୍ଥ ବାଧକ, ଏପରିକି ଡାକ୍ତରୀ ଇଞ୍ଜିନୟରିଂ…

 କେନ୍ଦ୍ରସରକାରଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିଏମ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାର ପାଇଁ ଆୟୋଜିତ ସଭାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ବର୍ଷିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେଯେ ରାଜ୍ୟସରକାର ଗରିବଙ୍କ…

ବିଜେପି ବିରୋଧରେ ଖାରବେଳ ନଗର ଥାନାରେ ଏତଲା ଦେଲା ବିଜେଡ଼ି

ଭୁବନେଶ୍ୱର :ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରିବା ପ୍ରତିଶ୍ରୁତି ଦେଇ ସାଢ଼େ ଚାରିକୋଟି ଓଡ଼ିଆଙ୍କୁ ଠକିଥିବା ଅଭିଯୋଗରେ ବିଜେପି ବିରୋଧରେ ଖାରବେଳ ନଗର ଥାନାରେ ଏତଲା ଦେଲା ବିଜେଡ଼ି। ଦଳର ମୂଖପାତ୍ର ଲେନିନ ମହାନ୍ତି, ସୁଲତା ଦେଓ ଓ ସସ୍ମିତ ପାତ୍ର ଖାରବେଳ ନଗର ଥାନାରେ ଦେଲେ…

ମୁଖ୍ୟମନ୍ତ୍ରୀତ୍ୱ ଶେଷ ହେଲା ବେଳେ ପଶ୍ଚିମ ଓଡିଶାକୁ ବାହାନା କରିଛନ୍ତି ନବୀନ- ଧର୍ମେନ୍ଦ୍ର

ବରଗଡ ଓ ଗଞ୍ଜାମରେ ବିଜୟ ସଂକଳ୍ପ ସଭାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ  ମୁଖ୍ୟମନ୍ତ୍ରୀଙ୍କ ଗୃହ ଜିଲ୍ଲାରେ ମୌଳିକ ସୁବିଧା ଅପହଁଚ  ଲମ୍ବା ସମୟ ଶାସନରେ ଓଡିଶାର ଚାଷୀ ସବୁଠୁ ଦୁଃଖରେ ଅଛି  ଉପନିବାଚନରେ ପ୍ରତିଶ୍ରୁତି ଦେଇଥିବା ନବୀନ ବାବୁ ପଦମପୁର ସବଡିଭିଜନକୁ…

ମୁଁ ବି ଚୈାକିଦାର ଶବ୍ଦରେ କମ୍ପିଲା ମହୋତ୍ସବ  ପଡିଆ,ଆକର୍ଷଣ ସାଜିଲେ ବଲିଉଡ କମେଡିଆନ ରାଜୁ ଶ୍ରୀବାସ୍ତବ 

ବିଜେପି ଦଳରେ ଯୋଗଦେଲେ ୩୦ ଜଣ ନେତା ଓଡଗାଁ,(ଶ୍ରୀକାନ୍ତ ମିଶ୍ର) : ସ୍ଥାନୀୟ ମହୋତ୍ସବ  ପଡିଆରେ ଭାରତୀୟ ଜନତାପାର୍ଟି ତରଫରୁ ବିରାଟ ସାଧାରଣ ସଭା ଓ ମିଶ୍ରଣ ପର୍ବ ଅନୁଷ୍ଠିତ  ହୋଇଯାଇଛି । ଓଡଗାଁ କଲେଜ ରୋଡ ଠାରୁ ଏକ ଶୋଭାଯାତ୍ରାରେ ସ୍ଥାନୀୟ ରଘୁନାଥଜିଉଙ୍କ ମନ୍ଦିର ନିକଟରେ ପହଁଚିଥିଲେ ।…

ଟିକେଟ ନପାଇ ବିଜେଡିରେ ଯୋଗଦେଲେ ଉତ୍କଳ ଓ ପ୍ରମୋଦ 

ମିଶନ " ଟିକେଟ ନମିଳିଲେ ଦଳ ଛାଡ଼" ଭୁବନେଶ୍ୱର :  କେନ୍ଦ୍ରାପଡ଼ା ଜିଲ୍ଲା ବିଜେପିର ବରିଷ୍ଠ  ନେତା ତଥା ପୂର୍ବତନ କେନ୍ଦ୍ରାପଡ଼ା ବିଧାୟକ ଶ୍ରୀ ଉତ୍କଳ  କେଶରୀ ପରିଡ଼ା ଏବଂ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଂପାଦକ ତଥା ପାରାଦୀପ କଂଗ୍ରେସ ନେତା ପ୍ରମୋଦ କିଶୋର ଜେନା ବିଜୁ ଜନତା ଦଳ…

 ସୋହେଲାରେ ବିଜେଡି କାର୍ଯ୍ୟାଳୟ ଉଦଘାଟିତ

ସୋହେଲା(ଶାସକପ୍ରଶାସକ)-ସୋହେଲାରେ ଆଜି ସନ୍ଧ୍ୟାରେ ବିଜୁ ଜନତା ଦଳର ନିର୍ବାଚନ କାର୍ଯ୍ୟାଳୟକୁ ଶ୍ରମ ଓ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂହ ଉଦଘାଟନ କରିଛନ୍ତି । ଆଜି ସୋହେଲା ବସ୍ତିର ବହୁ ସଂଖ୍ୟାରେ ମହିଳା,ଯୁବକମାନେ ଦୁଲଦୁଲି ବାଜା ବଜାଇ ମହିଳାମାନେ ହୁଳହୁଳି ଧ୍ୱନୀ ଦେଇ ମନ୍ତ୍ରୀଙ୍କୁ…

ବିଜୁ ଛାତ୍ର ଜନତା ଦଳ ତରଫରୁ ନିଶା ନିବାରଣ କାର୍ଯ୍ୟକ୍ରମ  

(ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର)  ବଲାଙ୍ଗୀର ସହରରେ ନିଶା କାରବାର ଯୋଗୁଁ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି। କିଛି ଦିନ ପୂର୍ବ ରୁ କୋରେକ୍ସ ଚୋରା ଚାଲାଣ ହେଉଥିବା ପୋଲିସ ହାତରେ ଧରାପଡିଥଲା। ଏହାକୁ  କେନ୍ଦ୍ର କରି ବିଜୁ ଛାତ୍ର ଜନତା ଦଳ ତରଫରୁ ନିଶା ନିବାରଣ…