ରାଇରଙ୍ଗପୁର(ସଂ) ନିର୍ବାଚନ ମଣ୍ଡଳୀ : ଭୋଟର କା ଆଡେ ଯିବେ ରେ ଢଳି 

ବିଜେପି ଓ ବିଜେଡ଼ି ପାଇଁ ସମ୍ମାନର ପ୍ରଶ୍ନ , ଜି ଜାନ ବି ଲଗାଇ ଦେଇଛି ଜେଏମଏମ  ନିର୍ଣ୍ଣାୟକ ଭୂମିକାରେ ରହିବେ  ହୋ ଓ ମହାନ୍ତ ସମ୍ପ୍ରଦାୟ ବାରିପଦା(ଦିଲ୍ଲୀପ ମହାନ୍ତି )- ରାଜନୀତି ଦୃଷ୍ଟି କୋଣରୁ ମୟୂରଭଞ୍ଜ ଜିଲ୍ଲାର ୨୮ନଂ-ରାଇରଙ୍ଗପୁର(ଏସଟି) ଆସନ ଅନେକ ଗୁରୁତ୍ୱ ବହନ କରିଥାଏ ।…

ଦେବାଶିଷ ମହାନ୍ତିଙ୍କ ମସ୍ତକରେ ବିଜେଡ଼ିର ମୟୂରଭଞ୍ଜ ଜିଲ୍ଲା ସଭାପତି ପଗଡି 

ମୟୂରଭଞ୍ଜ ଲୋକସଭା ସହ ଜିଲ୍ଲାର ୯ ବିଧାନସଭାରେ ବିଜେଡ଼ି ପ୍ରାର୍ଥୀଙ୍କୁ ଜିତାଇବା ନିମନ୍ତେ ସଙ୍କଳ୍ପ ନେବାକୁ ଆହ୍ୱାନ ଦେଲେ ଶ୍ରୀମହାନ୍ତି ବାରିପଦା(ଦିଲ୍ଲୀପ ମହାନ୍ତି)- ମୋରଡ଼ା ନିର୍ବାଚନ ମଣ୍ଡଳୀରୁ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ବିଜେଡ଼ି ଦଳରୁ ୨ ଥର ବିଧାୟକ ହେବା ସହ ବିଜେଡ଼ିର…

ମୋରଡ଼ା ନିର୍ବାଚନ ମଣ୍ଡଳୀ: ଭୋଟର କା ଆଡେ ଯିବେ ରେ ଢଳି 

କୃଷ୍ଣଚନ୍ଦ୍ର ଓ ରାଜକିଶୋରଙ୍କ ସହ ମୈଦାନରେ କଳିଙ୍ଗ କେଶରୀ ଓ ରବି ଗୋସ୍ୱାମୀ ବାରିପଦା(ଦିଲ୍ଲୀପ ମହାନ୍ତି )- ମୁଖ୍ୟ ନିର୍ବାଚନ କମିଶନର ଗତ ମାର୍ଚ୍ଚ ୧୦ ରବିବାର ୨୦୧୯ ନିର୍ବାଚନୀ ମହାସଂଗ୍ରାମର ବିଗୁଲୁ ବଜାଇ ସାରିଛନ୍ତି । ଏପ୍ରିଲ ୨୯ରେ ମୟୂରଭଞ୍ଜ ଜିଲ୍ଲା ୩୪ ନମ୍ବର ମୋରଡ଼ା ବିଧାନସଭା…

ମୟୂରଭଞ୍ଜ ଜିଲ୍ଲାରୁ ନାମାଙ୍କନ ପତ୍ର ଦାଖଲ କଲେ ୩ ପ୍ରାର୍ଥୀ 

ବାରିପଦା(ଦିଲ୍ଲୀପ ମହାନ୍ତି - ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ସାଧାରଣ ନିର୍ବାଚନ ନିମନ୍ତେ ନାମାଙ୍କନ ପତ୍ର ମାର୍ଚ୍ଚ ୨ରୁ ଆରମ୍ଭ ହୋଇଛି । ଆଜି ଚତୁର୍ଥ ଦିନରେ ମୋଟ ୩ ଜଣ ପ୍ରାର୍ଥୀ ରହିଛନ୍ତି । ଏମାନଙ୍କ ମଧ୍ୟରେ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀରୁ ଏସୟୁସିଆଇ ପ୍ରାର୍ଥୀ ପିତାମ୍ବର  ନାଏକ…

ରାୟଗଡା ଆସନ : କିଏ କିଣିବ ଭୋଟରଙ୍କ ମନ

ହ୍ୟାଟ୍ରିକ ମାରିବା ଆଶାରେ ଲାଲବିହାରୀ, ବସନ୍ତଙ୍କ ଡଙ୍ଗା ହେବକି ପାରି !! ଅସନ୍ତୋଷକୁ ନେଇ କଂଗ୍ରେସରେ ଦ୍ଵନ୍ଦ, ଟେନ୍ସନ ବଢ଼ାଇବେ କି ମକରନ୍ଦ  ରାୟଗଡ( ସରୋଜ ସାହୁ)  - ନିର୍ବାଚନ ଯେତେ ପାଖେଇ ଆସୁଛି, ନିର୍ବାଚନ ମଇଦାନରେ ଥିବା ନେତାଙ୍କ ହ୍ରୁତକମ୍ପନ  ବଢିବାରେ ଲାଗିଛି । ରାୟଗଡା…

ନିର୍ବାଚନ ପାଇଁ ପୋଲିସ ଏବଂ ସିଆରପିଏଫର ଫ୍ଲାଗ୍ ମାର୍ଚ୍ଚ

ରାୟଗଡ  /ସରୋଜ ସାହୁ  – ଅବାଧ, ନିରପେକ୍ଷ ଓ ହିଂସାମୁକ୍ତ ନିର୍ବାଚନ ପାଇଁ ଆଜି ରାୟଗଡା ପୋଲିସ ଓ ସିଆରପିଏଫ ପ କ୍ଷରୁ ମିଳିତ ଭାବେ ଫ୍ଲାଗ ମାର୍ଚ୍ଚ କରାଯାଇଛି । ରାୟଗଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡଃ ଶ୍ରବଣ ବିବେକ ଏମ ଏବଂ ସିଆରପିଏଫର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ଫ୍ଲାଗ…

ଅଧିକ ସଂଖ୍ୟକ ମତଦାନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସାଇକଲ ଶୋଭାଯାତ୍ରା ଓ ଦସ୍ତଖତ ଅଭିଯାନ

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ :ଆସନ୍ତା ୧୧ ତାରିଖ ଦିନ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଦାନ ଅନୁଷ୍ଠିତ ହେବ ଗଜପତି ଜିଲ୍ଲାର ୨ଗୋଟି ବିଧାନ ସଭା ନିର୍ବାଚନ ମଣ୍ଡଳୀ ମୋହନା ଏବଂ ପାରଳାଖେମୁଣ୍ଡି ଠାରେ । ଏହାକୁ ଦୃଷ୍ଟିରେ ରଖି ଏହି ନିର୍ବାଚନର ଭୋଟଦାନବେଳେ ଅଧିକ ସଂଖ୍ୟାରେ…

କି ଅମଣିଷ ଇଏ, ସହକର୍ମୀଠୁ ବି ଲାଞ୍ଚ !!!!

 ଭିଜିଲାନ୍ସ ଜାଲରେ ନୃସିଂହନାଥ ରେଞ୍ଜ ଡେ଼ପୁଟି ରେଞ୍ଜର  ବରଗଡ :-ଆଜି ପାଇକମାଲ ନବୋଦୟ ବିଦ୍ୟାଳୟ ନିକଟରେ ଥିବା ନୃସିଂହନାଥ ରେଞ୍ଜ ଅଫିସ ରେ ଭିଜିଲାନ୍ସ ଦ୍ୱାରା ଚଢ଼ାଉ କରାଯାଇ ଡେ଼ପୁଟି ରେଞ୍ଜର ଧ୍ରୁବ ଚରଣ ବେହାର କୁ 50 ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଧରାଯାଇଛି । ସୂଚନା…

ବରକାନି ଖୁଜେନପାଲିର ବିଜେପି କର୍ମୀ ବିଜେଡିରେ ଯୋଗଦେଲେ 

ବଲାଙ୍ଗୀର/ NIROJ MISHRA- ଶୈଲେଶ୍ରୀ ପେଲେସଠାରେ ଖୁଜେନପାଲି ପଂଚାୟତ ଓ ବରକାନି ପଂଚାୟତର ୧୦ଜଣ ବିଜେପିର ବରିଷ୍ଟ କର୍ମୀମାନେ ବିଜେଡିରେ ଯୋଗଦେଇଛନ୍ତି । ବିଜେପିର ପୁର୍ବତନ ସାଧାରଣ ସମ୍ପାଦକ ମଦନ ମୋହନ ତ୍ରିପାଠୀ, ବରକାନି ପଂଚାୟତର ବିଜେପି ସଭାପତି ସଦାଶିବ ବିଶ୍ୱାଳ, ଭକ୍ତପ୍ରହ୍ଳାଦ…

ଦୋକାନ ଦୋକାନ ବୁଲି ନରସିଂହଙ୍କ ନିର୍ବାଚନୀ ପ୍ରଚାର

ସାମୁହିକ ବିକାଶକୁ ଗୁରୁତ୍ୱ ଦିଆଯିବ - ନରସିଂହ ବଲାଙ୍ଗିର (ନିରୋଜ ମିଶ୍ର), ଗତ ପାଞ୍ଚ ବର୍ଷରେ ଲୋକେ ଦେଖିଛନ୍ତି ବଲାଙ୍ଗିରର କାୟା କଳ୍ପରେ କିପରି ପରିବର୍ତ୍ତନ ଆସିଛି ।  ପାଞ୍ଚ ବର୍ଷ ପୂର୍ବର ଗାଁର ଚିତ୍ର ଆଉ ବଲାଙ୍ଗିରରେ ନାହିଁ । ରୋଡ ରାସ୍ତା ଯାହା ଖରାପ ଥିଲା ସେସବୁର ସମ୍ପୁର୍ଣ୍ଣ…