Sign in
Sign in
Recover your password.
A password will be e-mailed to you.
ନିର୍ବାଚନ ଓ ଭୋଟ ଦାନ ଉପରେ ଭୋଟରମାନଙ୍କୁ ସଚେତନ କରାଇବା ପାଇଁ ଭୋଟ ଗଜପତି ଲୋଗୋର ହ୍ୟୁମାନ ଫରମେସନ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଦୁଇଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାରଳାଖେମୁଣ୍ଡି ଓ ମୋହନାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୧୧ତାରିଖ ଦିନ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ନିର୍ବାଚନ ଓ ଭୋଟଦାନ ଉପରେ ଜିଲ୍ଲାର ଭୋଟର ମାନଙ୍କୁ ଅଧିକ ସଚେତନ…
କୁଲିମେହେର ବିକାଶ ମହାସଂଘ ପକ୍ଷରୁ ନୂତନଭବନ ନିର୍ମାଣ ସକାଶେ ଭୂମି ପୂଜନ
ବରଗଡ଼-ବରପାଲି ନେହେରୁ ନଗର ଠାରେ ଆଜି ସକାଳ ୧୦ ଘଟିକା ସମୟରେ କୁଲିମେହେର ବିକାଶ ମହାସଂଘ,ଓଡ଼ିଶାର ସାଧାରଣ ସମ୍ପାଦକ ଶ୍ରୀ ଶୋଭାସାଗର ମେହେରଙ୍କ ଦ୍ଵାରା ନୂତନଭବନ ନିର୍ମାଣ ସକାଶେ ଭୂମି ପୂଜନ କରାଯାଇଥିଲା। ମହାସଂଘ ର ସାଂଗଠନିକ ସଂପାଦକ ଶ୍ରୀ ଯୁକ୍ତ କ୍ଷମାନିଧିମେହେର ଆବାହନରେ ବିଭିନ୍ନ…
ଲୋକଙ୍କ ପୂର୍ଣ୍ଣ ବିଶ୍ୱାସ : ବିଜେପୁରରେ ବିଜେ ହେବେ ନବୀନ,ପଶ୍ଚିମ ଓଡିଶା ପାଇବ ସୁଫଳ
"ତାଙ୍କରି ନେତୃତ୍ୱରେ ତ୍ୱରାନ୍ୱିତ ହେବ ପଶ୍ଚିମ ଓଡିଶା ବିକାଶ ଧାରା"
ବରଗଡରୁ ପଶ୍ଚିମାଞ୍ଚଲ ବ୍ୟୁରୋ ମୁଖ୍ୟ ଗୌରାଙ୍ଗ ଦାସ :- ଖରା ସାଙ୍ଗକୁ ବଢ଼ିବାରେ ଲାଗିଛି ରାଜନୈତିକ ଉଷ୍ଣତା । ଆଉ ହାତ ଗଣତି କେଇଟା ଦିନ ବାକି ରହିଲା ସାଧାରଣ ନିର୍ବାଚନକୁ । ବିଭିନ୍ନ ରାଜନୈତିକ ଦଳ ପ୍ରସ୍ତୁତ…
କଳାହାଣ୍ଡି : ଗାଁ ରାସ୍ତାରେ ଗଣ ହତ୍ୟା
ଧର୍ମଗଡ଼ରୁ ସୁଶାନ୍ତ ରାଉତ: ଜୟପାଟଣା ଥାନା ପଲସ ପିପଲଗୁଡା ଶନିବାର ରାତି ରାସ୍ତାରୁ ଚାରି ଜଣଙ୍କ ମୃତ ଦେହ ଉଦ୍ଧାର । ମୃତକ ଗୋଟିଏ ପରିବାରର ତିନି ଜଣ ସୁଦର ନାଏକ, ଲିଗଂ ନାଏକ, ନକୁଳ ନାଏକ ଓ ଅନ୍ୟ ଜଣେ ଉପି ଶବର । ଚାରି ଜଣଙ୍କୁ ଟାଙ୍କୀଆରେ ହାଣି ହତ୍ୟା କରାଯାଇଛି । ଘଟଣାସ୍ଥଳରେ…
ସୂର୍ଯ୍ୟ ନାରାୟଣ ଚୌଧୁରୀଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ
ନୟାଗଡ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ନେତା ସୂର୍ଯ୍ୟ ନାରାୟଣ ଚୌଧୁରୀଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ | ବିଜୁ ଜନତା ଦଳ ସଭାପତି ତାଙ୍କ ଉପରେ ଲାଗିଥିବା ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଥିବା ଦଳର ସମ୍ପାଦକ ବିଜୟ ନାୟକ ସୂଚନା ଦେଇଛନ୍ତି |
ସଂଗଠନ ଓ ପ୍ରଚାରକୁ ଅଧିକ କ୍ରିୟାଶୀଳ କରିବା ପାଇଁ ନୂତନ କର୍ମକର୍ତ୍ତା
ଭୁବନେଶ୍ୱର : ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦଳର ସଂଗଠନ ଓ ପ୍ରଚାରକୁ ଅଧିକ କ୍ରିୟାଶୀଳ କରିବା ପାଇଁ ନୂତନ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦେଇଛନ୍ତି । ଏହିକ୍ରମରେ ଶ୍ରୀ ସରୋଜ ସାହୁଙ୍କୁ ଦଳର ରାଜ୍ୟ ସଂପାଦକ, ଶ୍ରୀ ସରୋଜ ନାୟକଙ୍କୁ ଶ୍ରମିକ…
ନିର୍ବାଚନ ଆଚରଣ ବିଧି ଉଲଂଘନ: ୭ ଜଣ ପ୍ରାର୍ଥୀଙ୍କୁ କାରଣ ଦର୍ଶାଅ ନୋଟିସ
୧୨,୪୦.୦୦୦ ଟଙ୍କା ସହ ୬ ଟି ଚାରି ଚକିଆ ଯାନ ଜବତ
ନୂଆପଡା. (ଅମିତ ପୁରୋହିତ); ନିର୍ବାଚନ ଆଚରଣ ବିଧି କୁ କଡାକଡି କରିବା ସତ୍ୱେ ଏହାର ଉଲଂଘନ କରାଯାଉଥିବାର ନଜିର ଅଛି । ବିିଭିନ୍ନ ଜାଗାରୁ ଗାଡି ତଲାସ ବେଳେ ଏ ପର୍ଯ୍ୟନ୍ତ ସମୁଦାୟ ୧୨,୪୦.୦୦୦ ଟଙ୍କା ସହ ୬ ଟି ଚାରି ଚକିଆ ଯାନ…
ବିଜେପି ଭୁବନେଶ୍ୱରରେ ଆଗାମୀ ଦିନରେ ଲୋପ ପାଇଯିବ : ବିଜୟଲକ୍ଷ୍ମୀ
ବିଜେଡିରେ ଯୋଗଦେଲେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ କୋଷାଧ୍ୟକ୍ଷାଙ୍କ ସହ ୫୦୦ରୁ ଉର୍ଦ୍ଧ୍ବ କର୍ମୀ
ଭୁବନେଶ୍ୱର: ବିଜେପିର ଦୁର୍ଦ୍ଧିନ ସମୟରେ ଆମେମାନେ କାମ କରିଥିଲୁ, କିନ୍ତୁ ସୁଦିନ ସମୟରେ ଆମ ଭଳିଆ କର୍ମୀମାନଙ୍କୁ ପଚରାଗଲା ନାହିଁ । ସୁଦିନ ସମୟରେ ଦଳରୁ ଯେଉଁମାନଙ୍କୁ ନିଲମ୍ବିତ…
ନିରାଶ ହେଲେ ପିସିସି ଉପ ସଭାପତି ଶୁଭେନ୍ଦୁ , ନିଜପାଇଁ ଡବଲ ଆସନ
କଟିଲା ସ୍ମୃତିରେଖାଙ୍କ ଟିକଟ, ଵିଭୂଙ୍କ ଜାଗାରେ ଦେବୀ
ଭୁବନେଶ୍ୱର : ଘଷିପୁରାରୁ ପ୍ରାର୍ଥୀପତ୍ର ଦାଖଲ କରିଥିବା ପିସିସି ସଭାପତି ନିଜ ପାଇଁ ଆଉ ଗୋଟିଏ ଆସନ ହାତେଇବାରେ ସଫଳ ହୋଇଛନ୍ତି । ଘସୀପୁରରୁ ସନାତନଙ୍କ ଭିତିରିଆ ସମର୍ଥନ ତଥା ସନା ଅନୁଗତ ସୁରେଶ ସାହୁଙ୍କ ଖୋଲା ସମର୍ଥନ ସତ୍ତ୍ୱେ…
ବେପରୁଆ ଗାଡି ଚାଲାଣ: ଅକାରଣରେ ଚାଲିଗଲା ଶିଶୁର ଜୀବନ
ନୟାଗଡ଼( ବିଶ୍ବଜିତ୍ ନାୟକ)- ନୟାଗଡ ଉପକଣ୍ଠ ରିଲାଏନ୍ସ ପେଟ୍ରୋଲ ଟାଙ୍କିରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଏହି ଦୁର୍ଘଟଣାରେ ବାଇକକୁ ଚାପି ଦେଇଛି ଏକ ଟ୍ରକ । ଗୋଟିଏ ପରିବାରର ଛୋଟ ପୁଅ ଝିଅ ଓ ତାଙ୍କ ବାପା ଓ ମା ଯାଉଥିଲେ | ହଠାତ କୌଣସି କାରଣ ନଥାଇ ଟ୍ରକଟି ପଶି ଆସିଥିଲା ପେଟ୍ରୋଲ…