ପଣ୍ଡିତ ଦୈତ୍ୟାରୀ ମହପାାତ୍ର ପାଇଲେ ‘ସପ୍ତର୍ଷି’ ସମ୍ମାନ

ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ) : ଭାରତବର୍ଷର ଉକ୍ରଳୀୟ ସଂସ୍କୃତି ସମଗ୍ର ବିଶ୍ୱରେ ନିଆରା । ଯୁଗଯୁଗ ଧରି ଓଡ଼ିଶାର ସଂସ୍କୃତି, ପରମ୍ପରା, ସଭ୍ୟତା, ଭାଷ୍କର୍ଯ୍ୟ, କଳା ଓ ସ୍ଥାପତ୍ୟକୁ ସମଗ୍ର ବିଶ୍ୱ ଗୁରୁତ୍ୱ ଦେଇଆସିଛି । ଓଡ଼ିଶାର ଐତିହ୍ୟ, ଲୋକ ସଂସ୍କୃତି ଅନ୍ୟତ୍ର ବିରଳ । ଉକ୍ରଳକୁ ଦେବଭୂମି…

ବଡ଼ବିଲରେ ନୀଳାଚଳ ସାଂସ୍କୃତିକ ପରିଷଦ ତରଫରୁ ଓଡ଼ିଆ ନବବର୍ଷ ତଥା ମହା ବିଷୁବ ସଂକ୍ରାନ୍ତି

 ପ୍ରଥମ  ପଣା ୧୨ ହଜାର ୨ ଶହ ଟଙ୍କାରେ ନିଲାମ  ବଡ଼ବିଲ (ଚିତ୍ତରଞ୍ଜନ କର): ବଡ଼ବିଲର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ନୀଳାଚଳ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ସ୍ଥାନୀୟ ବିକାଶ ମହଲଠାରେ ବିଷୁବ ମିଳନ   ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଏକ ସଭାରେ ମୁଖ୍ୟ ଅତିଥି ଭାବେ ବଡ଼ବିଲ…

ପରିବାରବାଦ ରାଜନୀତିକୁ ଉଚିତ ଜବାବ ଦେବାକୁ କଂଗ୍ରେସ ନେତାଙ୍କ ଆହ୍ୱାନ  

ବାଙ୍କୀ ନୃସିଂହ ଛକଠାରେ କଂଗ୍ରେସର ମୁଖ୍ୟ ନିର୍ବାଚନୀ କାର୍ଯ୍ୟାଳୟ ଉଦ୍ଘାଟିତ  ବାଙ୍କୀ(ଆଶିଷ କୁମାର ମହାପାତ୍ର):ନିର୍ବାଚନୀ ବିଗୁଲ ବାଜି ସାରିଥିବା ବେଳେ ବାଙ୍କୀ କଂଗ୍ରେସ ସମ୍ମାନ ଓ ସ୍ୱାଭୀମାନର ନାରାଦେଇ ନିର୍ବାଚନୀ ରଣାଙ୍ଗନରେ ପ୍ରବେଶ କରିଥିଲେ । ଶକ୍ତିବୃଦ୍ଧି ସହିତ ବିଜୟ…

କବୟିତ୍ରୀ  ଭାରତୀ ରଥଙ୍କୁ କବିରତ୍ନ ସମ୍ମାନ 

ବାଙ୍କୀ(ଆଶିଷ କୁମାର ମହାପାତ୍ର)-କଳ୍ପନା ସାହିତ୍ୟ ଓ ସାଂସ୍କୃତିକ ଓ ସମାଜିକ ପରିଷଦ କଟକ ର ବିଷୁବ ସଂଖ୍ୟା ଉନ୍ମୋଚନ ଓ  ପ୍ରତିଭା ସମ୍ମାନ ସମାରୋହ ଶ୍ରୀରାମଚନ୍ଦ୍ର ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉସବକୁ ଶିଶୁ ସାହିତ୍ୟିକ ନଦୀୟା ବିହାରୀ ମହାନ୍ତି ଉଦ୍ଘାଟନ କରିଥିଲେ ।  ଏହି ଅବସରରେ…

ବାଙ୍କୀ ବିଜେପି ପକ୍ଷରୁ କଳାପଥରରେ ନିର୍ବାଚନୀ ସଭା  ଓ ସଂକଳ୍ପ ସମାବେଶ

ଚିଟଫଣ୍ଡ ଦୁର୍ନିତିରେ ଜଡିତ ଥିବା ସରକାର ବଦଳିବା ଦରକାର : ଧର୍ମେନ୍ଦ୍ର ବାଙ୍କୀ(ଆଶିଷ କୁମାର ମହାପାତ୍ର):ପଶ୍ଚିମବାଙ୍କୀ ଅଞ୍ଚଳ ରେ ବିଜେପି ସଂଙ୍କଳ୍ପ ସମାବେଶରେ କେନ୍ଦ୍ର ପେଟ୍ରୋଲିୟମ ତଥା ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୋଟରଙ୍କୁ ବିକାଶର ସ୍ୱପ୍ନ ଦେଖାଇଛନ୍ତି ।…

ବାଙ୍କୀ କଲେଜରେ ନାକ୍ ଦଳର ସମୀକ୍ଷା ବୈଠକ 

ବାଙ୍କୀ, (ଆଶିଷ କୁମାର ମହାପାତ୍ର)ନାକ୍ ଟିମ୍ ବାଙ୍କୀ କଲେଜର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ଏ ଉପଲକ୍ଷେ ଦୃଶ୍ୟଶ୍ରାବ୍ୟ ଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ନାକଟିମ୍ ଚେୟାରମ୍ୟାନ୍ ଡ. ଏମ୍.ଏସ୍. ମୁଦ୍ଥାୟା, ସଭ୍ୟ ଓ ସଂଯୋଜକ ପ୍ରଫେସର ନଟପାଟ୍ ସିଂ ଶେଖାୱାତ୍ ଓ ସଭ୍ୟା…

ଯୁବ ନେତା ସଞ୍ଜୟ ବାବୁଙ୍କୁ ଦଳର ସମ୍ପାଦକ ଭାବେ ନିଯୁକ୍ତି

ଭୁବନେଶ୍ୱର : ବିଜୁ ଯୁବ ଜନତା ଦଳର ରାଜ୍ୟ ପରାମର୍ଶଦାତା, ମେଡିଆ ପ୍ୟାନେଲିଷ୍ଟ ତଥା ପଶ୍ଚିମ ଓଡିଶାର ଟାଣୁଆ ଯୁବ ନେତା ସଞ୍ଜୟ ବାବୁଙ୍କୁ ଦଳର ସମ୍ପାଦକ ଭାବେ ନିଯୁକ୍ତି ମିଳିଛି | ସେହିପରି ଜଟଣୀ ନିର୍ବାଚନ ମଣ୍ଡଳୀର ସନ୍ତୋଷ ଜେନାଙ୍କୁ ଦଳର ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତି ମିଳିଥିବା…

ବାଙ୍କୀରେ ବିଜେପି ପକ୍ଷରୁ ମୋଟର ସାଇକେଲ୍ ଶୋଭାଯାତ୍ରା 

ବାଙ୍କୀ (ଆଶିଷ କୁମାର ମହାପାତ୍ର) କଟକ ଲୋକସଭା ବିଜେପି ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ମିଶ୍ର ଓ ବାଙ୍କୀ ବିଧାନସଭା ବିଜେପି ପ୍ରାର୍ଥୀ ଶୁଭ୍ରାଂଶୁ ମୋହନ ପାଢ଼ୀଙ୍କୁ ଆସନ୍ତା ନିର୍ବାଚନରେ ଅଧିକ ସଂଖ୍ୟାରେ ଭୋଟ ଦେବା ପାଇଁ ଆଜି ବାଙ୍କୀ ନଗର ବିଜେପି ପକ୍ଷରୁ ଏକ ମୋଟର ସାଇକେଲ ଶୋଭାଯାତ୍ରା…

  ସୌମ୍ୟ ବାବୁଙ୍କୁ ପ୍ରାଇସ ମିଳିଲା, ରାଜ୍ୟସଭାର ପ୍ରେଷ୍ଟିଜ୍ ଓ ପକେଟ ଗରମ କରିବାର ପଇସା ମିଳିଲା:- ଧର୍ମେନ୍ଦ୍ର…

 କଟକ-ଭୁବନେଶ୍ୱର-ଚୌଦ୍ୱାରକୁ ମିଶାଇ ମେଟ୍ରୋ ରେଳର ବ୍ୟବସ୍ଥା କରାଯିବ  ଓଡିଶାର ଚୌଦ୍ୱାର ସମେତ ୧୫ଟି ସହରକୁ ସ୍ମାର୍ଟ ସିଟିରେ ପରିଣତ କରାଯିବ  ଆଗାମୀ ୨ ବର୍ଷ ଭିତରେ ଓଡିଶାର ସବୁ ସରକାରୀ ପଦବୀକୁ ପୂରଣ କରାଯିବ  ହଜାର କୋଟି ଟଙ୍କାରେ ପୁନରୁଦ୍ଧାର କରି ବିଶ୍ୱସ୍ତରର ଉତ୍ପାଦନ …

ହାଟକୁ ଯାଇ ଗଛରେ ଝୁଲି ଜୀବନ ହାରିଲେ ପଦ୍ମିନୀ ଓ ମଉନାବତୀ

 ୨ ଯୁବତୀ ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରି ପୋଲିସ ଚଳାଇଛି ତଦନ୍ତ କୋମନା/(ଭାଗିରଥି ଭୋଇ) : ନୂଆପଡ଼ା ଜିଲ୍ଲା ଲଖନା ଥାନା ସମର ସିଂ ଗାଁ ନିକଟସ୍ଥ ପୁଟକେଲପଡ଼ା ଜଙ୍ଗଲ ରୁ ଦୁଇ ଜଣ ଯୁବତୀ ଙ୍କ ଝୁଲନ୍ତା ମୃତ ଦେହ ଠାବ କରାଯାଇଛି ।ସୂଚନା ମତେ ଗତ ୧୧ ତାରିଖ ଗୁରୁବାର ଦିନ ଲଖନା ଥାନା…