Sign in
Sign in
Recover your password.
A password will be e-mailed to you.
ଉଦଳା ନିର୍ବାଚନ ମଣ୍ଡଳୀ :ଦୁଇ ପୂର୍ବତନଙ୍କ ମଧ୍ୟରେ ସମ୍ମାନର ଲଢେ଼ଇ
କଂଗ୍ରେସ-ଜେଏମଏମ ମେଣ୍ଟ ବି ଯାଇନି ପଛାଇ
ସାଧାରଣ ବର୍ଗ ନିର୍ଣ୍ଣାୟକ ଭୂମିକା ଲିଭାଇବେ
ବାରିପଦା(ଦିଲ୍ଲୀପ ମହାନ୍ତି )- ଅବିଭକ୍ତ ମୟୂରଭଞ୍ଜ ଜିଲ୍ଲାର ୩୧ନଂ-ଉଦଳା(ସଂ) ବିଧାନସଭା ନିର୍ବାଚନ ମଣ୍ଡଳୀରେ ୪ର୍ଥ ପର୍ଯ୍ୟାୟରେ ନିର୍ବାଚନ ପାଇଁ ଏପ୍ରିଲ ୨୯ ରେ ମତଦାନ ହେବ ।ଏଥି ନିମନ୍ତେ…
ପବିତ୍ର ଓ ପ୍ରସିଦ୍ଧ ବୈଶାଖ ମେଳା ର ପ୍ରସ୍ତୁତି ବୈଠକ
ବରଗଡ :- ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ଭରପୁର , ପୁର୍ଣ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତ ର ପାଦଦେଶରେ ବରଗଡ଼ ଜିଲ୍ଲାର ପାଇକମାଲ ଠାରେ ଅବସ୍ତିତ , ଓଡ଼ିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର । ଏହି ମନ୍ଦିରରେ ମହାପ୍ରଭୁ ଙ୍କର ଦର୍ଶନ କରିବା ପାଇଁ ଓ ମାନଖୋଲି…
ବାରିପଦା ନିର୍ବାଚନ ମଣ୍ଡଳୀ : ବିଜେଡ଼ି ଦୁର୍ଗ ଦଖଲ ପାଇଁ ବିଜେପି ରଚିଛି ବ୍ୟୁହ
ବାରିପଦା(ଦିଲ୍ଲୀପ ମହାନ୍ତି ) - ଛକପଞ୍ଜା ରାଜନୀତି ଚାଲିଛି ମୟୁରଭଞ୍ଜ ରାଜନୀତିରେ | କେଉଁଠି ନିଜ ଦଳ ଭିତରେ, ତ କେଉଁଠି ଦଳ ଦଳ ଭିତରେ | କଇଁଚି ଧରି ସମସ୍ତେ ଛକି ବସିଛନ୍ତି କୋଉଠି ଟିକେ ମଉକା ପାଇଲେ ଚରରର କରି ମାରିଦେବେ | ଆଉ ସବୁଠୁ ରୋଚକ ହେବାକୁ ଯାଉଛି ଲଢେଇ ଜିଲ୍ଲାର ବାରିପଦା…
ବଡ଼ବିଲରେ ବିଜେପିର ରୋଡ଼ ସୋ
ବଡ଼ବିଲ: ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ପ୍ରଚାର ଜୋର ଧରିଛି। ପ୍ରତିଦ୍ବନ୍ଦିତାକୁ ଓଲ୍ହାଇଥିବା ବିଭିନ୍ନ ଦଳର ପ୍ରାର୍ଥୀ ତଥା ସ୍ୱାଧୀନ ପ୍ରାର୍ଥୀମାନେ ନିର୍ବାଚନ ପ୍ରଚାରରେ ଲାଗିପଡିଛନ୍ତି। ଏହି କ୍ରମରେ ଗୁରୁବାର ଅପରାହ୍ନରେ ବିଜେପି ବଡ଼ବିଲ ରେ କରିଛି ରୋଡ଼ ସୋ। ଏହି ରୋଡ଼…
ସୂର୍ଯ୍ୟ ପାତ୍ର କେନ୍ଦୁଝର ଜିଲ୍ଲା ଲାଗି ବରିଷ୍ଠ ପର୍ଯ୍ୟବେକ୍ଷକ
ଭୁବନେଶ୍ୱର : ବିଜୁ ଜନତା ଦଳ ବରିଷ୍ଠ ନେତା ତଥା ଦଳର ଉପସଭାପତି ସୂର୍ଯ୍ୟ ନାରାୟଣ ପାତ୍ର କେନ୍ଦୁଝର ଜିଲ୍ଲା ଲାଗି ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି | ସେହିପରି ଆଜି ସକାଳେ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ପାଇଥିବା ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କୁ ଦଳର ମୁଖପାତ୍ର ଭାବେ…
୧୫ ତାରିଖ ସୁଦ୍ଧା ସମସ୍ତ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଓ ଅସ୍ତ୍ର ଶସ୍ତ୍ର ଜମା କରିବାକୁ ପ୍ରଶାସନର ନିର୍ଦ୍ଦେଶ
ବାରିପଦା(ଦିଲ୍ଲୀପ ମହାନ୍ତି) ମୟୁରଭଞ ଜିଲାରେ ଆସନ୍ତା ସଧାରଣ ନିର୍ବାଚନ ୨୦୧୯ ସୁପରିଚାଳନା ଏବଂ ସର୍ବସାଧାରଣ ଙ୍କ ଶାନ୍ତିଶୃଙ୍ଖଳା ତଥା ସର୍ବୋପରି ନିର୍ବାଚନ ସମୟରେ ଏକ ସୁସ୍ଥ ଓ ଅନୁକୂଳ ପରିବେଶ ବଜାୟ ରଖିବା ଉଦ୍ଦେଶ୍ୟରେ ମୟୁରଭଞ ଜିଲାରେ ଯେଉଁମାନେ ଆର୍ମସ୍ ଆକ୍ଟ-୧୯୫୯ ବଳରେ ଲାଇସେନ୍ସ…
ବିଜେପି ରେ ଯୋଗ ଦେଲେ ଚାରି ହଜାର ବିଜେଡି କର୍ମୀ
ଯାଜପୁରରୁ ସୁବାଷ ଚନ୍ଦ୍ର ନାୟକ ରାଜନୀତି ରେ ବିରଳଦୃଶ୍ୟ ପ୍ରଚାର ମଇଦାନ କୁ ଗୋଟିଏ ଗାଡି ରେ ଓଲ୍ହାଇଲେ ଲେଖାଶ୍ରୀ ଓ ଦାମ ଏମିତି ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା ସୁକିନ୍ଦା ବିଜେପି କାଯ୍ୟଳୟରେ ଦାନ ଗଦି ବ୍ଲକ ପୂର୍ଵତନ ଚେୟାରମାନ ସୁଧାଂଶୁ ଭଞ୍ଜ ଓ ତାଙ୍କର ଚାରିହଜାର ସମର୍ଥକ ଙ୍କୁ…
କଂଗ୍ରେସ ପ୍ରାର୍ଥୀ ମାନସ ଜେନାଙ୍କ ପଦଯାତ୍ରା
ବଡଚଣା ରୁ ପ୍ରଫୁଲ୍ଲ କୁମାର ସାହୁ : କଂଗ୍ରେସ ଯାଜପୁର ଲୋକସଭା ଆସନର ସାସଂଦ ପ୍ରାର୍ଥୀ ଶ୍ରୀ ମାନସ ଜେନା ବଡଘୁମୁରି ଗ୍ରାମ ପଞ୍ଚାୟତ ହରିଅସଂପାଟଣା ଚକ ବଡଘୁମୁରି ପ୍ରଭୂତ ଗାଁ ମାନ ଵୁଲି ପଦଯାତ୍ରା ଆରମ୍ଭ କରିଥିଲେ ଉକ୍ତ ପଦଯାତ୍ରାରେ ସମାଜ ସେବୀ ସ୍ମିତା ପଟନାୟକ ଓଡିଶା ଦଳିତ ଅଧିକାର…
ଘରଘର ବୁଲି ଆଶୀର୍ବାଦ ଲୋଡୁଛନ୍ତି ଦେବାଶିଷ
ବାଙ୍କୀ କଂଗ୍ରେସର ବିଶାଳ ଶୋଭାଯାତ୍ରା;୨ ହଜାରରୁ ଉର୍ଦ୍ଧ କର୍ମୀ ସାମିଲ
ବାଙ୍କୀ -ଚଳିତ ସାଧାରଣ ନିର୍ବାଚନରେ ବାଙ୍କୀ ନିର୍ବାଚନ ମଣ୍ଡଳିରେ ଜୋରଦାର ପ୍ରଚାର ଅଭିଯାନ ଆରମ୍ଭ ହୋଇଛି । ପ୍ରଚାର ଗାଡି ସାଙ୍ଗକୁ ବାଇକ ଶୋଭାଯାତ୍ରା ଏବଂ ପଦଯାତ୍ରା ମାଧ୍ୟମରେ ପ୍ରଚାର ଚଲୁଥିବା ଦେଖାଯଇଛି ।…
ପ୍ରିୟଦର୍ଶୀ ମିଶ୍ର ହେଲେ ସାଧାରଣ ସମ୍ପାଦକ
ଭୁବନେଶ୍ୱର : ଦଳୀୟ ଟିକେଟରୁ ବଂଚିତ ହୋଇଥିବା ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ନିଯୁକ୍ତ ହୋଇଛନ୍ତି | ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ପ୍ରିୟଦର୍ଶୀଙ୍କ ଏହି ନିଯୁକ୍ତି ଦେଇଛନ୍ତି ବୋଲି ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ନାୟକ…