ପଦ୍ମପୁର- ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟରେ ଏନସିସି ଦିବସ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ଶିବିରକୁ ଅଧ୍ୟକ୍ଷ ଡ.ଲଲିତେନ୍ଦୁ ନାୟକ ଉଦଘାଟନ କରିଥିଲେ । ଏହି ଶିବିରରେ ମୋଟ ୨୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।ରକ୍ତଦାତା ମାନେ ହେଲେ ସ୍ବଶ୍ତିକା ପଟ୍ଟନାୟକ,ଅନିତା ଭୋଇ,ଚନ୍ଦନ ଦାଶ,ଦେବୀ ଦୁର୍ଲଭି ଚୌହାନ,ଆର୍ତ୍ତ ଧରମା,ଅଞ୍ଜନ ବାରିକ,ଟିକେଶ୍ବର ନାଏକ,ରାଜିବ କୁମ୍ଭାର,ସୋଭାଗନ ତାଣ୍ଡି,ଭୋଜରାଜ ଛତର,ପୌଲସ୍ତ୍ୟ ସାହା,ନରୋତ୍ତମ ମେହେର,ଗଗନ ବନଛୋର,ଦେବାଶିଷ ସାହୁ, ସୌମ୍ୟରଞ୍ଜନ ସାହୁ,ନିତୁ ସାହୁ,ଶିତଳ ଅଗ୍ରୱାଲ,ସ୍ନିଗ୍ଧାସୁଧି ମିଶ୍ର,ହିମାଂଚଳ ସାହୁ,ଯୋଗେଶ କୁମାର ସାହୁ ଓ ରିଙ୍କୁ ମେହେର । ରକ୍ତ ସଂଗ୍ରହ ପାଇଁ ପଦ୍ମପୁର ରକ୍ତ ଭଣ୍ଡାରର ସଂଗ୍ରାମ କେଶରୀ ମହନ୍ତ, ଦୀପକ କୁମାର ସାହୁ, ହିତେଶ ସାହୁ ଉପସ୍ଥିତ ଥିଲେ ।ସମଗ୍ର କାର୍ଯ୍ୟକ୍ରମକୁ ପ୍ରଧ୍ୟାପକ ଲଲିତ ମୋହନ ପଣ୍ଡା, ବିଦ୍ୟାଧର ଦାଶ ଓ ପ୍ରଭାତ ମହାପାତ୍ର ପରିଚାଳନାରେ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.