ମଞ୍ଚକୁ ରୋମାଂଚିତ କରିଛି ଚଇତି ଦ୍ବିତୀୟ ରଜନୀ

ବିକାଶର ଆତ୍ମା ହେଉଛି ସଂସ୍କୃତି ଓ ପରମ୍ପରା : ସାଂସଦ ସୁଜିତ କୁମାର ରାୟଗଡା: (ସରୋଜ କୁମାର ସାହୁ) ରାୟଗଡା ଚଇତି ମଞ୍ଚ ଆବାଳ ବୃଦ୍ଧା ବନିତା ସମସ୍ତଙ୍କୁ ରୋମାଂଚିତ କରିଛି l ଜିଲ୍ଲାବାସୀଙ୍କ ଗଣପର୍ବ ପାଲଟିଥିବା ଚଇତି ଧୀରେ ଧୀରେ ଲୋକଙ୍କ ଜନମାନସରେ ନିଜର ଛବି ଆଙ୍କିଦେଇଛି l ଜିଲ୍ଲାପାଳ…

ରାଜ୍ୟ ପାଳଙ୍କୁ ଭେଟିଲେ ମାଳତୀ ନାହାକଙ୍କ ପୁରୁଷ ଶୁନ୍ୟ ପରିବାର

ପରିବାରର ୩ ଝିଅଙ୍କ ପାଠପଢା ପାଇଁ ରାଜ୍ୟପାଳଙ୍କ ଦ୍ବାରା ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସାହାଯ୍ୟ ପ୍ରଦାନ ଓଡ଼ଗାଁ ୨୭।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ବାଣ୍ଠପୁର ପଞ୍ଚାୟତ ଚେମେଡି ଗ୍ରାମର ୧୭ ଦିନ ମଧ୍ୟରେ ବାପ ସହିତ ୨ ପୁତ୍ରଙ୍କ ମୃତ୍ୟୁ ଘଟଣାରେ ପୁରୁଷ…

ଯୌତୁକ ନିର୍ଯାତନା, ମହିଳାଙ୍କୁ ବିଷ ଦେଇ ହତ୍ୟା ଅଭିଯୋଗ

ଓଡ଼ଗାଁ,୨୭।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡାଝୋଲା ଫାଣ୍ଡି ଅନ୍ତର୍ଗତ ଗୁମି ଗ୍ରାମର ଜଣେ ମହିଳାଙ୍କୁ ଯୌତୁକ ନିର୍ଯାତନା ଦେବା ସହ ବିଷ ଦେଇ ହତ୍ୟା କରାଯାଇଥିବା ମହିଳାଙ୍କ ଭାଇ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ିର ତରଣୀ ସାହୁ ଓଡ଼ଗାଁ ଥାନରେ ଲିଖିତ…

ଭଞ୍ଜନଗର ସ୍ଥିତ ଅଷ୍ଟମ ସ୍ୱତନ୍ତ୍ର ଆଇ.ଆର୍.ବି ବାଟାଲିୟନ ଠାରେ, କମାଣ୍ଡୋ ପ୍ରତିଯୋଗିତା ର ସମ୍ବର୍ଦ୍ଧନା ଉତ୍ସବ…

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ): ଶନିବାର ସ୍ପେଶାଲ ଅପରେଶନ ଗ୍ରୁପ (ଏସ୍.ଓ.ଜି) ଚନ୍ଦକାଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ସମାରୋହରେ ଆରକ୍ଷୀ ମହାନିର୍ଦ୍ଦେଶକ -କ୍ରାଇମବ୍ରାଞ୍ଚ ବିନୟତୋଷ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ…

ଗୃହପାଳିତ ପୋଷା ପ୍ରାଣୀଙ୍କ ଯତ୍ନ ନିମନ୍ତେ ସୋଆ ଆଇଭିଏସ୍‌ଏଏଚ୍‌ରେ ଖୋଲିଲା ସ୍ପା ଏବଂ ଗ୍ରୁମିଂ ସେଂଟର

  ଭୁବନେଶ୍ୱର, ଡିସେମ୍ବର ୨୭: ଘରେ ରହୁଥିବା ଗେଲବସରିଆ ପୋଷା ପ୍ରାଣୀଙ୍କ ଉପଯୁକ୍ତ ଯତ୍ନ ଏବଂ ସ୍ୱାସ୍ଥ୍ୟ ପରିଚାଳନା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍‌ସେସ୍ ଆଣ୍ଡ ଆନିମଲ ହଜ୍‌ବ୍ୟାଣ୍ଡରୀ (ଆଇଭିଏସ୍‌ଏଏଚ୍‌)ରେ ଖୋଲିଛି ସ୍ପା ଏବଂ…

ଗୋନାସିକା କେନ୍ଦୁଝର ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା

ସ୍ଥାନୀୟ କଳାକାରଙ୍କ ସହ ସୁଖବିନ୍ଦର ସିଂହଙ୍କ କାର୍ଯ୍ୟକ୍ରମରେ ଦର୍ଶକ ମତୁଆଲା କେନ୍ଦୁଝର,ତା୨୭/୧୨- କେନ୍ଦୁଝର ଷ୍ଟାଡିୟମଠାରେ ଆୟୋଜିତ ହେଉଥିବା ‘ଗୋନାସିକା କେନ୍ଦୁଝର ମହୋତ୍ସବ-୨୦୨୫’ର ଦ୍ୱିତୀୟ ସନ୍ଧ୍ୟାରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଖ୍ୟାତ…

“ଟ୍ରାଇ ନିୟମ ଓ ନିର୍ଦେଶIବଳୀ ଟେଲିକମ୍ପାନୀ ମାନେ ମାନନ୍ତୁ ଖିଲାପହେଲେ ଅର୍ଥ ଦଣ୍ଡ ସହ ସେବା ନିଷେଧାଦେଶ…

ରାଊରକେଲା,(ବସନ୍ତ କୁମାର ଜେନା): ଭାରତ ସରକାରଙ୍କ ଟ୍ରାଇ ସହଯୋଗରେ ଉପଭୋକ୍ତା ଓକିଲାତି ସଂଘ ବାର୍ଡ ତରଫରୁ ରାଉରକେଲା ସ୍ଥିତ ସମନ୍ନିତ ଆଦିବାସୀ ବିକାଶ ଅନୁଷ୍ଠାନର ସଭା ଗୃହ ଠାରେ ଟେଲିକମ ଗ୍ରାହକ ସମାଧାନ ରୂପରେଖା ସ୍ଵଛ ଓ ସୂଗମ ପ୍ରତିକାର ବ୍ୟବସ୍ଥା ମାଧ୍ୟମରେ ଗ୍ରIହକଙ୍କୁ ସଶକ୍ତ କରିବା…

ଶ୍ରୀରାମ ଡିଗ୍ରୀ କଲେଜ ରେ ତିନିଦିନ ଧରି ଜିଲ୍ଲାସ୍ତରୀୟ ଯୁବ ନେତୃତ୍ବ ପ୍ରଶିକ୍ଷଣ ଶିବିର ଉଦଯାପିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକ କାଶୀନଗର ର ଶ୍ରୀରାମ ଡିଗ୍ରୀ କଲେଜ ଠାରେ ତିନି ଦିନ ଧରି ଚାଲିଥିବା ଜାତୀୟ ସେବା ଯୋଜନା ଦ୍ଵାରା ଆୟୋଜିତ ଜିଲ୍ଲାସ୍ତରୀୟ ଯୁବ ନେତୃତ୍ବ ପ୍ରଶିକ୍ଷଣ ଶିଶିର ଉଦଯାପିତ। ଉକ୍ତ କାର୍ଯ୍ୟକ୍ରମର ଉଦଯାପାନୀ ଦିବସରେ…

ବୁଦାରେ ମୂଲେ ପଡ଼ିଛି ଗୃହ ପାଳିତ ପଶୁ ପକ୍ଷୀଙ୍କ ଔଷଧ ଏବଂ ଇଞ୍ଜେକ୍ସନ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଗୃହପାଳିତ ପଶୁପକ୍ଷୀଙ୍କ ନିମନ୍ତେ ସରକାରଙ୍କ ତରଫରୁ ସ୍ଥାନୀୟ ପ୍ରାଣୀ ଚିକିତ୍ସା କେନ୍ଦ୍ର ମାନଙ୍କୁ ଆବଶ୍ୟକୀୟ ରୋଗ ପ୍ରତିରୋଧକ ଟୀକା,ଇଞ୍ଜେକ୍ସନ ଏବଂ ଔଷଧ ଯୋଗାଇ ଦିଆଯାଇଥାଏ I କିନ୍ତୁ ବହୁ ସମୟରେ ଚାଷୀ ମାନଙ୍କୁ ସେମାନଙ୍କ ଗୃହପାଳିତ ପଶୁ ପକ୍ଷୀଙ୍କ…

ଅଲଚିକି ଲିପି ଉଦ୍ଭାବନର ଶତବାର୍ଷିକୀ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ପଣ୍ଡିତ ରଘୁନାଥ ମୁର୍ମୁ ଥିଲେ ସାନ୍ତାଳୀ ଅସ୍ମିତାର ପ୍ରତୀକ ପଣ୍ଡିତ ମୁର୍ମୁ "ସ୍ରଷ୍ଟା", ଅଲଚିକି ଲିପି ତାଙ୍କ"ସୃଷ୍ଟି" ଅଲଚିକି ଲିପିର ପ୍ରସାର ଆମକୁ ଆମ ବର୍ତ୍ତମାନ ସହ ପରିଚୟ କରାଉଛି, ଆଉ ଭବିଷ୍ୟତ ପାଇଁ ଆଗକୁ ବଢ଼ିବାକୁ ପ୍ରେରଣା ଦେଉଛି - ମୁଖ୍ୟମନ୍ତ୍ରୀ…