ଜିଲ୍ଲା କଂଗ୍ରେସ ପକ୍ଷରୁ ୧୪୦ତମ ଜାତୀୟ କଂଗ୍ରେସ ପ୍ରତିଷ୍ଠା ଦିବସ ପାଳନ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମାର ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ୧୪୦ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଶ୍ରୀ ଯୁକ୍ତ ଦାସରଥି ଗମାଙ୍ଗ ଙ୍କ…

ମହେନ୍ଦ୍ର ତନୟା ସାହିତ୍ୟ ସଂସଦର ବାର୍ଷିକୋତ୍ସବ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା ଅନ୍ତର୍ଗତ ଗଜପତି ଶାଖା ମହେନ୍ଦ୍ର ତନୟା ସାହିତ୍ୟ ସଂସଦର ବାର୍ଷିକୋତ୍ସବ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଉପାନ୍ତ ପ୍ରହରୀ…

ରାଜ୍ୟ ସ୍ତରୀୟ ତାଇକୋନ୍‌ଡୁ ପ୍ରତିଯୋଗୀତା ରେ ଜିଲ୍ଲା ଡାଇକୋଡୁ ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କର ସଫଳତା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୨୬/୧୨/୨୦୨୫ ତା ଠାରୁ ୨୮/୧୨/୨୦୨୫ ପର୍ଯ୍ୟନ୍ତ ଭଦ୍ରକ ସ୍ଥିତ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ଠାରେ ରାଜ୍ୟ ସ୍ତରୀୟ ଡାଇକୋଡୁ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଅଛି। ଏହି ଡାଇକୋନ୍ତୁ ପ୍ରତିଯୋଗିତା ଓଡିଶା ତାଇକୋନଡୁ ଏସୋସିଏସନ ଦ୍ବାରା ଆୟୋଜନ…

ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ମାସିକ ଭତ୍ତା ବୃଦ୍ଧି

୪୦ ରୁ ୮୦ ବର୍ଷ କଳାକାରଙ୍କ ଭତ୍ତା ୩୦୦୦ ଟଙ୍କାକୁ ବୃଦ୍ଧି ୮୦ ବର୍ଷରୁ ଉର୍ଦ୍ଧ୍ବ କଳାକାରଙ୍କ ଭତ୍ତା ହେଲା ମାସକୁ ୩୫୦୦ ଉପକୃତ ହେବେ ୪୭,୭୦୪ କଳାକାର କେନ୍ଦୁଝର,ତା୨୮/୧୨-ରାଜ୍ୟର ପାରମ୍ପରିକ କଳାକାରଙ୍କ ପାଇଁ ଖୁସିର ଖବର । ୨୦୨୫ ଶେଷ ହୋଇ ୨୦୨୬ ଆରମ୍ଭ ହେଉଥିବା…

ଜଗତସିଂହପୁର ସାହିତ୍ୟ ପରିଷଦର ଷୋଡ଼ଶ ବାର୍ଷିକ ଉତ୍ସବ

 "ସାହିତ୍ୟ ହିଁ ଚରିତ୍ର ଓ ସମାଜ ଗଠନର ଚାବିକାଠି" ଜଗତସିଂହପୁର,ତା-୨୮.୧୨.୨୦୨୫/ସୁମନ୍ତ କୁମାର ଦାସ: ଜଗତସିଂହପୁର ସାହିତ୍ୟ ପରିଷଦର ଷୋଡଶ ବାର୍ଷିକ ଉତ୍ସବ ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଅନୁଷ୍ଠାନର ପ୍ରତିଷ୍ଠାତା କବି ଅଜୟ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ…

ଜମିଲା ଚଇତିର ତୃତୀୟ ରଜନୀ, ଝୁମିଲେ ଦର୍ଶକ

ସଂସ୍କୃତି ଓ ପରମ୍ପରା ହେଉଛି ଆଦିବାସୀଙ୍କ ଅସ୍ମିତା : ମନ୍ତ୍ରୀ ବିଭୁତି ଜେନା l ରାୟଗଡା : (ସରୋଜ କୁମାର ସାହୁ) ଶୀତୁଆ ସନ୍ଧ୍ୟା ସହିତ ନୃତ୍ୟ ଓ ସଂଗୀତ ଲହରୀର ଓଢଣୀ ସତେ ଯେମିତି ନୂତନ ବଧୂ ସଜ ହୋଇ ବସିଥିବା ଭଳି କବିର ମନକୁ ଆଲୋଡିତ କରୁଛି ରାୟଗଡା ଚଇତି l ଜିଲ୍ଲାପାଳ ତଥା ସଂସ୍କୃତି…

ଖଇରା ରେ ମା ବଳସ ଘରିଏନ କ୍ରିକେଟ ଟୁର୍ଣ୍ଣlମେଣ୍ଟ ଉଦଯାପିତ

  ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଖଇରା ଠାରେ ମା ବଳସ ଘରିଏନ ସ୍ପୋର୍ଟ୍ସ କ୍ଲବ ଆନୁକୂଲ୍ୟରେ ଚାଲିଥିବା କ୍ରିକେଟ ପ୍ରତିଯୋଗିତା ରେ ଡ଼ମଝର କୁ ହରାଇ ଖଡ଼ିଆଳ ଗାନ୍ଧୀ ନଗର ଚାମ୍ପିୟାନ ହୋଇଛି l ଉଦଯାପନୀ ପୁରସ୍କାର ବିତରଣୀ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେଡି ସଭାପତି ଅବନୀ କୁମାର…

ସେଚ୍ଛାସେବୀ ସଂଗଠନ ଭଞ୍ଜସେନା ର ପ୍ରଥମ ବୈଠକ

ବେଲଗୁଣ୍ଠା:-(ଶିବରାମ ଚୌଧୁରୀ )- ଘୁମୁସର ମାଟିର ଏକ ପ୍ରମୁଖ ସମାଜସେବୀ ଅନୁଷ୍ଠାନ ଭଞ୍ଜସେନା ସଂଗଠନର ପ୍ରଥମ ବୈଠକ ଏବଂ ସଦସ୍ୟତା ଗ୍ରହଣ କାର୍ଯ୍ୟକ୍ରମ ବେଲଗୁଣ୍ଠା ବ୍ଲକ ତନରଡା ସ୍ଥିତ ମାଆ ବାସଙ୍ଗ ପୀଠରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ଆଇନଜୀବୀ…

୧୪୦ ତମ କଂଗ୍ରେସ ର ପ୍ରତିଷ୍ଠା ଦିବସ ପାଳିତ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ସୋରଡା ନିର୍ବାଚନ ମଣ୍ଡଳୀ ସ୍ତରୀୟ କଂଗ୍ରେସ୍ ର ୧୪୦ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି I ଏହି ଅବସରରେ ପିସିସି ସଦସ୍ୟ ତଥା ସୋରଡା କଂଗ୍ରେସ୍ ବିଧାୟକ ପ୍ରାର୍ଥୀ ହରିକୃଷ୍ଣ ରଥଙ୍କ ନେତୃତ୍ୱରେ ଆଜି ସକାଳ ଦଶ ଘଣ୍ଟ ସମୟରେ ବଡ଼ଗଡ଼ ଠାରୁ ଏକ…

“ଏନସିଇଆରଟି ଢ଼ାଞ୍ଚାରେ ଏସ୍‌ସିଇଆରଟି ହେବ”

କେନ୍ଦୁଝର ବଣିଆପାଟ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ପାଠ୍ୟ ପୁସ୍ତକ ମିଳିବ ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ବ ଦିଏ ଶିଶୁମନ୍ଦିର: ମୁଖ୍ୟମନ୍ତ୍ରୀ କେନ୍ଦୁଝର,ତା୨୮/୧୨- ଭାରତୀୟ ସଂସ୍କୃତି ଓ ପରମ୍ପରାକୁ…