Sign in
Sign in
Recover your password.
A password will be e-mailed to you.
ଆଦିବାସୀ କୁଡୁମି ସମାଜର ଓଡିଶା ଶାଖା ତରଫରୁ ବନ୍ଧୁମିଳନ ସହ ରାଜ୍ୟ କମିଟି ଗଠନ
କେନ୍ଦୁଝର,ତା୨୮/୧୨- କେନ୍ଦୁଝର ଜିଲ୍ଲା ସଦର ବ୍ଲକ ନରଣପୁର ଗ୍ରାମ ପଞ୍ଚାୟତର ରାମଚନ୍ଦ୍ରପୁର ଠାରେ ଓଡିଶା ଆଦିବାସୀ କୁଡୁମୀ ସମାଜର ବନ୍ଧୁମିଳନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସମାବେଶ ୨୦୨୫ ଅନୁଷ୍ଠିତ ହୋଇଯାଇଛି ତା ସହ ରାଜ୍ୟ କମିଟି ମଧ୍ୟ ଘୋଷଣା କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ…
ଅଭିଯୋଗ: ମହୁଲପାଟି ପେକ୍ସରେ ଚାଷୀ ଶୋଷଣ, କଟଣୀ–ଛଟଣୀ କରି କି ହଇରାଣ
ବଲାଙ୍ଗିର, ଘନଶ୍ୟାମ ନାଗ (ଶାସକ ପ୍ରଶାସକ) ୨୮/୧୨ :- ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ମହୁଲପାଟି ପେକ୍ସରେ ଚାଷୀମାନେ ଭୟଙ୍କର ଶୋଷଣର ଶିକାର ହେଉଥିବା ଅଭିଯୋଗ ଉଠିଛି। ମୁଣ୍ଡଝାଳ ତୁଣ୍ଡେ ମାରି ଦିନରାତି ପରିଶ୍ରମ କରୁଥିବା ଚାଷୀ ନିଜ ପରିବାରର ପେଟ ପୋଷଣ ଓ ମୌଳିକ ଆବଶ୍ୟକତା…
ଘଟଗାଁ ବେଢାପାଳ ଠାରେ କଳାକାର ସମ୍ମିଳନୀ।
କେନ୍ଦୁଝର,ତା୨୮/୧୨- ଘଟଗାଁ ବ୍ଲକ ଅନ୍ତର୍ଗତ ତରା ପଞ୍ଚାୟତ ବେଢାପାଳ ଠାରେ ଦ୍ଵିତୀୟବାର୍ଷିକ କଳାକାର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ଶ୍ରୀ ବଳଦେବ ଜୀଉ ପାଲା କଳାକାର ସଂଘ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଆଜିର ଉଦଘାଟନୀ ଉତ୍ସବରେ ନିମନ୍ତ୍ରିତ ହୋଇ…
ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ସିରିଗିଡାର ସୁବର୍ଣ୍ଣ ଜୟନ୍ତୀ ସମାରୋହ
ପାଠପଢ଼ାରେ ବୈଷୟିକ ଜ୍ଞାନ ବ୍ୟବହାର ଉପରେ ଗୁରୁତ୍ବ ଦିଅ
ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ଗୁଣର ବିକାଶ ଜରୁରୀ: ମୁଖ୍ୟମନ୍ତ୍ରୀ
କେନ୍ଦୁଝର,ତା୨୮/୧୨-ସମସ୍ତ ପାଖରେ କିଛି ନା କିଛି ଲୁକ୍କାୟିତ ଗୁଣ ବା ପ୍ରତିଭା ରହିଛି। ତେଣୁ ପାଠ ପଢ଼ା ସହିତ ଏହି ଲୁଚି ରହିଥିବା ପ୍ରତିଭାକୁ…
କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ବିକାଶ ପରିଷଦ ତରଫରୁ ଦାବିପତ୍ର
ରାଜଗାଙ୍ଗପୁର,୨୭-୧୨-୨୫. କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସି ଶୁକ୍ରବାର ପୁର ରାଉରକେଲା ହାଉସ୍ରେ ପହଞ୍ଚିଥିଲେ । ଏହି ଅବସରରେ କଂସବାହାଲ ବିକାଶ ପରିଷଦ ତରଫରୁ ରଫରୁ ରାଜଗାଙ୍ଗପୁ ନିର୍ବାଚନ ମଣ୍ଡଳୀର ବିଜେପିର ଏକ ପ୍ରତିନିଧୁ ମଣ୍ଡଳୀ…
ଗୋଁଡ଼ ପାରମ୍ପରିକ ଖଣ୍ଡା ନୃତ୍ୟରେ ଦର୍ଶକ ବିଭୋର
କେନ୍ଦୁଝର,ତା୨୮/୧୨- କେନ୍ଦୁଝର ଷ୍ଟାଡିୟମ ପଡିଆରେ ଚାଲିଥିବା ଗୋନାସିକା କେନ୍ଦୁଝର ମେହାତ୍ସବ-୨୦୨୫ ଦ୍ୱିତୀୟ ସାଂସ୍କୃତିକ ସନ୍ଧ୍ୟାରେ ଶନିବାର କେନ୍ଦୁଝର ଜିଲ୍ଲା ଗୋଁଡ଼ ସାଂସ୍କୃତିକ ସମାଜ ତରଫରୁ ଗୋଁଡ଼ ପାରମ୍ପାରିକ ଯୁଦ୍ଧ କଳା ନୃତ୍ୟ ପ୍ରଦର୍ଶନ କରାଯାଇଥିଲା। ଏଥିରେ ଗୋଁଡ ସମ୍ପ୍ରଦାୟର…
ବିଜୁ ଯୁବ ଓ ଛାତ୍ର ଜନତା ଦଳର ରାଜ୍ୟ କମିଟି ଘୋଷିତ
୪ଜଣ କାର୍ଯ୍ୟକାରୀ ସଭାପତି ସମେତ ବିଜୁ ଯୁବ ଜନତା ଦଳର ୧୬୦ କର୍ମକର୍ତ୍ତା ଘୋଷିତ\
ବିଜୁ ଛାତ୍ର ଜନତା ଦଳର ୫ ଜଣ କାର୍ଯ୍ୟକାରୀ ସଭାପତି ସମେତ ୧୪୫ କର୍ମକର୍ତ୍ତା ଘୋଷିତ
ପ୍ରତିଷ୍ଠା ଦିବସ ପରେ ସଂଗଠନକୁ ଗୁରୁତ୍ୱ ଦେଇ ସଭାପତି ୧୧ଟି ଜିଲ୍ଲା କମିଟି ଘୋଷଣା କରିଥିଲେ ।…
ଦୁଇ ଦିନ ଧରି ମୁମୂର୍ଷୁ ଅବସ୍ଥାରେ ଥିବା ଗୋମାତା ଙ୍କୁ ଉଦ୍ଧାର କଲେ କଟକ ମେୟର ଶ୍ରୀ ସୁବାସ ସିଂହ
କଟକ : ଆଜି ସକାଳ ୧୦ ଘଟିକା ସମୟରେ କଟକ ମେୟର ସିର ସୁବାସ ସିଂହ ସି.ଡି.ଏ ପେଟନେଲ ଏଲ.ଆଇ.ସି କଲୋନୀ ପଛପଟ ରେ ଏକ ଗୋମାତା ଦୁଇ ଦିନ ଧରି ମୁମୂର୍ଷୁ ଅବସ୍ଥାରେ ଥିବା ଖବର ଶୁଣି ମାନ୍ୟବର ମେୟର ଶ୍ରୀ ସିଂହ ଯଥା ଶୀଘ୍ର ସେ ଗୋମାତା ଙ୍କୁ ଉଦ୍ଧାର କରିବା ନିମନ୍ତେ କଟକ ମହାନଗର ନିଗମ ର ଏକ ୨୦…
ଗ୍ରାମ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା 2026 କାମଠଣା ରେ ଉଦଘାଟିତ ।
ଘୁମୁରା ଲୋଗ, ପୋଷ୍ଟର ଉନ୍ମୋଚନ।
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା୨୭/୧୨/୨୦୨୫କଳାହାଣ୍ଡି ଜିଲ୍ଲା ର କଳା, ସଂସ୍କୃତି, ସାହିତ୍ୟ, ଲୁକାୟିତ ପ୍ରତିଭା, ଭାଇଚାରା ସମ୍ପର୍କର ବାର୍ତ୍ତାବହ କଳାହାଣ୍ଡି ଉତ୍ସବ ଘୁମୁରା 2026 ପ୍ରତି ବର୍ଷ ଭଳି ଆଗାମୀ ଜାନୁଆରୀ 14 ରୁ 17…
ମଞ୍ଚକୁ ରୋମାଂଚିତ କରିଛି ଚଇତି ଦ୍ବିତୀୟ ରଜନୀ
ବିକାଶର ଆତ୍ମା ହେଉଛି ସଂସ୍କୃତି ଓ ପରମ୍ପରା : ସାଂସଦ ସୁଜିତ କୁମାର
ରାୟଗଡା: (ସରୋଜ କୁମାର ସାହୁ) ରାୟଗଡା ଚଇତି ମଞ୍ଚ ଆବାଳ ବୃଦ୍ଧା ବନିତା ସମସ୍ତଙ୍କୁ ରୋମାଂଚିତ କରିଛି l ଜିଲ୍ଲାବାସୀଙ୍କ ଗଣପର୍ବ ପାଲଟିଥିବା ଚଇତି ଧୀରେ ଧୀରେ ଲୋକଙ୍କ ଜନମାନସରେ ନିଜର ଛବି ଆଙ୍କିଦେଇଛି l ଜିଲ୍ଲାପାଳ…