Sign in
Sign in
Recover your password.
A password will be e-mailed to you.
ଯୁବ ମହୋତ୍ସବରେ ଗଜପତି କଳାକାରଙ୍କ ସଫଳତା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ଭୁବନେଶ୍ବର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ସମାବେଶ ରେ ଲୋକ ସଙ୍ଗୀତ ବିଭାଗରେ ଗଜପତି ଜିଲ୍ଲା ପୁରସ୍କୃତ, ୩୦ ଟି ଜିଲ୍ଲା ର ଯୁବ କଳାକାର…
ଆଇନଜୀବୀଙ୍କ ଏକତା ଓ ନ୍ୟାୟିକ ଅଙ୍ଗିକାରବଦ୍ଧତା
ବିଭୁପ୍ରସାଦ ତ୍ରିପାଠୀ
୧୯୪୮ମସିହାରେ କଟକ ସହରରେ ଆରମ୍ଭ ହୋଇଥିଲା ନିଖିଳ ଓଡ଼ିଶା ଆଇନଜୀବୀ ସଙ୍ଘ।୧୯୬୦ ମସିହା ପର୍ଯ୍ୟନ୍ତ ଏହି ସଂଘ ନିଜର ବାର୍ଷିକସମ୍ମିଳନୀରାଜ୍ୟର ବିଭିନ୍ନ ଜିଲ୍ଲାରେ ଆୟୋଜନ କରି ଆସୁଥିଲା। ୧୯୬୧ ମସିହାରେ ଆଡଭୋକେଟ୍ ଆକ୍ଟ ପ୍ରଣୟନ ହେଲା। ଆଇନଜୀବୀ ମାନଙ୍କ…
ମନ୍ଦିର ଚୋରି ଘଟଣା ରେ ବେଲଗୁଣ୍ଠା ପୋଲିସ କୁ ସଫଳତା
୭ ଚୋର ଗିରଫ,୯.୪୫ କେଜି ରୂପା ସହିତ ଅନ୍ୟ ଚୋରି ସାମଗ୍ରୀ ଜବତ ।
ବେଲଗୁଣ୍ଠା-(ଶିବରାମ ଚୌଧୁରୀ )--ଗତ କିଛି ଦିନ ହେଲା ବେଲଗୁଣ୍ଠା ଅଞ୍ଚଳରେ ଚୋରି ବଢ଼ିବାରେ ଲାଗିଥିବାବେଳେ ଚୋର ପ୍ରାୟତଃ ମନ୍ଦିର ଗୁଡିକୁ ଟାର୍ଗେଟ କରି ଚୋରି କରି ଅଞ୍ଚଳବାସୀ ଓ ପୋଲିସର ମୁଣ୍ଡବ୍ୟଥାର କାରଣ ସାଜିଥିଲେ ।…
ନବରଙ୍ଗପୁରରେ ତୃଣମୂଳସ୍ତରୀୟ ସାମ୍ବାଦିକତାକୁ ସୁଦୃଢ଼ କରିବା ପାଇଁ ପିରାମଲ ଫାଉଣ୍ଡେସନ ପକ୍ଷରୁ “ବ୍ଲୁ – ନିବ୍”…
ନବରଙ୍ଗପୁର: ଅଶୋକ ସାହୁ,୨୭ ଡିସେମ୍ବର ୨୦୨୫ରେ ନବରଙ୍ଗପୁରରେ ବ୍ଲୁ - ନିବ୍ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଥିଲା, ଯାହା ଜିଲ୍ଲାରେ ଗଣମାଧ୍ୟମ ଏବଂ ଦାୟିତ୍ୱପୂର୍ଣ୍ଣ ସାମ୍ବାଦିକତାକୁ ସୁଦୃଢ଼ କରିବାରେ କାର୍ଯ କରିବ।ପିରାମଲ ଫାଉଣ୍ଡେସନର ବରିଷ୍ଠ କାର୍ଯ୍ୟକ୍ରମ ନିର୍ଦ୍ଦେଶକ…
ଧନଜୀବନ ସହ ପରିବେଶ ସୁରକ୍ଷା ଯବାନଙ୍କ ଦାୟିତ୍ବ ।
ମାଲକାନଗିର, ତା ୨୭/୧୨: ଜନତାଙ୍କ ଧନଜୀବନ ସହ ପରିବେଶ ସୁରକ୍ଷା ଆମର ଦାୟିତ୍ଵ ବୋଲି ଚତୁର୍ଥ ସ୍ବତନ୍ତ୍ର ସୁରକ୍ଷା ବାହିନୀର ଡେପୁଟି କମାଣ୍ଡେଣ୍ଟ ଦେବେଶ ରଞ୍ଜନ ପ୍ରଧାନ ପ୍ରକାଶ କରିଛନ୍ତି। ଆମ ଦେଶ, ରାଜ୍ୟ ଓ ପ୍ରତ୍ୟେକ ଜିଲାର ଜନସାଧାରଣଙ୍କ ଧନ ଜୀବନ ସୁରକ୍ଷା ଦାୟିତ୍ଵ ସରକାର ସୁରକ୍ଷା…
କେନ୍ଦୁଝର ମଇଦାନକେଲ ସ୍ଥିତ ପ୍ରଗତି ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳିତ, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ
ଛାତ୍ର ସମାଜ ପାଇଁ ଶିକ୍ଷା ଗୁରତ୍ବପୂର୍ଣ୍ଣ
ନିଜ ପ୍ରତିଭାକୁ ଜାଣି ସେହି ଅନୁସାରେ ଆଗକୁ ବଢିବାର ପ୍ରୟାସ କଲେ ସଫଳତା ମିଳିବ - ମୁଖ୍ୟମନ୍ତ୍ରୀଙ୍କା ଛାତ୍ରଛାତ୍ରୀଙ୍କୁ ମନ୍ତ୍ର
ଛାତ୍ରଛାତ୍ରୀମାନେ ହିଁ ବିକଶିତ ଭାରତର ସୁତ୍ରଧର- ମୁଖ୍ୟମନ୍ତ୍ରୀ
କେନ୍ଦୁଝର-୨୭/୧୨/୨୦୨୫:…
କେନ୍ଦୁଝରରେ ଅନୁଷ୍ଠିତ ହେଲା ୫୨ତମ ରାଜ୍ୟସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଶିଶୁ ବେଳରୁ ଜିଜ୍ଞାସା ଓ ଗବେଷଣାତ୍ମକ ମନୋଭାବକୁ ଗୁରୁତ୍ବ ଦିଆଯିବା ଉଚିତ
ଆଜିର ଛାତ୍ରଛାତ୍ରୀ ମାନେ ହିଁ ବୈଜ୍ଞାନିକ ହୋଇ ଦେଶକୁ ଆତ୍ମନିର୍ଭର କରିବେ - ମୁଖ୍ୟମନ୍ତ୍ରୀ
କେନ୍ଦୁଝର,ତା୨୭/୧୨- ଛାତ୍ରଛାତ୍ରୀମାନେ ବୈଜ୍ଞାନିକ ଚିନ୍ତାଧାରା ନେଇ ସବୁ ଜିନିଷର ଅନୁସନ୍ଧାନ…
୭ଦଫା ଦାବି ନେଇ ରାଜା ରାସ୍ତାରେ ବୋରାସମ୍ବର କୃଷକ ସଂଗଠନ।
ପଦ୍ମପୁର:- କଠିନ ପରିଶ୍ରମ କରି ସାରା ଫସଲ ଅମଳ କରି ସମସ୍ତଙ୍କ ମୁହଁରେ ଆହାର ଯୋଗାଇଥାଏ ଚାଷୀ। ଆଉ କିଛି ଦିନ ପରେ ଚାଷୀ ର ମହାନ୍ ପର୍ବ ପୌଷ ପୂର୍ଣ୍ଣିମା ବା "ପୁସପୁନି " । ଏହି ପର୍ବକୁ ମହା ଆନନ୍ଦ ଓ ଉଲ୍ଲାସର ସହ ପାଳନ କରିଥାଆନ୍ତି ସମସ୍ତ ଚାଷୀ। କାରଣ ଚାଷୀ ର ସମସ୍ତ କାମ ଶେଷ…
ବିଜେପି ସରକାରଙ୍କ କୃଷିମାରଣା ନୀତି ବିରୋଧରେ ବିଜେଡିର ବିରାଟ ବାଇକ୍ ରେଲି
ବଲାଙ୍ଗିର, ଘନଶ୍ୟାମ ନାଗ (ଶାସକ ପ୍ରଶାସକ), ୨୬/୧୨:-ବିଜେପି ସରକାରଙ୍କ କୃଷିମାରଣା ନୀତିକୁ ବିରୋଧ କରି ବିପକ୍ଷ ବିଜେଡି ପକ୍ଷରୁ ଆଜି ଏକ ବିରାଟ ବାଇକ ରେଲି ପ୍ରଦର୍ଶନ କରା ଯାଇଛି। ପୂର୍ବତନ ବିଧାୟକ ଶ୍ରୀ ସରୋଜ କୁମାର ମେହେରଙ୍କ ନେତୃତ୍ୱରେ ରାମପୁର ବସ୍ଷ୍ଟାଣ୍ଡଠାରୁ ଆରମ୍ଭ ହୋଇଥିବା…
ରାଜ୍ୟସ୍ତରୀୟ ଯୁବଉତ୍ସବରେ କେନ୍ଦ୍ରାପଡ଼ା ଛାତ୍ରୀଙ୍କ କୃତିତ୍ୱ ।
କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ଡିସେମ୍ବର ୨୪ ରୁ ୨୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ରାଜ୍ୟସ୍ତରୀୟ ଯୁବ ଉତ୍ସବ ପ୍ରତିଯୋଗିତାରେ ପଦ୍ୟ ଲିଖନ ପ୍ରତିଯୋଗିତାରେ ଏସ.ଏନ ମହାବିଦ୍ୟାଳୟର ରାଜକନିକାର…