ବିଦ୍ୟୁତ ସଂଯୋଗ ହୋଇ ନାହିଁ, କିନ୍ତୁ ଆସିଲା ବିଲ

ଘୁ. ଉଦୟଗିରି /ଗଗନ କୁମାର ପ୍ରଧାନ : କନ୍ଧମାଳ ଜ଼ିଲ୍ଲା ଅଧିନସ୍ଥ କୋଟଗଡ ବ୍ଲକର ମାରଲାଙ୍ଗା ଗ୍ରାମ ପଞ୍ଚାୟତ.ଏହି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଶ୍ରାସୁଗୁଡା଼ ଗ୍ରାମରେ ବିଦ୍ୟୁତ ନାହିଁ. ବିଦ୍ୟୁତ ସଂଯୋଗ ପାଇଁ ଖମ୍ବ ମଧ୍ୟ ପୋତା ଯାଇ ନାହିଁ.ଠିକାଦାର ଦ୍ୱାରା ଖୋଳା ଯାଇ ଥିବା ଗାତୋ ପୋତି…

ନବୀନ ଗଢିଲେ ୨୯ ଜଣିଆ ମେଡିଆ ଟିମ୍ :ଡ ସସ୍ମିତ ପାତ୍ରଙ୍କୁ  ସଂଯୋଜକ ସହ ଜାତୀୟ ମୁଖପାତ୍ର  ଦାୟିତ୍ୱ

ଭୁୂବନେଶ୍ୱର : ପୂର୍ବର ସମସ୍ତ ଆଦେଶକୁ ବାତିଲ କରି ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ଦଳର ୨୯ ଜଣିଆ ନୂଆ ମିଡିଆ ଟିମକୁ ଅନୁମୋଦନ ଦେଇଛନ୍ତି  । ମେଡିଆ କୋର୍ଡିନେଟର ଭାବେ ସାଂସଦ ଡ ସସ୍ମିତ ପାତ୍ରଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଜାତୀୟ ମୁଖପାତ୍ର ଭାବେ ସାଂସଦ ପିନାକୀ ମିଶ୍ର,…

ତୃତୀୟ ଦିବସରେ କୃପାଳୁ ଶିଶୁ ସାହିତ୍ୟ ଆସର ଶୀର୍ଷକ  “ନୂଆଁଖାଇ”କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ବାଲମୁକୁନ୍ଦ କେନ୍ଦ୍ର ପକ୍ଷରୁ ପବିତ୍ର ଶ୍ରୀ ଗଣେଶ ପୁଜା ଅବସରରେ ଆୟୋଜିତ '"ଜାଗରଣ" ଅଭିଯାନର ତୃତୀୟ ଦିବସରେ କୃପାଳୁ ଶିଶୁ ସାହିତ୍ୟ ଆସର  ସମ୍ପର୍କିତ "ନୂଆଁଖାଇ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।     ଏହି କାର୍ଯ୍ୟକ୍ରମକୁ …

ଅଚାନକ ପ୍ରାଚୀ ଡିଭିଜନରେ ଜଳସମ୍ପଦ ମନ୍ତ୍ରୀ

ଭୁବନେଶ୍ୱର :ରାଜ୍ୟ ଜଳ ସମ୍ପଦ, ସୂଚନା ଓ ଲୋକ ସମ୍ପର୍କ  ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ  ସକାଳ ଘ.୧୦.୩୦ ସମୟରେ ଅପ୍ରତ୍ୟାଶିତ ଭାବେ ପ୍ରାଚୀ ଜଳସେଚନ ଡିଭିଜନ କାର୍ଯ୍ୟାଳୟ ପରିଦର୍ଶନ କରି ବିଭାଗୀୟ କାର୍ଯ୍ୟ ତଦାରଖ କରିଥିଲେ । କର୍ମଚାରୀମାନଙ୍କର ସୁବିଧା ଅସୁବିଧା ସମ୍ପର୍କରେ ବୁଝିବା ସହିତ…

ବରଗଡ଼ ପୋଲିସକୁ ବଡ ସଫଳତା : ଆତଙ୍କରାଜ ଚଲାଇଥିବା ଆଠ ଜଣିଆ ଡକାୟତ ଗ୍ୟାଙ୍ଗକୁ କାବୁ କଲା ପୋଲିସ 

ବରଗଡ :-  ବିଗତ କିଛି ଦିନ ହେଲା ବରଗଡ଼ ଜିଲ୍ଳାର ବିଭିନ୍ନ ସ୍ଥାନରେ  ଅପରାଧ କରି ଆତଙ୍କରାଜ ଚଲାଇଥିବା ଏକ ଆଠ ଜଣିଆ ଡକାୟତ ଦଳକୁ ଜିଲ୍ଳା ପୋଲିସ କାବୁ କରି ଧରିବାରେ ସଫଳ ହେଇଛି । ଗିରଫ ଡକାୟତମାନେ ବରଗଡ଼ ଖଜୁରଟିକ୍ରାର ବବଲୁ ପ୍ରଧାନ, ବଣ୍ଟି ପୋଢ଼ , ସନି ଓରଫ ଯୋଗେଶ ପଟେଲ ଓ ଫୁଲୁ ଓରଫ…

ସ୍ୱାୟତ୍ତ ଶାସନ ଦିବସରେ ବିଭିନ୍ନ କାର୍ଯ୍ୟକ୍ରମ ସହ ସାଂସ୍କୃତିକ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ସ୍ୱାୟତ ଶାସନ ଦିବସରେ ପୌର ପରିଷଦ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ  ଆୟୋଜିତ ସଭାରେ ପୌରପରିଷଦ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ସଭାପତିତ୍ୱ କରି…

କଠିନ ବର୍ଜ୍ୟବସ୍ତୁ ପରିଚାଳନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରା:ଉଦୟଗିରି ବ୍ଲକ  ଶବରପଲ୍ଲୀ  ପଞ୍ଚାୟତ  ଅନ୍ତର୍ଗତ ସୁଣ୍ଡୁରବା ଏବଂ କାନ୍ଦୁଲ ସାହି ଗ୍ରାମ ଠାରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।        ଏହି କାର୍ଯ୍ୟକ୍ରମକୁ  ରା:ଉଦୟଗିରି…

ମହାପ୍ରଭୁ ନୃସିଂହନାଥ ଙ୍କର ନିକଟରେ ଲାଗିଲା ନବାନ୍ନ 

ମନ୍ଦିରରେ ନୂଆଁ ଖାଇଲେ ଦୁଇ ହଜାରରୁ ଅଧିକ ଭକ୍ତ ବରଗଡ :- ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଓ ପବିତ୍ର ତୀର୍ଥ କ୍ଷେତ୍ର ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିରରେ ଆଜି ମହାପ୍ରଭୁ ମାର୍ଜର କେଶରୀଙ୍କୁ ସମସ୍ତ ରୀତିନୀତିରେ ନାବାନ୍ନ ଭୋଗ ଅର୍ପଣ କରାଯାଇଥିଲା । ଦୈନନ୍ଦିନ ନୀତି ପରେ ପ୍ରଥମେ ମନ୍ଦିରର…

ହେ ଭଗବାନ : ଖେଳୁ ଖେଳୁ ଚାଲିଗଲା ପ୍ରାଣ 

ବାରିପଦା (ଦିଲ୍ଲୀପ ମହାନ୍ତି )-ପାଣିରେ ବୁଡି ଗୋଟିଏ ପରିବାରର ଦୁଇ ଶିଶୁ କନ୍ୟା ମୃତ୍ୟୁ ଘଟିଛି। ଏମିତି ଏକ ଅଭାବନୀୟ ଦୁଃଖଦ ଘଟଣା ଘଟିଛି ମୟୂରଭ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ଚାନ୍ଦୁଆ ଗ୍ରାମରେ। ମୃତ ଶିଶୁ ମାନେ ହେଉଛନ୍ତି  ଉକ୍ତ ଗ୍ରାମର ବିଶ୍ବନାଥ ବେଶ୍ରାଙ୍କର ୩ବର୍ଷର ଝିଅ…