ଶ୍ରୀମନ୍ଦିର ସୁରକ୍ଷା ପାଇଁ ସରକାର ଯତ୍ନଶୀଳ ହେବା ଦରକାର – ଧର୍ମେନ୍ଦ୍ର ପ୍ରଧାନ

ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ  ଶ୍ରୀମନ୍ଦିର ଚତୁଃପାର୍ଶ୍ୱ  ଉଚ୍ଛେଦ କାର୍ଯ୍ୟରେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନିଆଯାଉ  ହଜାର ହଜାର ବର୍ଷର ପୁରୁଣା ପରମ୍ପରାକୁ ଆଧାର କରି ଆଧୁନିକ ବ୍ୟବସ୍ଥା ହେଉ ଏବଂ ଏଥିପାଇଁ ସବୁ ବ୍ୟବସ୍ଥା ଯତ୍ନଶୀଳ ଭାବେ ହେବା ଦରକାର …

ବିଦ୍ୟାଳୟ ବାହାରେ ଗଣେଷ ପୂଜା କଲେ ଛାତ୍ର ଛାତ୍ରୀ

ମେଲଛାମୁଣ୍ଡା,(ମନୋଜ ଭୋଇ )- ଗ୍ରାମାଂଚଳର ସ୍କୁଲ ମାନଙ୍କରେ ପାଳନ ହେଉଥିବା ବିଭିନ୍ନ ପୂଜା ପର୍ବାଣି ପାଇଁ ଛାତ୍ର ଛାତ୍ରୀ ମାନେ ଚାତକ ପରି ଚାହିଁବସିଥାନ୍ତି । ସେହି ଦିନ ଯେତିକି ପାଖେଇ ଆସିଥାଏ ଛାତ୍ର ଛାତ୍ରୀଙ୍କ ମନ ଆନନ୍ଦରେ ଫାଟି ପଡୁଥାଏ । ହେଳେ କୋମଳ ମତି ପିଲାଙ୍କ ମନକୁ ଫଟେଇଥିବା…

ଘଡଘଡି ପଡ଼ି ଜଳିଗଲା ଘର,୩ ଗର୍ଭଣୀଗାଈ ଜୀବନ୍ତ ଦଗ୍ଧ

ଖରାପ ରାସ୍ତା ଯୋଗୁଁ ବିଳମ୍ବରେ ପହଞ୍ଚିଲା ଦମକଳ ବାହିନୀ ଜଗତସିଂହପୁର:(ରମେଶ ମହାନ୍ତି):-ଗତକାଲି ବିଳମ୍ବିତ ରାତିରେ ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ସ୍ଥିତ ଗୁଣ୍ଠିଲୋ ଗ୍ରାମର ପୁର୍ଣ୍ଣ ଚନ୍ଦ୍ର ମହାନ୍ତିଙ୍କ ଘର ଉପରେ ଘଡଘଡି ପଡ଼ି ଦୁଇ ବଖରା ଘର ଜଳିଯିବା ସହିତ ୩ଟି…

ବଦଳୁ ପୁରୀ ସହର , ସମୟ ସହ ବଦଳିବା ଦରକାର 

କ୍ଷତିଗ୍ରସ୍ତ ବ୍ୟକ୍ତି ଅନୁଷ୍ଠାନ ପାଆନ୍ତୁ ଯଥୋଚିତ ଥଇଥାନ ଓ ପୁନର୍ବାସ ସୁଯୋଗ   ବୃଦ୍ଧି ପାଉ ପର୍ଯ୍ୟଟନ ଗୁରୁତ୍ୱ, ଉନ୍ନତ ହେଉ ପୁରୀବାସୀଙ୍କ ଜୀବନ ଆଉ ପୁରୀ ସହର  Puri(Special Correspondent)  ଐତିହ୍ୟ ସହର ପୁରୀ | ଜଗନ୍ନାଥ ଓ ଶ୍ରୀମନ୍ଦିର ପୁରୀର ଆତ୍ମା | କାହିଁ କେଉଁ ବିସ୍ମୃତ…

ବାରିପଦାରେ ଲୁଟେରାଙ୍କ ଦୌରାତ୍ମ୍ୟ

ସ୍ପଷ୍ଟ ଦିବାଲୋକରେ ବାଇକରେ ଆସି ବରିଷ୍ଠ ନାଗରିକଙ୍କଠାରୁ ୫୦ ହଜାର ଟଙ୍କା ଝାମ୍ପି ନେଲେ ବାରିପଦା(୦୫/୦୯)-ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହରରେ ଲୁଟେରା ଙ୍କ ଦୋରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ଆଜି ପୂର୍ବାହ୍ନରେ ଗୋଟାଏ ପଟରେ ସଡକ ସୁରକ୍ଷାକୁ ନେଇ…

ମଧୁମେହ ପାଲଟିଛି ମିଠା ଜହର : ୨୪ ଘଣ୍ଟାରେ ଯାଉଛି ଅଧ ଡଜନେ ଜୀବନ

ନୁଆଦିଲ୍ଲୀ : ଚିନ୍ତା ବଢାଇ ଦେଲା ଭଳି ଖବର  । ମଧୁମେହ ପାଲଟିଛି ମିଠା ଜହର  । ଚିନ୍ତା ବଡାଇଦେଲା ଭଳି ସଂଖ୍ୟାରେ ମୃତୁ୍ୟବରଣ କରୁଛନ୍ତି ଲୋକେ  । ଆଉ ଓଡିଶାରେ ପ୍ରତିଦିନ ପ୍ରତି ଚାରି ଘଣ୍ଟାରେ ଜଣେ ଲୋକ  ମଧୁମେହ ରୋଗ କାରଣରୁ ପ୍ରାଣ ହରାଉଛନ୍ତି  । ଆଉ ଏଥିପାଇଁ ଓଡିଶା କୋଉଥିରେ ଟପଟେନରେ…

“ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଚିଠି ଶିକ୍ଷକ ଜାତି ପ୍ରତି ଅପମାନ “

ବିଦ୍ୟାଳୟରୁ ସେଲଫି ଓ ଉପସ୍ଥାନ ଖାତା ଫୋଟୋ ଉଠାଇ ବାଧ୍ୟତାମୂଳକ ହ୍ଵାଟ୍ସଆପରେ ପଠାଇବା ପ୍ରସଙ୍ଗ  ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ :  ବିଦ୍ୟାଳୟରେ  ଶିକ୍ଷକ-ଶିକ୍ଷୟତ୍ରୀ ପହଞ୍ଚି ସେଠାକାର ବିଦ୍ୟାଳୟ ସହ ସେଲଫି ଫୋଟୋ ଉଠାଇ ଏବଂ ବିଦ୍ୟାଳୟର ସମ୍ପୃକ୍ତ ଶ୍ରେଣୀର ଉପସ୍ଥାନ…

ମହିଳା ସାଜିବେ ସ୍ଵଛ ସାଥି, ଜଳ ସାଥି

ମହିଳାଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ରାଜ୍ୟ ସରକାର ଯତ୍ନବାନ : ମନ୍ତ୍ରୀ ପ୍ରତାପ ଜେନା ଭୁବନେଶ୍ୱର(ଶାସକ ପ୍ରଶାସକ): ସମାଜ ଗଠନରେ ମହିଳା ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେମାନେ କିପରି ଅତ୍ମନିର୍ଭରଶୀଳ ହେବେ, ସେମାନଙ୍କୁ ଅଧିକରୁ ଅଧିକ କିପରି ସୁବିଧା ସୁଯୋଗ ମିଳିବ ସେ…

ପୋଲ ତଳକୁ ଓଲଟିଲା ଇକୋ ସ୍ପୋର୍ଟ : ଦୁଇ ମୃତ ଦୁଇ ଗୁରୁତର 

ସୁନ୍ଦରଗଡ/ HORACHAND DEURIA  : ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ଥାନା ଅନ୍ତର୍ଗତ  ଗରିଆମାଲ ନିକଟସ୍ଥ  ମାଲିପଡ଼ା ଠାରେ ଏକ  ଇକୋସ୍ପୋର୍ଟ ଗାଡି ନିୟନ୍ତ୍ରଣ ହାତରଇ ପୋଲ ତଳକୁ ଓଲଟିଯିବ  ଫଳରେ ଦୁଇଜଣ ମୃତ୍ୟୁ ବାରଣ କରିଥିବା ବେଳେ ଆଉ ଦିଜଣ ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ…

ସାଇକେଲ ଚାଳକ-୧୨ ଚକିଆ ମୁହାଁମୁହିଁ : ସାଇକେଲ ଚାଳକ ମୃତ 

ସୁନ୍ଦରଗଡ(ହୋରାଚାନ୍ଦ ଦେଉରିଆ): ତଲସରା ଥାନା ଅନ୍ତର୍ଗତ ତୁମୁଲିଆ ଠାରେ ଜଣେ ସାଇକେଲ ଚାଳକ ଓ ଏକ ୧୨ ଚକିଆ ଗାଡି ଧକା ହେବ ଫଳରେ ସାଇକେଲ ଚାଳକଙ୍କ ମୃତ୍ୟୁ ଘଟିଛି | ଦୁର୍ଘଟଣା ଘଟାଇ ଥିବା ଗାଡ଼ିଟିର ନମ୍ବର ହେଲା ଓଡି ୧୫ ଏଚ ୪୫୦୫ | ମୃତକଙ୍କ ନାମ ବିଶ୍ୱେଶ୍ୱର ବେହେରା | ଏହି ଦୁର୍ଘଟଣାକୁ…