Sign in
Sign in
Recover your password.
A password will be e-mailed to you.
ଭାରତ ଉର୍ଜା ନ୍ୟାୟକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛି – ଧର୍ମେନ୍ଦ୍ର ପ୍ରଧାନ
୮ତମ ଏସୀୟ ଶକ୍ତି ମନ୍ତ୍ରୀସ୍ତରୀୟ ଗୋଲଟେବୁଲ ବୈଠକରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ
ଓଡିଶାର ଚଣ୍ଡିଖୋଲ ଠାରେ ଋଣନୈତିକ ତୈଳ ଭଣ୍ଡାର କାମରେ ୟୁଏଇ ଦ୍ୱିତୀୟବାର ଅଂଶଗ୍ରହଣ କରିବାକୁ ଅନୁରୋଧ
ତୈଳଉତ୍ପାଦନ ଓ ରପ୍ତାନୀକୁ ସ୍ଥିର ରଖିବାକୁ ଓପେକ୍ ଅଧିକାରୀଙ୍କ ସହ ଆଲୋଚନା
ଆଗାମୀ ଦୁଇ…
ନାଁକୁ ମେଡ଼ିକାଲ କଲେଜ, ହେଲେ ସୁଧୁରିନି ସ୍ୱାସ୍ଥ୍ୟବସ୍ଥା
ବଲାଂଗୀର/ନିରୋଜ ମିଶ୍ର : ବଲାଙ୍ଗୀର ସହରରେ ଥିବା ସରକାରୀ ମେଡିକାଲ ହସ୍ପିପିଟାଲ ଏବେ ମାନ୍ୟତା ପାଇଛି ଭୀମଭୋଇ ମେଡିକାଲ କଲେଜ ନାମରେ ହେଲେ ଏବେ ବି ସୁଧୁରିନି ସ୍ୱାସ୍ଥ୍ୟ ସେବା । ଯାହାକୁ ନେଇ ବିଭିନ୍ନ ସମୟରେ ଜନସାଧାରଣଙ୍କ ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ ଚୁପ ।ତେବେ ପ୍ରଶାସନର…
ରାଜ୍ୟ-ସ୍ତରୀୟ ଭଲିବଲ ଚମ୍ପିଆନଶିପ୍-୨୦୧୯-୨୦ : ଜିଲ୍ଲା ସ୍ତରୀୟ ସମନ୍ବୟ କମିଟି ବୈଠକ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ସେପ୍ଟେମ୍ବର ୨୪ ତାରିଖରୁ ସେପ୍ଟେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ୩ ଦିନ ବ୍ୟାପୀ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିଅମ ଠାରେ ୧୪-ବୟସ ବାଳକ ଏବଂ ୧୭-ବୟସ ବାଳକ, ବାଳିକା ମଧ୍ୟରେ ରାଜ୍ୟ-ସ୍ତରୀୟ ଭଲିବଲ ଚାମ୍ପିଅନ ଶିପ୍ ପ୍ରତିଯୋଗିତା …
ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ସ୍ଥିତ ବ୍ଲକ କାର୍ଯ୍ୟଳୟର ସଭାଗୃହ ଠାରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ-ଅଭିଯୋଗ ଶୁଣାଣି ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ଜନ-ଅଭିଯୋଗ ଶୁଣାଣି ଶିବିର କାର୍ଯ୍ୟକ୍ରମରେ ଜିଲ୍ଲାପାଳ…
ଏରସମା ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି:ତତ୍କାଳ ୪ଟି ଅଭିଯୋଗର ଫଇସଲା
ଜଗତସିଂହପୁର:(ରମେଶ ମହାନ୍ତି):-ଏରସମା ବ୍ଲକ କାର୍ଯ୍ୟାଳୟ ଠାରେ ଆଜି (ମଙ୍ଗଳବାର)ଜିଲ୍ଲା ପ୍ରଶାସନ ତରଫରୁ ଯୁଗ୍ମଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ଜନସାଧାରଣଙ୍କର ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ।ଏହି…
ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ବିୟୋଗରେ ଶୋକସଭା
ରେଢାଖୋଲ/ଯଶୋବନ୍ତ ନାରାୟଣ ସାହୁ: ରେଢାଖୋଲ ଉପଖଣ୍ଡ ସାମ୍ବାଦିକ ସଂଘ ତରଫରୁ ସଭାପତି ରମାକାନ୍ତ ମହାନନ୍ଦଙ୍କ ସଭାପତିତ୍ୱରେ ଦିବଂଗତ ସାମ୍ବାଦିକ ଦିଲ୍ଲୀପ ଶତପଥୀ ଙ୍କ ଅକାଳ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି ।
ସଭା ଆରମ୍ଭରେ ଦିବଂଗତ ସାମ୍ବାଦିକଙ୍କ ବିୟୋଗରେ ୨ ମିନିଟ୍…
ତାତିଲେ ଦୁଗ୍ଧ ଚାଷୀ : ପ୍ରଶ୍ନବାଣରେ ମନ୍ତ୍ରୀ ଅପ୍ରସ୍ତୁତ
"ସମସ୍ତଙ୍କ ବଢୁଛି, ସବୁ ବଢୁଛି : କ୍ଷୀର ଦର ବଢେଇବେ କେବେ"
ଭୁବନେଶ୍ବର (ଶାସକ ପ୍ରଶାସକ) ଗୋଖାଦ୍ୟ ଦର ବଢିଛି, ତେଲ ଦର ବଢିଛି, ଗାଡିଘୋଡା ଭଡା ବି ବଢିଛି, ନିତ୍ୟ ବ୍ୟବାହରଷ ସାମଗ୍ରୀ ଦର ଵୀ ବଢୁଛି | ହେଲେ ଓମ୍ଫେଡ ନିଦ ବିଷ୍ଣୁ ହୋଇ ବସିଛି `| କ୍ଷୀର ଦର ବଢା଼ଉନି | ଏଭଳିସ୍ଥିତିରେ…
କାଳିଆକୁ ଫାଶୀ ଆଦେଶ ।
ନାବାଳିକାକୁ ଦୁଷ୍କର୍ମ କରି ହତ୍ୟା କରିଥିବା କାଳିଆକୁ ଫାଶୀ ଦଣ୍ଡାଦେଶ
ଜଗତସିଂହପୁର ଜିଲ୍ଲା କୋର୍ଟ ପକ୍ଷରୁ ପ୍ରଥମ
ଜଗତସିଂହପୁର:(ରମେଶ ମହାନ୍ତି):- ନାବାଳିକାକୁ ଦୁଷ୍କର୍ମ କରି ହତ୍ୟା କରିଥିବା ଅଭିଯୋଗରେ ଅଭିଯୁକ୍ତ ନବ ମାନ୍ନା (କାଳିଆ)କୁ ଆଜି ଜଗତସିଂହପୁର କୋର୍ଟ ପକ୍ଷରୁ ଫାଶୀ…
“କୃଷକମାନଙ୍କ ଆୟବୃଦ୍ଧି ନିମନ୍ତେ ଗୋପାଳନ ଏକାନ୍ତ ଆବଶ୍ୟକ’ : ମନ୍ତ୍ରୀ ଡ. ସାହୁ
"ଗୋସଂପଦର ବିକାଶରେ ଉଦ୍ୟୋଗୀମାନଙ୍କ ଭୂମିକା' ଶୀର୍ଷକ କର୍ମଶାଳା
"ଗୋସଂପଦର ବିକାଶରେ ରାଜ୍ୟ ବିକାଶ ସମ୍ଭବ'
ଭୁବନେଶ୍ୱର :ଗୋପାଳନ ରାଜ୍ୟ ଅର୍ଥନୈତିକ ବିକାଶର ଏକ ପ୍ରମୁଖ ଉପାଦାନା କୃଷକମାନଙ୍କ ଆୟରେ ଉଲ୍ଲେଖନୀୟ ଅଭିବୃଦ୍ଧି ନିମନ୍ତେ ପ୍ରାଣୀପାଳନ ବିଶେଷ କରି ଗୋପାଳନ ଏକାନ୍ତ ଆବଶ୍ୟକା…
ସାହସୀ ବାଳକ ତାସିବ ଓ ସୋଏବଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱରେ (ଶାସକ ପ୍ରଶାସକ) ନିଜ ଜୀବନକୁ ପାଣି ଛଡାଇ ଗଣେଶ ପୂଜା ଦିନ ପାଣିରେ ବୁଡି ଯାଉଥିବା ଦୁଇବର୍ଷର ରୁମାନର ଜୀବନ ବଂଚାଇଥିବା ଦୁଇ ସାହସୀ ବାଳକ ତାସିବ ଓ ସୋଏବଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି | ସୂଚନାଯୋଗ୍ୟ ଯେ ଗଣେଶ ପୂଜା ଦିନ କୋରେଇ ହାଇସ୍କୁଲରେ…