Sign in
Sign in
Recover your password.
A password will be e-mailed to you.
ସୁନା ଥାଳିରେ ଭୋଗ ଅର୍ପଣ ହେଲା ତିନିବାଡ କାକରା
ଶ୍ରୀରଘୁନାଥଜିଉଙ୍କ ମନ୍ଦିରରେ ସୁନିଆଁ ଓ ବାମନ ଜନ୍ମ ପର୍ବ ପାଳିତ
ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ପବିତ୍ର ଭାଦ୍ରବ ଶୁକ୍ଳ ବାମନ ଦ୍ୱାଦଶୀ ତିଥିରେ ଆଜି ସ୍ବର୍ଣ୍ଣ କଳସ କ୍ଷେତ୍ର ଶ୍ରୀରଘୁନାଥ ଜୀଉଙ୍କ ପୀଠରେ ସୁନିଆଁ ତଥା ବାମନ ଜନ୍ମ ପର୍ବ ପାଳିତ ହୋଇଯାଇଛି । ଗଜପତି ରାଜାଙ୍କ ରାଜତ୍ୱ…
ଚିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ ଗବେଷଣା ନିମନ୍ତେ ୫ ଜଣଙ୍କୁ ଆର୍ଥିକ ସହାୟତା
ପ୍ରସ୍ତାବକୁ ବିଭାଗୀୟ ମନ୍ତ୍ରୀଙ୍କ ଅନୁମୋଦନ
ଭୁବନେଶ୍ୱର, : ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ ଉଚ୍ଚତର ଗବେଷଣା ପାଇଁ ୫ ଜଣ ଗବେଷକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ବିଭାଗ ପକ୍ଷରୁ ପ୍ରଦତ୍ତ ପ୍ରସ୍ତାବକୁ ବିଜ୍ଞାନ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ…
ବାଚସ୍ପତି ଡ. ପାତ୍ରଙ୍କ ସହ ଆଲୋଚନା କଲେ ଚୀନ ପ୍ରତିନିଧି ଦଳ
ଭୁବନେଶ୍ୱର,: ହଂକଂସ୍ଥିତ ଚୀନ-ଭାରତ ବାଣିଜ୍ୟ ଓ ସଂସ୍କୃତି ବିକାଶ ପରିଷଦ ଆନୁକୂଲ୍ୟରେ ଏକ ଚୀନ ପ୍ରତିନିଧି ଦଳ ଏହାର ଅଧ୍ୟକ୍ଷ କ୍ୱାଇ ଶୁନ୍ ଚୋ ପଲଙ୍କ ନେତୃତ୍ୱରେ ଆଜି ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ବିଧାନସଭାସ୍ଥିତ ତାଙ୍କ ପ୍ରକୋଷ୍ଠରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତିା…
ବିକାଶ ସାତ ସପନ, ପ୍ରଶାସନ ଦୂର ଆକାଶର ଜହ୍ନ
ଗ୍ରାଉଣ୍ଡ ଜ଼ୀରୋ ରିପୋର୍ଟରେ " ଅଭିଶପ୍ତ ଲାଦିମାହା"
ଘୁ. ଉଦୟଗିରି : ସ୍ୱାଧୀନତା କେବେଠୁ ହେଲାଣି | ଏମାନେ ଶୁଣିଛନ୍ତି, ତାହାର ସ୍ୱାଦ କେମିତି ବୋଧ ହୁଏ ଏ ଯାଏ ଚାଖିନାହାନ୍ତି ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଲାଦି ମାହା ଗ୍ରାମର ଲୋକମାନେ | ସରକାରଙ୍କ ବିକାଶ ଏଠି ସାତ ସପନ ଆଉ…
ଗାନ୍ଧିଜୀଙ୍କ ଅହିଂସା ମାର୍ଗର ମହତ୍ତ୍ୱ ପ୍ରଚାର ପ୍ରସାର ଉପରେ ଗଣଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱ
ଗାନ୍ଧୀ ଜୟନ୍ତୀ ଅବ୍ୟବହିତ ପୂର୍ବରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ହେଉ : ମନ୍ତ୍ରୀ ସମୀର ଦାଶ
ଭୁବନେଶ୍ୱର : ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଉପଲକ୍ଷେ ବିଦ୍ୟାଳୟମାନଙ୍କରେ ବକ୍ତୃତା, ଚିତ୍ରାଙ୍କନ, କୁଇଜ୍, କ୍ଷୁଦ୍ର ନାଟକ ପ୍ରତିଯୋଗିତା କରାଇବା ଏବଂ ଗାନ୍ଧୀଙ୍କ…
ଭୂଗୋଳ ବିଭାଗର ଆଲୋଚନା ଚକ୍ରର ଉଦ୍ ଘାଟନୀ ଉତ୍ସବ ଏବଂ ନବାଗତାଙ୍କ ସମ୍ବର୍ଦ୍ଧନା ଉତ୍ସବ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିିଗ୍ରାହୀ : ସ୍ଥାନୀୟ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଭୂଗୋଳ ବିଭାଗ ପକ୍ଷରୁ ଆଲୋଚନା ଚକ୍ରର ଉଦ୍ ଘାଟନୀ ଉତ୍ସବ ସମେତ ବିଭାଗରେ ନୂତନ ଭାବେ ଯୋଗ ଦେଇଥିବା ଛାତ୍ରାଛାତ୍ରୀ ମାନଙ୍କ ନିମନ୍ତେ ସ୍ବାଗତ ଉତ୍ସବ ଅନୁଷ୍ଠିତ ହୋଇ…
ବିଜେପୁରରେ ଦୁଇ ମନ୍ତ୍ରୀ : ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ୧୫୦୦ ଶ୍ରମିକଙ୍କୁ ଶ୍ରମିକ କାର୍ଡ ବଣ୍ଟନ
ବରଗଡ :-ଆଜି ରାଜ୍ୟସରକାର ଙ୍କର ଦୁଇ ବରିଷ୍ଠ ମନ୍ତ୍ରୀ , ଇସ୍ପାତ ଖଣି ଓ ପୁର୍ତ୍ତ ବିଭାଗ ର ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ଶ୍ରମ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ବିଜେପୁର ଗସ୍ତରେ ଆସି ପ୍ରଥମେ ସୋହେଲାରୁ ସାଇପାଲି ଭୟା ବିଜେପୁର ରାସ୍ତାର ପ୍ରଶସ୍ତିକରଣ…
ସରିଲା ଆଶା ଆଉ ବିଶ୍ୱାସର ପର୍ବ ଖୁଦୁରୁକୁଣି ଓଷା
ମେଲଛାମୁଣ୍ଡା ( ମନୋଜ ଭୋଇ) ମେଲଛାମୁଣ୍ଡାସ୍ଥିତ ବୁଢାରଜା ପଡାରେ ଦୀର୍ଘ ଏକ ମାସ ଧରି ଚାଲିଥିବା ଖୁଦୁରୁକୁଣି ଓଷା ରବିବାର ରାତ୍ରରେ ସଂପନ୍ନ ହୋଇଯାଇଛି । ଗ୍ରାମର କୁମାରୀ କନ୍ୟା ମାନେ ପ୍ରତ୍ୟହ ସଂଧ୍ୟାରେ ଖୁଦୁରୁକୁଣି ଦେବୀଙ୍କୁ ପୂଜାଚ୍ଚନ୍ନା କରୁଥିଲେ । ପ୍ରକାଶ ଯୋଗ୍ୟ ଯେ ସେପ୍ଟେମ୍ବର…
କିଏ ସେହି ଆଗ ଚଲା, ଯାହା ପାଇଁ ଏତେ ହେଲା : ଲାଗିଲା ଝାମେଲା ଆଉ ସରକାର ବଦନାମ ହେଲା
ଭୁୁବନେଶ୍ୱର: କଥାରେ ".ଖଣ୍ଡି ସେଇ ସ୍ୱାମୀ କରିବ, ହେଲେ ବଉଁଶ ବୁଡେଇ ମାରିବ" | ନୂଆ ମୋଟରଯାନ ଆଇନରେ ମାତ୍ରାଧିକ ଟ୍ରାଫିକ୍ ଜରିମାନାକୁ ନେଇ ସାରା ରାଜ୍ୟରେ ଦେଖାଦେଇଥିବା ଜନ ଅସନ୍ତୋଷ ବ୍ୟାପିଲା ଦେଇଥିଲା । ସରକାରଙ୍କ ପଦକ୍ଷେପକୁ ବିଭିନ୍ନ ମହଲରୁ ସମାଲୋଚନା ହେଲା | ପରିବହନ ନିୟମ…
ସୁଧୁରୁଛି ଅସିତଙ୍କ ସ୍ୱାସ୍ଥ୍ୟବସ୍ଥା, ସୁସ୍ଥହେବାକୁ ଲାଗିବ ଆହୁରି 15 ଦିନ
ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ କଲେ ସମାଜସେବୀ
ସୁନ୍ଦରଗଡ଼- ବିଦ୍ୟୁତ ସଂସ୍ପର୍ଶରେ ଆସିବା ଯୋଗୁଁ ଗୁରୁତର ହୋଇ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୁନ୍ଦରଗଡ଼ ଆରଆଇଟି କଲୋନୀର ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ର ଅସିତ ପ୍ରସାଦ(18) ଙ୍କୁ ଆଜି ଭେଟିବା ସହିତ ତାଙ୍କ…