(ଆଠମଲ୍ଲିକ /ସନ୍ତୋଷ ମେହେର ): ଆଠମଲ୍ଲିକ ବ୍ଲକ ମାଧପୁର ସତ୍ୟବାଦୀ ମେହେର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ମାଧପୁର ଯୁବ ରେଡକ୍ରସ ବାହିନୀ ଓ ଲେପ୍ରା ମହାନଦୀ ଚକ୍ଷୁ ଚିକିତ୍ସାଳୟ ପଣ୍ଡାପାଲି, ବୀରମହାରାଜପୁରର ମିଳିତ ଆନୁକୂଲ୍ୟରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି I ଏହି ଶିବିରରେ ପ୍ରାୟ ୨୦୦ ଜଣଙ୍କ ଚକ୍ଷୁ ଚିକିତ୍ସା କରାଯାଇଥିଲା I ଏହି ଅବସରରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ବୈଦ୍ୟନାଥ ସାହୁ, ଶ୍ରୀ ସୁଜିତ ଅପା, ଶ୍ରୀ ପ୍ରଶାନ୍ତ ଦାସ, ନିମାଇଁ ଚରଣ ଦଳବେହେରା, ନିବେଦିତା କର୍ଣ୍ଣ, ଧର୍ମରାଜ ନାଏକ, ଜୟନ୍ତ କାଣ୍ଡ,ୟୁଥ ରେଡକ୍ରସ ପ୍ରୋଗ୍ରାମ ଅଫିସର ଧନଞ୍ଜୟ ଦନ୍ତା,ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସ୍ୱେଚ୍ଛାସେବୀ ପୂର୍ଣ୍ଣଚନ୍ଦ୍ର ମେହେର, ବିକ୍ରମ ମେହେର, ପୂଜାରାଣୀ ପ୍ରଧାନ, ପାପ୍ତିମୟୀ ପ୍ରଧାନ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କର୍ମଚାରୀଗଣ ପ୍ରମୁଖ ଉପସ୍ଥିତ ରହିଥିଲେ I
Sign in
Sign in
Recover your password.
A password will be e-mailed to you.
Next Post