କୁତ୍ରା ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ସୁନ୍ଦରଗଡ଼,(ବସନ୍ତ କୁମାର ଜେନା): ଜିଲ୍ଲା ପ୍ରଶାସନ ପକ୍ଷରୁ କୁତ୍ରା ବ୍ଲକ ପରିସରରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଅମ୍ରିତପାଲ କୌର ଯୋଗ ଦେଇ ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର ଶୁଣାଣି…

ଜାତୀୟ ସେବା ଯୋଜନା କୋ ୟୁନିଟ୍ ର ଶୀତକାଳୀନ ଶିବିର ଉଦ୍ଘାଟିତ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର କୋ ୟୁନିଟ୍ ର ଶୀତକାଳୀନ ଜାତୀୟ ସେବା ଶିବିର ଅନୁଷ୍ଠାନ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ତନରଡା ସରପଞ୍ଚ ପ୍ରତିନିଧି ତଥା ବିଶିଷ୍ଟ ସମାଜସେବୀ…

ଘେଁସରୁ ମାନସିକ ବିକୃତ ମହିଳା ଉଦ୍ଧାର, ସୋନପୁର ଜିଲ୍ଲା ପୁନର୍ବାସ କେନ୍ଦ୍ରକୁ ସୁରକ୍ଷିତ ଥଇଥାନ

ବିଜେପୁର : ଘେଁସ ଅଞ୍ଚଳରୁ ଜଣେ ଅସହାୟ ଓ ମାନସିକ ବିକୃତ ମହିଳାଙ୍କୁ ଆଜି ସଫଳତାର ସହିତ ଉଦ୍ଧାର କରାଯାଇ ସୋନପୁର ସ୍ଥିତ ଜିଲ୍ଲା ମାନସିକ ପୁନର୍ବାସ କେନ୍ଦ୍ରରେ ସୁରକ୍ଷିତ ଭାବେ ଥଇଥାନ କରାଯାଇଛି lସୂଚନା ଅନୁଯାୟୀ, ଗତ କିଛି ଦିନ ଧରି ଉକ୍ତ ମହିଳା ଘେଁସ ଅଞ୍ଚଳର ବିଭିନ୍ନ ସ୍ଥାନରେ ଅନାଥ ଓ…

ପ୍ରଶାସନର ଅଭିଯୋଗ ଶୁଣାଣୀ ; ୧୧୧ ଅଭିଯୋଗ ପଞ୍ଜୀକୃତ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଉଢୁରା ପଂଚାୟତରେ ପ୍ରଶାସନର ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି I ଏଥିରେ ମୁଖ୍ୟ ଅତିଥି ଭାବେ ବେଲଗୁଣ୍ଠା ତହସିଲଦାର ତଥା ବିଡିଓ କଳାକୃଷ୍ଣ ପ୍ରଧାନ ଯୋଗ ଦେଇଥିବା ବେଳେ ଶିବିରରେ ୧୧୧ ଜଣଙ୍କ ଅଭିଯୋଗକୁ ପଞ୍ଜୀକରଣ…

ଭଞ୍ଜନଗର ଯୁଗ୍ମ ଅଭିଯୋଗ ରେ ଯୋଗଦେଲେ ଜିଲ୍ଲାପାଳ ; ଗ୍ରହଣ କଲେ ୧୨୦ ଗୋଟି ଅଭିଯୋଗ।

 ୧୨୦ ଟି ଅଭିଯୋଗ ପତ୍ର ଗ୍ରହଣ, ୯ଟିର ତ୍ବରିତ ସମାଧାନ ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲ୍ଲାପାଳ ଓ ଏସ୍. ପି ଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ହାଡୁଭଙ୍ଗ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲଗୁନୀ…

ଉପକୂଳ ସୁରକ୍ଷା ରେ ଅସ୍ତରଙ୍ଗ ପୋଲିସ

ଅସ୍ତରଙ୍ଗ ୨୯/୧୨,ଚାଲିଛି ଶୀତ ଋତୁ, ଜମୁଛି ପୀକିନିକ୍ ର ଆସର, ରାଜ୍ୟ ର କୋଣ ଅନୁକୋଣ ରୁ ଆସୁଛନ୍ତି ହଜାର ହଜାର ସଂଖ୍ୟା ର ପର୍ଯ୍ୟଟକ ଅସ୍ତରଙ୍ଗ ର ପିର୍ ଜାହାନିଆ ବେଳାଭୂମି ରେ ପୀକିନିକ କରିବାକୁ l ମହିଳା ପରିବାର ଅନେକ ସଂଗଠନ ଦୂର ଦୁରାନ୍ତରୁ ଆସି ଏହି ଶୀତ ଋତୁ ରେ ଅସ୍ତରଙ୍ଗ…

ରବୀନ୍ଦ୍ର ବିଦ୍ୟା ନିକେତନ କନିଷ୍ଠ ଛାତ୍ରଙ୍କ ସଫଳତା

କେନ୍ଦୁଝର,(ଦିଲୀପ ସାହୁ)ତା ୨୯/୧୨- କେନ୍ଦୁଝର ରବୀନ୍ଦ୍ରବିଦ୍ୟାନିକେତନ ଚତୁର୍ଥ ଷ୍ଟାଣ୍ଡାର୍ଡର ଛାତ୍ର ଦର୍ଶ୍ଵିନ ଦେବୀ ବିରଭଦ୍ରମ ଦ୍ଵିତୀୟ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତାରେ ୧୦ବର୍ଷରୁ କମ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତି ଜିଲ୍ଲାପାଇଁ ଗର୍ବ ଆଣିଛନ୍ତି। ଓଡିଶା ତୀରନ୍ଦାଜ ଆସୋସିଏସନ…

ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟ ୨୦୧୭ ମେଟ୍ରିକ ବ୍ୟାଚର ବନ୍ଧୁମିଳନ

ବେଲଗୁଣ୍ଠା, - :(ଶିବରାମ ଚୌଧୁରୀ )-:ବେଲଗୁଣ୍ଠା ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟ ୨୦୧୭ ମେଟ୍ରିକ ବ୍ୟାଚର ବନ୍ଧୁମିଳନକାର୍ଯ୍ୟକ୍ରମ ମାଆ କନ୍ଧୁଣିଦେବୀ ପୀଠରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ମନ୍ଦିର ପୀଠରେ ମାଆ କନ୍ଧୁଣିଦେଵିଙ୍କୁ ସମସ୍ତ ସହପାଠୀ ଏକ ଭକ୍ତିପୂତ ପୂଜାପାଠ କରିଥିଲେ।…

ବଳଭଦ୍ରପୁର କ୍ଲଷ୍ଟର ସ ମିଲରୁ ଲକ୍ଷାଧିକ ଟଙ୍କାର ଚୋରା ମୂଲ୍ୟବାନ କାଠ ଜବତ ।

କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ): ରାଜ୍ୟର ବିଭିନ୍ନ ଜିଲ୍ଲାର ଜଙ୍ଗଲ ଅଞ୍ଚଳରୁ ଚୋରାରେ ମୂଲ୍ୟବାନ କାଠ କାଟି ମାଫିଆ ମାନେ ମାଲେମାଲ ହେଉଥିବା ବେଳେ, କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ବଳଭଦ୍ରପୁରରେ ଥିବା ସରକାରୀ ସ୍ୱୀକୃତିପ୍ରାପ୍ତ କ୍ଲଷ୍ଟର ସମିଲକୁ ଚୋରା କାଠ…