ରାଜଗାଙ୍ଗପୁର 26/4/26 ରାଜଗାଙ୍ଗପୁର ନିକଟସ୍ଥ ଯାମ ପଲ୍ଲୀ ପଦା ଠାରେ ସ୍ଥାପିତ ବନ୍ଦ କାରଖାନା ଆଟିଚୁଟ ଏକ୍ସଯାମି ପ୍ରାଇଭେଟ ଲିମିଟେଡ଼ ରେ ଭୋର ସମୟ ରେ ଭୀଷଣ ଅଗ୍ନି କାଣ୍ଡ ହେବା ସହ ପ୍ରାୟ 5କିଲୋ ମିଟର ଘେରରେ ଆକାଶ କଳାଧୂଆଁ ରେ ଅଚ୍ଛାଦିତ ହୋଇ ପରିବେଶ କୁ ପ୍ରଦୃଶନ ଟେ ରାସ୍ତା ଯାଉଥିବା ଜନତା ଙ୍କ ଆଖି ରେ କଳା ଗୁଣ୍ଡ ପଡିବା ଦ୍ଵାରା ଆଖି ଯନ୍ତ୍ରଣା ଅନୁଭବ ଦେଖା ଯିବା ସହ ନିକଟ ରେ ଥିବା ଚାଷୀଙ୍କ କ୍ଷେତରେ ଲାଗି ଥିବା ପନି ପରିବା ରେ କଳା ଡଷ୍ଟ ପଡି ଫସଲ କ୍ଷୟ କ୍ଷତି ହେବା ଦେଖିବାକୁ ମିଳିଥିଲା l ଗତ ବର୍ଷ ତଳେ ଏହି କାରଖାନାରେ ଜଣେ ଶ୍ରମିକ ଙ୍କ ମୃତ୍ୟୁ ପରେ ପରିବେଶ ଉପରେ କିଛି ଗଣ ମାଧ୍ୟମ ବ୍ୟକ୍ତି ରାଉରକେଲା ପ୍ରଦୃଶନ ବିଭାଗ ଅଧିକାରୀ ଙ୍କୁ ପ୍ରଦୃଶନ ଉପରେ ଆଲୋକ ପାତ କରିବା ପରେ ଉକ୍ତ କାରଖାନାକୁ ଆମେ ବନ୍ଦ କରିବା ପାଇଁ ଆଦେଶ ଦେଇଛୁ ତୁରନ୍ତ ସ୍ଥାନୀୟ ତହସିଲଦାର ଙ୍କୁ କାରଖାନା କୁ ତାଲା ଲଗାଇବା ଏବଂ ବିଦ୍ୟୁତ ବିଭାଗ କୁ ଲାଇନ କାଟିବା ପାଇଁ ପରାମର୍ଶ ଦେଇ ଅଛୁ ତାହା କାଗଜ କଲମ ରେ ବନ୍ଦ ଦେଖା ଯାଇ ଥିଲା କିନ୍ତୁ ଲୋକଙ୍କ ଠାରୁ ଶୁଣିବାକୁ ମିଳିଲା କି ସେ କାରଖାନା ବନ୍ଦ ନଥିଲା ପ୍ରଶାସନ କାହିଁକି ଅଣଦେଖା କରି ଚୁପ ରହି ଯାଇଥିଲା ଏହାଉପରେ ଉଚ୍ଚ ସ୍ତର ରେତଦନ୍ତ କଲେ ସତ୍ୟତା ଜଣା ପଡିବା l କାରଖାନାରେ କୌଣସି ପ୍ରକାର ଅଗ୍ନି ନିବାରଣ ପ୍ରକ୍ରିୟା କାର୍ଯ୍ୟର ବ୍ୟବସ୍ଥା କିଛି ନଥିବା ଜଣା ଯାଇଛି l କାରଖାନାର ଭିତରେ ସକାଳ 5ଟା ସମୟରେ ଅଗ୍ନି କାଣ୍ଡ ଆରମ୍ଭ ହୋଇ ଥିଲେ ମଧ୍ୟ୍ୟ କାରଖାନାରେ ପ୍ରାୟ 15ଜଣ ଶ୍ରମିକ ଏବଂ କାରଖାନା ର ପରିଚାଳକ ଉପସ୍ଥିତ ଥିଲେ ମଧ୍ୟ କାହିଁକି ଅଗ୍ନି କୁ ନିୟନ୍ତ୍ରଣ କରି ନଥିଲେ କିମ୍ବା ବିଦ୍ୟୁତ ବିଭାଗ କୁ ଖବର ଦେଇ ନଥିବା ଲୋକଙ୍କଠାରୁ ଶୁଣିବାକୁ ମିଳିଥିଲା ଏହି ଅଗ୍ନି କାଣ୍ଡ ସୁଚିନ୍ତିତ ଭାବେ ଏହି ଅଗ୍ନିକାଣ୍ଡ କରା ଯାଇ ଥିବା ଜନ ସାଧାରଣ ରେ ଚର୍ଚ୍ଚା ହେଉଛି l ଡାଲମିଆ ସିମେଣ୍ଟ ଭାରତର ଦୁଇଟି ଏବଂ ଦମକଳ ବାହିନୀ ରେ 5ଟି ଦମକଳ ଗାଡି ଦୀର୍ଘ 6 ଘଣ୍ଟା ନିଆଁ କୁ ଆୟତ୍ତ କରିବା ପାଇଁ ଚେଷ୍ଟା କରୁ ଥିବା ଦେଖିବାକୁ ମିଳିଥିଲା l
Sign in
Sign in
Recover your password.
A password will be e-mailed to you.