ଝାରବନ୍ଧ ନଳିପାଣି ଗୌନ୍ତିଆଙ୍କ ପରଲୋକ

0

ପଦ୍ମପୁର,(ଶାସକ ପ୍ରଶାସକ): ଝାରବନ୍ଧ ବ୍ଲକ ଅନ୍ତର୍ଗତ  ଭୌଇଷାଦରହା ଗ୍ରାମ ପଞ୍ଚାୟତ ନଳିପାଣି  ଗ୍ରାମ ଗୌନ୍ତିଆ ରୁପାନନ୍ଦ ସାହୁ ଙ୍କ ୭୫ବର୍ଷ ବୟସରେ ଆଜି ପରଲୋକ ହୋଇଯାଇଛି। ସେ ଜଣେ ଧର୍ମ ପରାୟଣ ବ୍ୟକ୍ତି ଓ ପରୋପକାରୀ ଥିଲେ ।ଆଜି ପ୍ରାୟ ଘ:୩:୩୦ମି ସମ୍ବୟରେ ନିଜ ଘର ନଳିପାଣି  ଗ୍ରାମରେ ପରଲୋକ ହୋଇଯାଇଛି।ସେ ତାଙ୍କ ପଛରେ ବଡ଼ ପୁଅ ଗୌରିଶଙ୍କର ସାହୁ ଓ ଉମାଶଙ୍କର ସାହୁ ସମେତ ଚାରି ଝିଅ ଏବଂ ତାଙ୍କ ବୃଦ୍ଧା ମାଆ ନିର୍ବାନି ଙ୍କୁ  ଛାଡି ଗଲେ ।ଆଜି ଗ୍ରାମ ରେ ଏକ ଶୋଭାଯାତ୍ରାରେ ଗାଁ ପରିକ୍ରମା କରିବାପରେ ନିଜ କ୍ଷେତରେ ଶବ ସଂସ୍କାର କରା ଯାଇ ଥିଲା।ବଡ ପୁଅ ଉମାଶଙ୍କର ସାହୁ ମୁଖାଗ୍ନି କରିଥିଲେ।

Leave A Reply

Your email address will not be published.