ଇକୋସ୍ପୋଟ ବିଏସ୍ ୬ ‘ ର ବଜାର ପ୍ରବେଶ

0 2

ଭୁବନେଶ୍ୱର : ଆଜି ଭୁବନଶ୍ବରର ତୃପ୍ତି ଫର୍ଡ୍ ଠାରେ , ଆଇପିଏସ୍ ମିସ୍ ସାଗରିକା ନାଥ ଙ୍କ ଦ୍ଵାରା  ଫର୍ଡ୍ ଇଣ୍ଡିଆ ର ଅନ୍ୟଏକ ଅବଦାନ ‘ ଇକୋସ୍ପୋଟ ବିଏସ୍ ୬ ‘ କୁ ସହର ରେ ଆନୟନ କରାଯାଇଛି ।ଆଜି ଠାରୁ ଓଡ଼ିଶା ରେ ଏହି ଆମେରିକୀୟ ଯାନ ର ଚାଳନା ଆରମ୍ଭ କରାଯାଇଛି।

ତୃପ୍ତି ଫର୍ଡ୍ ର ନିର୍ଦ୍ଦେଶକ ଶ୍ରୀଯୁକ୍ତ ରୁଦ୍ର ନାରାୟଣ ସାମନ୍ତରାୟ କହିଛନ୍ତି ” ଏହି ନୂତନ ଇକୋସ୍ପୋଟ ର କିଛି ଅତିରିକ୍ତ ସୁବିଧା ରହିଛି। ସେଥିମଧ୍ୟରୁ ୩ ବର୍ଷ ର ୱାରେଣ୍ଟି ହେଉଛି ଅନ୍ୟତମ। ଏହା ଛଡା ଉପଭୋକ୍ତା ଙ୍କ ନିମନ୍ତେ ଏକ ଆପ୍ ତିଆରି ହୋଇଛି ଯାହା ଦ୍ଵାରା ସେମାନେ  ଲୋକେସନ ଟ୍ରାକିଂ, ସର୍ଭିସ୍ ରିମାଇଣ୍ଡର୍, ଇଞ୍ଜିିନ ଅନ୍ ଏବଂ ଅଫ୍ ସମ୍ବନ୍ଧୀୟ ତଥ୍ୟ, ଫୁଏଲ୍ ଷ୍ଟେସନ୍ ଲଭ୍ୟତା ଭଳି ଅନେକ ସୂଚନା ଏକ ନିର୍ଦ୍ଧିଷ୍ଟ ସ୍ଥାନ ରେ ରହି ପାଇପାରିବେ।”

Leave A Reply

Your email address will not be published.