ଜଗତସିଂହପୁର:ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ନିମନ୍ତେ ବୈଠକ

ଜଗତସିଂହପୁର:(ରମେଶ ମହାନ୍ତି)- ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଆଜି ଅପରାହ୍ନରେ ରାଜନୈତିକ ଦଳର ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହିତ ଜିଲ୍ଲାର ସ୍ଵତନ୍ତ୍ର  ଭୋଟର ତାଲିକା ସଂଶୋଧନ ସଂପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଜିଲ୍ଲାପାଳ ସଂଗ୍ରାମ କେଶରୀ…

ସରକାରୀ ଉଚ୍ଚ ବିଦ୍ୟାଳୟ ର ୫୩ ତମ ପ୍ରତିଷ୍ଠା ଦିବସ ପାଳିତ

ପଦ୍ମପୁର(ନୀଲାମ୍ବର ଦୀପ୍):- ସରକାରୀ ଉଚ୍ଚ ବିଦ୍ୟାଳୟ ର ୫୩ ତମ ପ୍ରତିଷ୍ଠା ଦିବସ ରବିବାର ଦିନ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସେବାଶ୍ରୀ ଭୋଇଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ପାଳିତ ହୋଇଯାଇଛି।ଏହି ଉତ୍ସବରେ ମାଣ୍ଡୋସିଲ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଶ୍ରୀଯୁକ୍ତ ସନ୍ତୋଷ ସିଂ ଠାକୁର…

କ୍ୟାପଟେନ ବୁଲିଲେ ସର୍କଲ ଜେଲ : ପାଳିଲେ ବନ୍ଧୁତା ଦିବସ, କଏଦୀଙ୍କୁ ବାଣ୍ଟିଲେ ଫଳ ଓ ମିଠା

ଭୁବନେଶ୍ୱର : ବନ୍ଧୁତା ଦିବସ ଅବସରରେ ଶକ୍ତି, ଶିଳ୍ପ, ଏମ୍ଏସ୍ଏମ୍ଇ, ଗୃହବିଭାଗ ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟ ଶଙ୍କର ମିଶ୍ର ଓଡ଼ିଶାର ବୃହତ୍ତମ ଚୌଦ୍ୱାର ମଣ୍ଡଳ କାରାଗାର ପରିଦର୍ଶନ କରିଥିଲୋ କାରାଗାର ପରିଦର୍ଶନ କରି ମନ୍ତ୍ରୀ ସେଠାରେ ଆୟୋଜିତ ହୋଇଥିବା ସଭାରେଲ ଯୋଗ ଦେଇ  ନିଜବକ୍ତବ୍ୟରେ…

ମୁଖ୍ୟମନ୍ତ୍ରୀଙ୍କ ୫ “ଟି’ ସୂତ୍ରକୁ ନେଇ ଡିପ୍ଲୋମା ଇଂଜିନିୟରଙ୍କ ସଂକଳ୍ପ ସମାବେଶ

ଭୁବନେଶ୍ୱର :ଓଡ଼ିଶା ଡିପ୍ଲୋମା  ଇଂଜିନିୟର ସେବା ସଂଘର ସଂକଳ୍ପ ସମାବେଶ ଓ ସମ୍ବର୍ଦ୍ଧନା  ଉତ୍ସବ ସଂଘର ଖାରବେଳ ନଗର ସ୍ଥିତଓଡେ଼ଶା ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି | ଏହି ସମାବେଶରେ ପୂର୍ତ୍ତ, ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାରମଲ୍ଲିକ, ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ…

ନିଶା କାରବାର ଉପରେ ପୋଲିସର ଚଢ଼ାଉ ଜାରି।

ପଦ୍ମପୁର(ନୀଲାମ୍ବର ଦୀପ୍ ): ପଦ୍ମପୁର ଏସ୍.ଡି.ପି.ଓ ଶ୍ରୀ ପ୍ରଦୀପ କୁମାର ସାହୁ ଓ ଆଇ.ଆଇ.ସି ମାନସ ରଞ୍ଜନ ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ପଦ୍ମପୁର ରଜାପଡ଼ା ଠାରେ ଅବକାରୀ ଚଢ଼ାଉ କରାଯାଇଥିଲା ।ଏହି ଚଢ଼ାଉ ରେ ବନ ଓରଫ ଭରତ ଖୁଟଲା ଓ ପଂଚାନନ ଭୋଇଙ୍କ ପାଖରୁ ବିପୁଳ ପରିମାଣରେ ଏସକଫ୍…

ବାଲ ମୁକୁନ୍ଦ କେନ୍ଦ୍ରରେ ବନ୍ଧୁତା ଦିବସ ପାଳିତ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଅଗଷ୍ଟ ମାସର ପ୍ରଥମ ରବିବାର ବନ୍ଧୁତା ଦିବସ ଅବସରରେ  ସ୍ଥାନୀୟ ରାଜୁଗୁରୁ ସାହି  ପରିଛା ମଠ ଠାରେ ବାଲ ମୁକୁନ୍ଦ କେନ୍ଦ୍ର ପକ୍ଷରୁ ସ୍ବାସ୍ଥ୍ୟ  ସଚେତନା ଶିବିର ଅନୁଷ୍ଠିତ ହୋଇଯାଇଛି ।ସ୍ଵାମୀ ମୁକୁନ୍ଦାନନ୍ଦ ଜୀଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ…

ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଗରଜିଲେ ଓଡିଶା କୃଷକ ସଭା ଓ ଆଦିବାସି ଅଧିକାର ମଞ୍ଚ

 ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦେଲେ ୮ ଦଫା ଦାବି ସମ୍ବଳିତ ସ୍ମାରକପତ୍ର     ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ଠାରେ ଜିଲ୍ଲା କୃଷକ ସଭା ଓ ଓଡିଶା  ଆଦିବାସୀ ଅଧିକାର ମଞ୍ଚ ପକ୍ଷରୁ  କୃଷକ ମାନଙ୍କ କୃଷି ଋଣ ଛାଡ଼, କୃଷକ ମାନଙ୍କୁ ପେନସନ ଏବଂ…

ନିୟତି ଆନୁକୂଲ୍ୟରେ ବୌଦ୍ଧିକ ଅନଗ୍ରସରତା ଓ ତାର ତାଲିମ ସଫଳତା” ଶୀର୍ଷକ କର୍ମଶାଳା

    ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଭିନ୍ନକ୍ଷମଙ୍କ ପାଇଁ ସେବାରତ ଅନୁଷ୍ଠାନ ନିୟତି ଆନୁକୂଲ୍ୟରେ  "ବୌଦ୍ଧିକ ଅନଗ୍ରସରତା ଓ ତାର ତାଲିମ ସଫଳତା"ଆଲୋଚନା କର୍ମଶାଳା ସ୍ଥାନୀୟ ରାଣୀପେଣ୍ଠ ରେ ଦିନିକିଆ କର୍ମଶାଳା ଅନୁଷ୍ଠାନର ସଭାପତି ଡକ୍ଟର ଅଜୟ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ…

୧୦୧ ଏସ୍ ଏଚ୍ ଜି ଙ୍କୁ ମିଳିଲା ଦେଢ଼ ଲକ୍ଷ ଟଙ୍କା ଲେଖାଏଁ ବ୍ୟାଙ୍କ ଋଣ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ମହିଳା ଏସ୍ଏଚ୍ ଜି ଙ୍କୁ ସ୍ବାବଲମ୍ବି କରିବା ଉଦ୍ଦେଷ୍   ନେଇ  ଗଜପତି ଜିଲ୍ଲା ଗୁମ୍ମା ସ୍ଥିତ ସଭାଗୃହ ଠାରେ ଗୁମ୍ମା ବ୍ଲକର ୧୦୧ ଟି ମହିଳା ଏସ୍ ଏଚ୍ ଜି ଙ୍କୁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ  ଓଡିଶା ଜୀବିକା ମିଶନର ମିଳିତରେ ଋଣ ପ୍ରଦାନ…

ପ୍ରଥମେ ଥାନା, ତାପରେ ଆଜି ମନ୍ତ୍ରୀ ଗଲେ ଚୌଦ୍ୱାର ଜେଲ

କଟକ :କିଛି ଦିନ ତଳେ ଖଣ୍ଡଗିରି ଥାନା ଯାଇଥିବା ମନ୍ତ୍ରୀ ଆଜି ଚୌଦ୍ୱାର ଜେଲ ଯାଇଛନ୍ତି । ଖଣ୍ଡଗିରି ଥାନା ପରି ଅତର୍କିତ ଭାବେ ଚୌଦ୍ୱାର ଜେଲରେ ମନ୍ତ୍ରୀଙ୍କୁ ଦେଖି ସମସ୍ତେ କନଫ୍ୟୁଜଡ଼ ହୋଇଯାଇଥିଲେ କିଛି ସମୟ ପାଇଁ | ଆପଣମାନେ ବି କନଫ୍ୟୁଜଡ଼ ହୋଇଯାଉଥିବେ କୋଉ ମନ୍ତ୍ରୀ ଥାନା କୁ ଯିବାପରେ…