Sign in
Sign in
Recover your password.
A password will be e-mailed to you.
ଅନନ୍ୟ ପ୍ରତିଭାଧରି ମାନଙ୍କୁ ଜନ୍ମ ଦେଇ ପାରଳା ମାଟି ଧନ୍ୟ ହୋଇଛି : ମନ୍ତ୍ରୀ ତୁଷାରକାନ୍ତି ବେହେରା
୭୩ ତମ ଜିଲ୍ଲାସ୍ତରୀୟ ସ୍ବାଧିନତା ଦିବସ ପାଳିତ
ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିଅମ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ , ଜିଲ୍ଲା ସ୍ତରୀୟ ସ୍ବାଧିନତା ଦିବସ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି ।…
ସ୍ୱାସ୍ଥ୍ୟ ଓ ପରିମଳ ମନ୍ତ୍ରୀ”ଙ୍କ ଅନୁରୋଧ ରଖିଲେ ସରପଞ୍ଚ
ଗାଁର ସବୁ ଘରେ ପାଇଖାନା ଆଉ ସବୁ ଛକରେ ଆବର୍ଜନା କୁଣ୍ଡ ନିଶ୍ଚିତ
ବରଗଡ / ଝାରବନ୍ଧ :-ଗାନ୍ଧୀଙ୍କ 150ତମ ଜନ୍ମବାର୍ଷିକୀ ପୂର୍ବରୁ ଗାନ୍ଧିଜୀଙ୍କ ସ୍ବପ୍ନ ପୂରଣ କରିବା ଉଦ୍ଦେଶ୍ୟରେ ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ର ତୁମୁରିପାଣି ଗ୍ରାମକୁ ବାହ୍ୟଶୌଚମୁକ୍ତଗ୍ରାମ ରୂପେ ଗଢି ତୋଳିବାକୁ, …
“ମୋତେ ଦିଆ ଯାଇଥିବା ଦାୟିତ୍ୱ ନିଷ୍ଠାର ସହ ନିର୍ବାହ କରିବି”
ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବିଜୟ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି ରାଜ୍ୟ ଯୁବ କଲ୍ୟାଣ ବୋର୍ଡର ନବ ନିଯୁକ୍ତ ଅଧ୍ୟକ୍ଷ ତଥା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ବିଜୟ ନାୟକ | ସେ ଏକ ବିବୃତିରେ କହିଛନ୍ତି ଯେ "ମୁଖ୍ୟମନ୍ତ୍ରୀ…
ରାଜ୍ୟ ସରକାରଙ୍କ ନିଷ୍ପତ୍ତି, ଜଗତସିଂହପୁର ଜିଲ୍ଲାର ଯୁବ କ୍ଲବ୍ ଗୁଡିକୁ ମିଳିବ ୧୫ହଜାର ଟଙ୍କାର ଆର୍ଥିକ ସହାୟତା
ଜଗତସିଂହପୁର:(ରମେଶ ମହାନ୍ତି)-ଜଗତସିଂହପୁର ଜିଲ୍ଲାର ଯୁବ ଅନୁଷ୍ଠାନ(କ୍ଲବ୍)କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି ବୋଲି ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗର ଚିଠି ସଂଖ୍ୟା -୨୯୧୫…
ପୋଲିସ ଭାଇ ମାନଙ୍କୁ ରାଖୀ ବାନ୍ଧିଲେ ମୁଖ୍ୟମନ୍ତ୍ରୀ ଓ ତାଙ୍କର ସହଯୋଗୀ
ବରଗଡ :- ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ତୁମୁରିପାଣି ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ମାନେ ଆଜି ପାଇକମାଲ ଥାନାରେ ରାଖୀ ପୂର୍ଣ୍ଣିମା ପାଳନ କରିଛନ୍ତି । ବିଦ୍ୟାଳୟ ର ମୁଖ୍ୟମନ୍ତ୍ରୀ ଙ୍କ ସହିତ ତାଙ୍କର ମନ୍ତ୍ରୀ ମଣ୍ଡାଳର ସହଯୋଗୀ ମାନେ ପାଇକମାଲ ଥାନାକୁ ଆଶି ଥାନାରେ କାର୍ଯରତ…
ବିତୁଛି ଜୀବନ ପଲିଥିନ୍ ଘରେ ,ଆବାସ ଯୋଜନା କାହାର ସ୍ବାର୍ଥରେ
କୁଆଡେ ଗଲେ ନେତା-ଅଫିସର, ସୁଷମାଙ୍କ ଦୁଃଖ ବୁଝିବ କିଏ ?
ଜଗତସିଂହପୁର:(ରମେଶ ମହାନ୍ତି)-ସରକାର ଯୋଜନା ପରେ ଯୋଜନା କରିଚାଲିଛନ୍ତି।ହେଲେ କିଛି କୁଚକ୍ରୀ ନେତା ଓ ଅସାଧୁ ପ୍ରଶାସନିକ ଅଧିକାରୀଙ୍କ ପାଇଁ ଥିଲାବାଲା ଲୋକ ଏହି ଯୋଜନା ଗୁଡିକ ହାତେଇ ନେଉଥିବା ବେଳେ ସାଧାରଣ ଗରୀବ ଲୋକମାନଙ୍କ…
ସୁରକ୍ଷିତ ଏଟିଏମ : ଭିତରେ ଜଗିଛି ସାପ
ରାୟଗଡା(ସରୋଜ କୁମାର ସାହୁ) : ସ୍ଥାନୀୟ ରାୟଗଡା ଜିଲ୍ଲା ଜିଲ୍ଲାପାଳଙ୍କ ଅଫିସ ନିକଟରେ ଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପାଚେରୀକୁ ଲାଗି ରହିଥିବା ଏକ୍ସିସ୍ ବ୍ୟାଙ୍କ ଏଟିଏମ ଭିତରେ ଆଜି ଏକ ସାପ ପଶିଥିବା ଦେଖିବାକୁ ମିଳିଛି । ଟଙ୍କା ଉଠେଇବା ପାଇଁ ଆସିଥିବା ଲୋକ ଭୟରେ ଭିତରକୁ ନ…
ଘୋଷଣା ହେଲା ନିଗମ ବୋର୍ଡ ଅଧ୍ୟକ୍ଷ ତାଲିକା , ଆନୁଗତ୍ୟ ଆଉ ପ୍ରତିଶ୍ରୁତିକୁ ଗୁରୁତ୍ୱ
ଭୁବନେଶ୍ୱର: କଳ୍ପନା ଜଳ୍ପନାରେ ପୂର୍ଣ୍ଣଛେଦ ପକାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ନେତା ମାନଂକୁ ବିଭିନ୍ନ ନିଗମ, ବୋର୍ଡ, ପରିଷଦ , କମିଶନ ଆଦିରେ ବିଭିନ୍ନ ପଦ ପଦପଦବିରେ ଥାଇଥାନକୁ ମଞ୍ଜୁରୀ ଦେଇଛନ୍ତି। ପ୍ରକାଶିତ ତାଲିକାରେ କିଛି ହାରିଥିବା ନେତା ବା ଟିକେଟରୁ ବଂଚିତ…
କୁଆଡେ ଗଲା ମହାପ୍ରୟାଣ ସ୍କିମ !!!!
ଆମ୍ବୁଲାନ୍ସ ଏବଂ ମହାପ୍ରୟାଣ ଗାଡି ଦେଲେନି ବୋଲି ବାଇକରେ ନେଉଥିଲେ ଶବ
ଘୁ. ଉଦୟଗିରି : ଗଗନ କୁମାର ପ୍ରଧାନ : କନ୍ଧମାଳ ଜ଼ିଲ୍ଲା ଘୁ. ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶୁକ୍ରବାର ଦିନ ଏକ ଦୁଃଖଦ ଘଟଣା ଘଟିଛି | ମେଡିକାଲରେ ଜଣେ ମହିଳା ରୋଗୀଙ୍କ ମୃତ୍ୟୁ ପରେ…
ପଣ ଭାବେ ଦେଇପାରିଲେନି ଗୋରୁ ଗାଈ , ଛେଳି , ମେଣ୍ଢା , ବସ୍ତ୍ର ଓ ହାଣ୍ଡିଆ
ଶବଦାହ ଶୁଦ୍ଧିକ୍ରିୟା ପାଇଁ ପରମ୍ପରା ସାଜିଲା ବାଧକ
ବାରିପଦା (ଦିଲ୍ଲୀପ ମହାନ୍ତି )- ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ବାସକରୁଥିବା ଆଦିବାସୀ ସଂପ୍ରଦାୟଙ୍କ ମଧ୍ୟରେ ଭରିରହିଛି ଅନେକ ପରମ୍ପରା । ଏହି ପରମ୍ପରାରେ ଜଡିତ ରହି ଯାଇଛି କିଛି ଅନ୍ଧବିଶ୍ୱାସ ଓ କୁସଂସ୍କାର । କିନ୍ତୁ…