Sign in
Sign in
Recover your password.
A password will be e-mailed to you.
କୋକସରା ପଂଚାୟତ ସମିତି ପକ୍ଷରୁ ସ୍ୱାଧୀନତା ଦିବସ
ଧର୍ମଗଡ଼ ରୁ ସୁଶାନ୍ତ ରାଉତ-କଳାହାଣ୍ଡି ଜିଲ୍ଲା କୋକସରା ପଂଚାୟତ ସମିତି ତରଫରୁ 73 ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି l ଆଜି କୋକସରା ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସଭ୍ୟା ରାଣୀ ବାଗ ଜାତୀୟ ପତାକା ଉତ୍ତୋଳନ କରିଥିଲେ l କୋକସରା ଜବାହର ଉଚ୍ଚ ବିଦ୍ୟାପୀଠ ର ଛାତ୍ରୀ ମାନେ ଜାତୀୟ…
ଏମାଟିର ବରପୁତ୍ର କାଳଜୟୀ ସ୍ରଷ୍ଟାଙ୍କ ପାଇଁ ଜଗତସିଂହପୁର ଆଜି ବିଶ୍ୱବନ୍ଦ୍ୟ : ଜିଲ୍ଲାପାଳ
ଜଗତସିଂହପୁର ଜିଲ୍ଲାସ୍ତରୀୟ ୭୩ତମ ସ୍ୱାଧୀନତା ଦିବସ ପାଳନ
ଜଗତସିଂହପୁର:(ରମେଶ ମହାନ୍ତି)-ଜଗତସିଂହପୁର ଜିଲ୍ଲା ସଦରମହକୁମା ସ୍ଥିତ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ଠାରେ ୭୩ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ…
ଜରାଳୀ ନଦୀରୁ ଅଜଣା ଶବ ଉଦ୍ଧାର
ବାରିପଦା(ଦିଲ୍ଲୀପ ମହାନ୍ତି) ବାରିପଦା ସହର ମଧ୍ୟଦେଇ ପ୍ରବାହିତ ଜରାଳୀ ନଦୀର ତକଟପୁର ଭିଆଇପି କଲୋନୀ ନିକଟରେ ଆଜି ଏକ ଯୁବତୀର ଶବ ଉଦ୍ଧାର କରାଯାଇଛି । ଆଜି ସକାଳେ ସ୍ଥାନୀୟ ବାସିନ୍ଦା ଶବ ଭାସୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ।ତେବେ ଖବର ପାଇବା ପରେ ଘଟଣା ସ୍ଥଳରେ ଲକ୍ଷ୍ମୀପୋଷି…
ଓଡଗାଁ ଅଂଚଳରେ ସ୍ୱାଧିନତା ଦିବସ ପାଳିତ
ଓଡ଼ଗାଁ (ଶ୍ରୀକାନ୍ତ ମିଶ୍ର)ଓଡଗାଁ ସ୍ଥାନୀୟ ମିନି ଷ୍ଟାଡିୟମରେ ବ୍ଲକ୍ ସ୍ତରୀୟ ୭୩ ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଓଡଗାଁ ବ୍ଲକ ଚେୟାରମ୍ୟାନ ମମତା ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତୋଳନ କରିଥିଲେ । ଅନେକ ମହାପୁରୁଷ ପ୍ରାଣବଳି ଦେଇ ଆମପାଇଁ ଆଣିଦେଇଥିଲେ ଏ…
ଓଡଗାଁ ଏନଏସିର ଅବହେଳା : ଡ୍ରେନ ନିର୍ମାଣରେ ବିଳମ୍ବ, କାନ୍ଥ ଭୁସୁଡିଲା
ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡଗାଁ ଏନଏସିର ପାଟଣା ସାହିରୁ ଛାମୁସାହି ରାସ୍ତା କଡ ଡ୍ରେନ ନିର୍ମାଣ କାର୍ଯ୍ୟ ବଳମ୍ବ ହେବାରୁ ଏବଂ ଲଗାଣ ବର୍ଷା ଯୋଗୁଁ ଘରକାନ୍ଥକୁ ଲାଗି ଡ୍ରେନ ପାଇଁ ଖୋଳା ଯାଇଥିବା ଖାତରେ ପାଣି ପସିବାରୁ ଗୁରୁବାର ରାତିରେ ଦୁଖୀ ସୀଠ(୭୨)ଙ୍କ ଘରକାନ୍ଥ ଭୁସୁଡି ଜିବାରୁ…
ଓଡଗାଁରେ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ
ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିର ଓ ନନ୍ଦିଘୋର ଜବାହାର ବିଦ୍ୟାପୀଠ ସବୁଜ ପୃଥିବୀ ଗଠନ ପାଇଁ ସ୍ୱାଧିନତା ଦିବସ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡଗାଁ ବନାଂଚଳ ଅଧିକାରୀ ରବିନ୍ଦ୍ର ନାଥ ପଣ୍ଡାଙ୍କ ଦ୍ୱାରା ଆୟୋଜିତ ଏହି…
ପରୀରଥକୁ ସ୍ୱାଗତ ସମ୍ବର୍ଦ୍ଧନା
ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ଝିଅକୁ ପଢାନ୍ତୁ, ଝିଅକୁ ବଂଚାନ୍ତୁ ଏବଂ ବାଲ୍ୟବିବାହକୁ ନା ବାର୍ତ୍ତା ନେଇ ନୟାଗଡ ଜିଲ୍ଲା ପ୍ରଶାସନ ସହଯୋଗରେ ବାହାରିଥିବା ପରିରଥ ଓଡଗାଁ ବ୍ଲକ ପରିକ୍ରମା କରିଥିଲା । ଓଡଗାଁ ଏନଏସି, ରଙ୍ଗଣୀ ପାଟଣା, ପନ୍ତିଖାରୀ, ରବିଗାଡିଆ ଏହିଭଳି ୧୦ଟି ପଂଚାୟତ…
୪ର୍ଥ ବାଟାଲିୟନ ସିଆରପିଏଫ ଠାରେ ସ୍ୱାଧିନତା ଦିବସ ଓ ରକ୍ଷା ବନ୍ଧନ
ରାୟଗଡା (ସରୋଜ କୁମାର ସାହୁ)– ରାୟଗଡା ସହର କଲେଜ ରୋଡ ସ୍ଥିତ ସିଆରପିଏଫର ୪ର୍ଥ ବାଟାଲିୟନ ଠାରେ ସ୍ୱାଧିନତା ଦିବସ ଓ ରକ୍ଷା ବନ୍ଧନ ଦିବସ ମହାସମାରୋହରେ ପାଳିତ ହୋଇଯାଇଅଛି । କମାଣ୍ଡାଣ୍ଟ ୱାଇ.କେ.ରାଜପୁତ ଜାତୀୟ ପତାକା ଉତୋଳନ କରିବା ସହ ଦେଶକୁ ସ୍ୱାଧିନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ…
ବର୍ଣ୍ଣବୋଧ ପୋଡି ଓ ପଦ୍ମଶ୍ରୀ ଶ୍ରୀ ନାଗଙ୍କ ଫୋଟୋ ଅପବ୍ୟବହାର ମାମଲା : ସାକେତ ଭୂଷଣ ସାହୁ ଗିରଫ
ବରଗଡ :- ପଦ୍ମଶ୍ରୀ ଲୋକ କବି ହଳଧର ନାଗ ଫୋଟୋକୁ ବ୍ୟବହାର କରି ବର୍ଣ୍ଣବୋଧ ପୋଡି ସମ୍ପର୍କିତ ତଥ୍ୟ ପୋଷ୍ଟ କରି ରାଜ୍ୟରେ ଏକ ବିଦ୍ୱେଷ ମୂଳକ ଝଡ ସୃଷ୍ଟି କରିଥିବା ଗାଇସିଲେଟ ବୁରମୁଣ୍ଡା ଗ୍ରାମର ସାକେତ ଭୂଷଣ ସାହୁଙ୍କୁ ପୋଲିସ ଗିରଫ କରିଛି ।
ହଳଧର ନାଗ କେବଳ ପଶ୍ଚିମ ଓଡ଼ିଶା କି ଓଡ଼ିଶାର…
ବିଧାୟକଙ୍କ ଦ୍ୱାରା ଲୋକାର୍ପିତ ହେଲା ୫୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ।
ପଦ୍ମପୁର/ନୀଳାମ୍ବର ଦୀପ : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡସ୍ତରୀୟ ଡାକ୍ତରଖାନା ପରିସରରେ ଆଜି ପାଂଚ ମହଳା ବିଶିଷ୍ଟ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ଲୋକାର୍ପିତ ହୋଇଯାଇଛି । ଏହି ଅବସରରେ ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂ ବରିହା ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥିବା ସମୟରେ ପଦ୍ମପୁର…